ପ୍ରଫୁଲ୍ଲ ଘଡେଇ ହେଲେ ବିଜେଡିର ଉପ ସଭାପତି 

0

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କୁ ତିନୋଟି ଗୁରୁତ୍ୱପୂର୍ଣ ନିର୍ବାଚନ ମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦେଇଥିବା ବେଳେ ଆଜି ତାଙ୍କୁ ଦଳର ଉପସଭାପଟି ଭାବେ ନିଯୁକ୍ତି ଦେଇଛନ୍ତି | ସୂଚନାଯୋଗ୍ୟ  ଯେ, ଆଜି ସକାଳେ ଶ୍ରୀ ଘଡାଈଙ୍କୁ ଖୋର୍ଦ୍ଧା, ରଣପୁର ଏବଂ ଚିଲିକା ନିର୍ବାଚନମଣ୍ଡଳୀର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ପ୍ରଦାନ କରାଯାଇଥିଲା |

 

Leave A Reply

Your email address will not be published.