Sign in
Sign in
Recover your password.
A password will be e-mailed to you.
ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ :ମହାମେଂଟରେ ସାମିଲ ହେବନି ବିଜେଡି
ଭୁବନେଶ୍ୱର - କଂଗ୍ରେସ ଓ ବିଜେପି ବିରୁଦ୍ଧରେ ତୃତୀୟ ବିକଳ୍ପ ପାଇଁ ବିଜେଡି କୌଣସି ମହାଗଠବନ୍ଧନରେ ସାମିଲ ହେବ ନାହିଁ ବୋଲି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବିଜୁ ଜନତା ଦଳ ଉଭୟ କଂଗ୍ରେସ ଓ ବିଜେପିଠାରୁ…
ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଂଚଳ ମଥୁରା ଓ ଗୋପ : ସେପଟେ କୃଷ୍ଣଙ୍କ ଲୀଳା ଏପଟେ ମହାରାଜ କଂସଙ୍କ ପ୍ରକୋପ
ବରଗଡ଼ରୁ ନୀଳ ଦୀପ : ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ସଜେଇ ହୋଇ ଗଲାଣି ବରଗଡ଼ | ତାରିଖ ବାର ତିଥି ବି ବାହାରି ଗଲାଣି | ରାଜା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ମହାରାଜ କଂସ କରିବେ ମଥୁରାରେ(ବରଗଡ଼)ରେ ରାଜୁତି | ମହାରାଜ କଂସଙ୍କ ଅଟ୍ଟହାସ୍ୟ ଆଉ ନିର୍ଯାତନାରେ ଥରହର ହେବ ମଥୁରାନଗରୀ | …
ବଲେରୋ ଦୁର୍ଘଟଣାରେ ୮ ଜଣ ଆହତ
ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ
ରାଞ୍ଚି-ବିଜୟଓ୍ୱାଡ଼ା ରାସ୍ତା ରେଢ଼ାଖୋଲ ରେଳଷ୍ଟେସନ ନିକଟରେ ବୁଧବାର ରାତି ପ୍ରାୟ ସାଢ଼େ୮ ଟା ବେଳ ଏକ ବଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି l ପ୍ରାପ୍ତ ସୂଚନା ମତେ ବୁଧବାର ସୋନପୁର ଜିଲ୍ଲା ତରଭା…
ଆମକୁ ୮ ଲକ୍ଷ ୨୫ହଜାର କୋଟି ଟଙ୍କା ଦିଆଯାଉ : ଉତର-ପୂର୍ବ ଏବଂ ପଶ୍ଚିମ ହିମାଳୟ ପାର୍ବତ୍ୟାଂଚଳ ଭଳି ଅନୁଦାନ ଅନୁପାତ…
ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ଆର୍ଥିକ ସହାୟତା ସୁପାରିଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ମାରକପତ୍ର ପ୍ରଦାନ
ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷଙ୍କୁ ୨୦୨୦ ଓ ୨୫ ବର୍ଷ ପାଇଁ ସମୁଦାୟ ୮ ଲକ୍ଷ ୨୪ ହଜାର ୬୪୪ କୋଟି ଟଙ୍କାର ଆର୍ଥିକ ସହାୟତା ଦେବା…
୧୫ରେ ବଲାଙ୍ଗୀର ଗସ୍ତରେ ଆସିବେ ମୋଦି, ଜାରୀ ହେଲା କାର୍ଯ୍ୟସୂଚୀ
- ସକାଳ ସାଢେ ୯ଟାରେ ଝାରସୁଗୁଡାରେ ପହଂଚି ହେଲିକ୍ୟାପ୍ଟରରେ ଯିବେ ବଲାଙ୍ଗୀର
Bolangir/Niroj Mishra - ଆସନ୍ତା ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ବଲାଙ୍ଗୀର ଠାର ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ…
ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଦାବି ରଖିଛନ୍ତି : ବିଜେପି
ଭୁୁବନେଶ୍ୱର - ନବୀନ ବାବୁ ଓଡିଶାର ବିକାଶ ନୁହେଁ ବଂର ତାଙ୍କ ନିର୍ବାଚନ ଏଜେଣ୍ଡା ସେଟ କରିବା ପାଇଁ ଆଜି ଅର୍ଥ କମିଶନଙ୍କ ପାଖେ ତାଙ୍କ ଦାବି ରଖିଛନ୍ତି । ନବୀନବାବୁ ତାଙ୍କ ଦାବିରେ ଜିଏସଟି କଥା କହିଛନ୍ତି । ଜିଏସଟି ଲାଗୁ ହେଲା ପରେ ଓଡିଶାର ଟିକସ କଲେକ୍ସନ ୧୫% ବୃଦ୍ଧି ପାଇଛି । ଏକଥା…
ଗରିବ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଐତିହାସିକ ପଦକ୍ଷେପ, ଗରିବଙ୍କ ପାଇଁ ସରକାରଙ୍କ…
ଭୁୁବନେଶ୍ୱର - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସାଧାରଣ ବର୍ଗର ଗରିବଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପଲବ୍ଧ କରାଇବା ନିମନ୍ତେ ସମ୍ବିଧାନ ସଂଶୋଧନ ବିଲ ଗରିବଙ୍କ କଲ୍ୟାଣ ଲାଗି ଏକ ଐତିହାସିକ ପଦକ୍ଷେପ, ଯାହା ସବକା ସାଥ୍- ସବକା ବିକାଶ ନୀତି ପ୍ରତି ସରକାରଙ୍କ…
ର୍ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମିଶ୍ରଣ ପର୍ବ : ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ ଟିଏମସି ସାଂସଦ…
ନୂଆଦିଲ୍ଲୀ/ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଧବାର ନୂଆଦିଲ୍ଲୀ ଠାରେ ପଶ୍ଟିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ସୌମିତ୍ର ଖାନ୍ ଏବଂ ତାଙ୍କର ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି…
୨୮ତମ ଜିଲ୍ଲା ସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ଉଦଯାପିତ
ବଲାଙ୍ଗିର(ନିରୋଜ ମିଶ୍ର )ସିହିନୀ ହାଇସ୍କୁଲଠାରେ ଜିଲ୍ଲାସ୍ତରୀୟ ସ୍କାଉଟ ଓ ଗାଇଡ କେମ୍ପୋରୀ ସଫଳତାର ସହ ଉଦଯାପିତ ହୋଇଯାଇଛି । ସ୍କାଉଟ ଓ ଗାଇଡ ମାନଙ୍କ ଦ୍ୱାରା ଶାରୀରିକ କଳା କୌଶଳ , କ୍ୟାମ୍ପ କ୍ରାଫ୍ଟ , ସ୍କୁଲ ଗେଟ,ଆଂଚଳିକ ନୃତ୍ୟ, ଗ୍ରାମ୍ୟ ବଜାର, ପ୍ରଦର୍ଶନୀ, ପେଣ୍ଟିଙ୍ଗ, ର୍ୟାମ୍ପ…
ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ, ନୀତିଶ କହିଲେ ସ୍ୱାଗତଯୋଗ୍ୟ ପଦକ୍ଷେପ
ଭୁବନେଶ୍ୱର :ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ମିଶନ ପାଇଁ ସମର୍ଥନ ଯୋଗାଡ କ୍ରମରେ ବିଜେଡି ତରଫରୁ ସାଂସଦ ଶ୍ରୀ ନଗେନ୍ଦ୍ର ପ୍ରଧାନ ଏବଂ ଶ୍ରୀ ରବୀନ୍ଦ୍ର କୁମାର ଜେନା ଜନତା ଦଳ (ୟୁ) ସଭାପତି ତଥା ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାରଙ୍କୁ ପାଟନାସ୍ଥିତ ତାଙ୍କ ବାସଭବନରେ ଭେଟି…