ରାଜ୍ୟସଭାରେ ଗୃହୀତ ହେଲା ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ

ନୂଆଦିଲ୍ଲୀ :  ରାଜ୍ୟ ସଭାରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଆଜି ଗୃହୀତ ହୋଇଯାଇଛି  ହୋଇଛି । କେନ୍ଦ୍ରର ଏନଡିଏ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଇଛି | ସମ୍ବିଧାନର ୧୨୪ ତମ ସଂଶୋଧନ ବିଲ ସପକ୍ଷରେ ୧୬୫ ଟି ମତ ପଡିଥିବା…

୨୫ତମ ସର୍ବଭାରତୀୟ କ୍ରିକେଟ କପ ଉଦଘାଟିତ : ପ୍ରଥମ ଦିନର ଖେଳରେ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ଜୁଭେନାଇଲ କଟକ ବିଜୟୀ  ।

ଆଜି  ପ୍ରଥମ ମ୍ୟାଚ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ସେଲ ରାଂଚି  ଏବଂ ଦ୍ୱିତୀୟ ମ୍ୟାଚ ଜୁଭେନାଇଲ କଟକ ଓ ସେରସା ରାୟପୁର ମଧ୍ୟରେ   ପଦ୍ମପୁର/ନିଳ ଦୀପ ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପକୁ କ୍ରୀଡା ସଙ୍ଗଠକ ତଥା ପ୍ରଶାସକ…

ପୋଲ ତଳକୁ ଗାଡି ଖସି ଜୀବନ ଗଲା 

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ନୂଆପଡା ଜୋଙ୍କ ଥାନା ଅନ୍ତର୍ଗତ ଖାଲିଆପାନୀ ଗ୍ରାମ ର ଚୈନ ସିଂ ମାଝୀ, ପୁଣିତରାମ ମାଝୀ ତଥା ଛତିଶଗଡ଼ ର ଦିୱାନ ସିଂ ମାଝୀ ଏକ ବାଇକ ଯୋଗେ ଯାଉଥିବା ବେଳେ ବାଇକ ଟି ଦରଲିମୁଣ୍ଡା ଗାଁ ପାଖ ପୋଲ ରୁ ତଳକୁ ଖସି ପଡ଼ିଲା ତିନି ଆରୋହି ମୃତ୍ୟୁ ବରଣ କରିଥିଲେ ।ପାଣି ରେ…

 ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ଗ୍ରାମସଭା

ନୂଆପଡା/ପ୍ରିୟବ୍ରତ ପଣ୍ଡା ,ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନ ର ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ଲିଟିସର୍ଗି ପଞ୍ଚାୟତରେ । ସ୍ବେଚ୍ଛା ସେବୀ ଅନୁଷ୍ଠାନ ସ୍ପ୍ରେଡ ସହାୟତା ରେ ସରପଞ୍ଚ ଅନୁପମା ଭୋଇ ସଭାପତି ରୂପେ କାର୍ଯ୍ୟଭାର ତୁଲେଇ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ…

ସଡକ ଦୁର୍ଘଟଣାରେ ବୃଦ୍ଧ ଙ୍କର ମୃତ୍ୟୁ 

ପାଇକମାଲ :- ଆଜି ପାଇକମାଲ ରୁ ଝାରବନ୍ଧ ଯାଉଥିବା ରାସ୍ତା ର ହୀରାପୁର ଛକ ନିକଟରେ ଏକ ମର୍ମନ୍ଦୁତ ସଡକ ଦୁର୍ଘଟଣା ଘଟିଯାଇଛି । ଝାରବନ୍ଧ ବ୍ଲକ ର କାଶୀ ପାଣି ଗ୍ରାମର ଭୁବନେଶ୍ୱର ପ୍ରଧାନ (80)ଏକ ସ୍କୁଟି ରେ  ପାଇକମାଲ ରୁ ନିଜର କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ଏକ ମାଟି ବୋଝେଇ…

୨୬ ଜାନୁୟାରରୁ ସ୍ୱଛତା ରଥର ଜିଲା ପରିକ୍ରମଣ 

ଯାଜପୁର(ଜୟଶଙ୍କର ଦାଶ) ଗାନ୍ଧି ଦର୍ଶନ ଓ ଆଦର୍ଶ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି । ପିଢୀ ପରେ ପିଢୀ ଏହି ମହାନ ଆଦର୍ଶକୁ ଗ୍ରହଣ କରି ସଫଳତା ପାଇଥିବାବେଳେ ସ୍ୱଚ୍ଛତା ଓ ସୁସ୍ଥ ପରିବେଶ ପାଇଁ ଗାନ୍ଧୀଜୀଙ୍କ ଅବଦାନ ଚିରସ୍ମରଣୀୟ । ତେଣୁ ଗାନ୍ଧିଙ୍କ ବେଶରେ ସାଇରାମଙ୍କ ଉଦ୍ୟମ ଅଧିକ ଫଳପ୍ରଦ…

୨୫ତମ ସର୍ବଭାରତୀୟ ବୋଡାସମ୍ବର କପ ଉଦଘାଟିତ 

ପଦ୍ମପୁର/ନୀଳ ଦୀପ-  ବରଗଡ ଜିଲ୍ଲା ପଦ୍ମପୁରରରେ ଆଜି ୨୫ତମ ସର୍ବଭାରତୀୟ ବୋଡାସମ୍ବର କ୍ରିକେଟ କପର ଉଦଘାଟନୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ  ହୋଇଯାଇଛି  । ବୋଡାସମ୍ବର ସ୍ପୋର୍ଟିଂ, ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ଏହି ଗୌରବମୟ କ୍ରିକେଟ ଟୁର୍ଣ୍ଣାମେଂଟକୁ ଜଣାଶୁଣା କ୍ରୀଡା ସଂଗଠକ ତଥା…

ଆମେ ପ୍ରତିଶ୍ରୁତି ଦେଉ ଓ ଏହା ପୂରଣ କରୁ : ନବୀନ 

ଚାଷୀଙ୍କ ହକ ପାଇଁ ଦିଲ୍ଲୀରେ ଗରଜିଲେ  ନବୀନ  ନୂଆଦିଲ୍ଲୀ: ଖାଦ୍ୟ ଶସ୍ୟର ସର୍ବନିମ୍ନ  ସହାୟକ ମୂଲ୍ୟ ସ୍ଥିର କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ସ୍ୱାମୀନାଥନ୍‍ କମିଟିର ରିପୋର୍ଟକୁ କାର୍ଯ୍ୟକାରୀ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ । କେନ୍ଦ୍ର ତା’ର ଦାୟିତ୍ୱରୁ ଖସି ଯାଇପାରିବ…

ଲୁଚିଛି ନା ଗୋଡ ଦୁଇଟା ଦିଶୁଛି :ଚାପରୁ ମୁକୁଳିବା ସହ ମୁହଁ ଲୁଚାଇବା ପାଇଁ ଦିଲ୍ଲୀରେ ସୁଆଙ୍ଗ -ଧର୍ମେନ୍ଦ୍ର 

 • କାହିଁକି ମଣ୍ଡି ଖୋଲିଲାନାହିଁ, କାହିଁକି କେନ୍ଦ୍ର ସରକାର ଦେଉଥିବା ୧୭୫୦ ଟଙ୍କା ଚାଷୀ ପାଉନାହାନ୍ତି ଏ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ପଡିବ • ଚଳିତବର୍ଷ ଇଲେକସନର ବର୍ଷ ହୋଇଥିବା ହେତୁ, ବିଜେଡି ଦଳ ନିଜର ପାଣ୍ଠି ସଂଗ୍ରହ ପାଇଁ ମିଲ୍ ମାଲିକଙ୍କ ସହ ମଧୁଚନ୍ଦ୍ରିକା ରହିଛି •…

ବିଭିନ୍ନ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ସାଂସଦ କଳିକେଶଙ୍କ ସାକ୍ଷାତ 

ବଲାଙ୍ଗିର- ସାଂସଦ କଳିକେଶ ନାରାୟଣ ସିଂହଦେଓ ରେଳ ସମ୍ବନ୍ଧୀତ କେତେକ ଦାବୀ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲକୁ ସାକ୍ଷାତ କରି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । କଣ୍ଟାବାଞ୍ଜୀରେ ରେଳ ୱାଗନ କାରଖାନ କିମ୍ବା ଖାଲିଥିବା ସ୍ଥାନରେ ସିମେଣ୍ଟ ସ୍ଲିପର୍ କାରଖାନା ପ୍ରତିଷ୍ଠା  ପାଇଁ…