ଧର୍ମଗଡରେ ଓବିସି ଏସଟି ଏସସି ମିଳିତ ମଞ୍ଚର ଡ. ଆମ୍ବେଦକର ଜୟନ୍ତୀ

0 1

ଧର୍ମଗଡ଼ରୁ ସୁଶାନ୍ତ ରାଉତ:ଭାରତର ସମ୍ବିଧାନ ପ୍ରଣେତା ଭାରତରତ୍ନ ଡ. ଭୀମରାଓ ଅମ୍ବେଦକରଙ୍କ ୧୨୮ତମ ଜୟନ୍ତୀ ଧର୍ମଗଡ ଠାରେ ଆଡମ୍ବର ସହକାରେ ପାଳିତ  ହୋଇଯାଇଛି । ଓବିସି ଏସଟି ଏସସି ମିଳିତ ମଞ୍ଚ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବକ ଓ ମହିଳା ଯୋଗଦେଇଥିଲେ । ଡ. ଅମ୍ବେଦକରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା

 

Leave A Reply

Your email address will not be published.