Sign in
Sign in
Recover your password.
A password will be e-mailed to you.
କୋରାଇ ବିଜେପିର ବ୍ୟାସନଗର ତହସିଲ ଘେରାଉ ଓ ରାଜ୍ୟ ସରକାରଙ୍କ ବିରୋଧରେ ରଣହୁଙ୍କାର
ବ୍ୟାସନଗର/ସୁବାସ ନାୟକ.: ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନ, ତହସିଲର ଦୁର୍ନୀତିକୁ ବିରୋଧ କରି କୋରଇ ବିଜେପି ପକ୍ଷରୁ ରାଜ୍ୟ /ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ଙ୍କ ନେତୃତ୍ୱରେ ବ୍ୟାସନଗର ତହସିଲ ଘେରାଉ କରାଯାଇଛି । ବ୍ୟାସନଗର ସହରର ଚୋରଦା ବାଇପାସ୍ ଛକଠାରୁ ଏକ ବିଶାଳ…
କୁଳମଣୀ, ପ୍ରଶାନ୍ତ , ପ୍ରତାପ ଓ ପ୍ରଫୁଲଙ୍କ ବିରୋଧରେ ବର୍ଷିଲେ ଦାମ : କହିଲେ ନିଜ ସ୍ଥିତି ସମ୍ଭାଳ
"ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ନେଇ ବିଜେଡି ଓ ବିଜେପିର ବିକ୍ଷୋଭ ଧର୍ମକୁ ଆଖି ଠାର"
ପାରାଦୀପ : ଯୁବ ବିଜୁଜନତା ଦଳ ଓ ବିଜେପି ଯୁବମୋର୍ଚ୍ଚା ତରଫରୁ ବେକାର ଯୁବକ ଯୁବତୀଙ୍କ ନିଯୁକ୍ତିକୁ ନେଇ ହୋଇଥିବା ଆନେ୍ଦାଳନ ଧର୍ମକୁ ଆଖିଠାର ବୋଲି ପାରାଦୀପ ବିଧାୟକ ଡା. ଦାମୋଦର ରାଉତ ସୂଚନା…
ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କର ପାଇକମାଲ ଗସ୍ତ
ବରଗଡ/Gouranga charana Dash :- ରାଜ୍ୟ ଫୁଡ଼ କମିଶନ ର ଅଧ୍ୟକ୍ଷ ଶ୍ରୀ ରଙ୍ଗଲାଲ ଜାମୁଡ଼ା ଆଜି ଦିନିକିଆ ପଇକମାଲ ଗସ୍ତ ରେ ଆସି ପଇକମାଲ ଭେଙ୍ଗରାଜ ପୁର ପଞ୍ଚାୟତ ,ମିଠାପଲି ପଞ୍ଚାୟତ ,ତଥା ଚିଂଦେଇକେଲା ପଞ୍ଚାୟତ ର 3 ଗୋଟି ଗ୍ରାମ ପରିଦର୍ଶନ ରେ ଆସିଥିଲେ । ଅଧ୍ୟକ୍ଷ ଶ୍ରୀ…
ଜିଲ୍ଲା ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ଗଣଧାରଣା : ଏକାଦଶ ଦିନରେ ଉପଖଣ୍ଡ ସାମ୍ବାଦିକ ସମୂହ ସାମିଲ
ଟିଟିଲାଗଡ଼,(ସୁନୀଲ ବେହେରା) : ଟିଟିଲାଗଡ଼କୁ ଜିଳ୍ଲା ମାନ୍ୟତା ଦାବୀ ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆରମ୍ଭ ହୋଇଥିବା ଗଣଧାରଣା ଆଜି ଏକାଦଶ ଦିବସରେ ପହଞ୍ଚିଛି । ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଟିଟିଲାଗଡ଼ ଉପଖଣ୍ଡର ବିଭିନ୍ନ ବ୍ଲକ, ସହରାଞ୍ଚଳ…
ଟିଟିଲାଗଡ଼କୁ ଜିଲ୍ଲା ଓ କଣ୍ଟାବାଞ୍ଜିକୁ ଉପଖଣ୍ଡ ମାନ୍ୟତା ଦାବି ନେଇ କଣ୍ଟାବାଞ୍ଜି କଂଗ୍ରେସର ଗଣବିକ୍ଷୋଭ
ଟିଟିଲାଗଡ଼/ସୁନୀଲ ବେହେରା : ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ଓ କଣ୍ଟାବାଞ୍ଜିକୁ ଉପଖଣ୍ଡ ମାନ୍ୟତା ଏବଂ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀକୁ ମରୁଡ଼ି ଘୋଷଣା ଦାବିରେ କଣ୍ଟାବାଞ୍ଜି କଂଗ୍ରେସ କମିଟି ପକ୍ଷରୁ ଆଜି ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ…
‘Believe in yourself & synergise your strengths to achieve wonders,’ says, Chairman SAIL Mr. A…
Rourkela/ Sushanta Behera : Believe in yourself, synergise your strengths and walk together to achieve wonders,’ said, Mr. Anil Kumar Chaudhary, Chairman SAIL in an interview on Rourkela Steel Television on the 2nd day of his maiden…
ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ : ବଲାଙ୍ଗିରରେ ବିଜୁ ବାହିନୀ ଗୁଣ୍ଡଗର୍ଦ୍ଧି ବନ୍ଦ କରୁ
ବଲାଙ୍ଗିର,(ନିରୋଜ ମିଶ୍ର) - ଗତ ସାଢେ ·ରିବର୍ଷ ବଲାଙ୍ଗିର ସହରରେ ବାତାବରଣ ବେଶ୍ ଶାନ୍ତିପୂର୍ଣ୍ଣ । ଜନସାଧାରଣ ତଥା ସରକାରୀ କାର୍ଯ୍ୟାଳୟମାନଙ୍କରେ ବାହ୍ୟ ଗୁଣ୍ଡାଗର୍ଦ୍ଧି କାଣିଚିଏ ମଧ୍ୟ ଆଭାସ ନାହିଁ । କିନ୍ତୁ ବର୍ତ୍ତମାନ ସରକାରୀ ଦଳ ପ୍ରାୟୋଜିତ ବିଜୁ ବାହିନୀ ବଲାଙ୍ଗିର ଜିଲ୍ଲାରେ…
ସାଂସଦଙ୍କ ଦ୍ୱାରା ବଲାଙ୍ଗିର ସହର ରାସ୍ତାଗୁଡିକର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗିର ସହରରେ ହେବାକୁ ଥିବା ବିଭିନ୍ନ ରାସ୍ତାଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ ସାଂସଦ କଳିକେଶ ନାରାୟଣ ସିଂହ ଦେଓଙ୍କ କର କମଳରେ ହୋଇ ଯାଇଅଛି । ପୂର୍ବରୁ ବଲାଙ୍ଗିର ପୌରପରିଷଦରେ ପ୍ରସ୍ତାବ ଆଗତ ହୋଇ କେତେ ଗୁଡିଏ ରାସ୍ତାକୁ ପୌରପରିଷଦ ତରଫରୁ ପୁତ୍ତବିଭାଗକୁ…
୩୬ ତମ ବାର୍ଷିକ କ୍ରୀଡା ଉଦଯାପିତ ।
ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି ।ରାଜବୋଡାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ଦ୍ବି ଦିବସିୟ ୩୬ତମ ବାର୍ଷିକ କ୍ରୀଡା ସମାରୋହ ଆଜି ଉଦଯାପିତ ହୋଇଯାଇଛି । ପ୍ରାତଃ ପର୍ଯ୍ୟାୟ ଖେଳକୁ ସମାଜ ସେବୀ ଶ୍ରୀ ନୀରୋଜ…
ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ରାଜ୍ୟ ସାକ୍ଷର ଭାରତ କର୍ମଚାରୀ ସଂଘ ପକ୍ଷରୁ ସାକ୍ଷର ଭାରତ ଯୋଜନାକୁ ପୁଣି ଥରେ ଚାଲୁ କରାଯିବା, ଉକ୍ତ ଯୋଜନାରେ କାର୍ଯ୍ୟକରିଆସୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, ସାକ୍ଷର ଭାରତ ଯୋଜନା ବଦଳରେ ଅନ୍ୟ କୌଣସି ଯୋଜନା କାର୍ଯ୍ୟକାରୀ…