Sign in
Sign in
Recover your password.
A password will be e-mailed to you.
ଶକ୍ତି ବିଭାଗକୁ ଦନ୍ତା ଚିନ୍ତା, ମାସେ ଭିତରେ ଖୁଲୁଥିବା ତାର ସଳଖି ଦେବେ : ସ୍ୱତନ୍ତ୍ର ଅଧିକାରୀ ହାତୀମାନଙ୍କ ଗତିବିଧି…
ଭୁବନେଶ୍ୱର/ମାନସୀ ମିଶ୍ର
ହାତୀମାନଙ୍କର ଚଳପ୍ରଚଳକୁ ସୁରକ୍ଷିତ କରିବା ପାଇଁ ଏଣିକି ଶକ୍ତି ବିଭାଗ ପକ୍ଷରୁ ଏସଡିଓ ପାହ୍ୟାର ସ୍ୱତନ୍ତ୍ର ଅଧିକାରୀମାନଙ୍କୁ ପ୍ରତି ଜିଲ୍ଲାରେ ନିଯୁକ୍ତି ଦିଆଯିବ । ଏ ସମ୍ପର୍କରେ ସୂଚନା ଦେଇ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ, ବର୍ତମାନ ତାଙ୍କ…
ଶିଳ୍ପପତି ବି ଶ୍ରୀମନ୍ଦିରକୁ ଧାଡିରେ ଯାନ୍ତୁ, ଆଧାରକାର୍ଡ଼ ଦେଖାନ୍ତୁ
ମୁକେଶ ଅମ୍ବାନୀ ଶ୍ରୀମନ୍ଦିରକୁ ଧାଡ଼ିରେ ନଗଲେ କାଳିମାଡ଼ ଖାଇବେ- ଯୁବ କଂଗ୍ରେସ
ପୁରୀ - ଭାରତର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଓଡ଼ିଶା ଗ୍ରସ୍ତକୁ ସ୍ୱାଗତ କରାଯାଇଛି । କିନ୍ତୁ ସୋମବାର ଦିନ ଶ୍ରୀମନ୍ଦିରକୁ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ…
ନୂତନ ଓଡିଶାକୁ ଆପଣମାନଙ୍କୁ ସ୍ୱାଗତ : ମୁଖ୍ୟମନ୍ତ୍ରୀ
ଆରମ୍ଭ ହେଲା ଶିଳ୍ପ ମହାକୁମ୍ଭ ମେକ-ଇନ-ଓଡ଼ିଶା କନକ୍ଲେଭ, ୫ଦିନିଆ କନକ୍ଲେଭର ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ
"ବିଶ୍ୱସ୍ତରରେ ଓଡିଶା ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ସେକଥା କିଏ ଚିନ୍ତା କରିଥିଲା ! ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଏକ ଆଦର୍ଶ ମାନ ସୃଷ୍ଟି କରିବ,…
ପ୍ରଥମ ଥର ପାଇଁ ଦୀପ୍ତିପୁର ରେ ହେବ ରାଜ୍ୟ ସ୍ତରୀୟ ଭଲି ବଲ ପ୍ରତିଯୋଗିତା ।
ବରଗଡ/ଗୌରାଙ୍ଗ ଚରଣ ଦାସ :- ବରଗଡ଼ ଜିଲ୍ଲା ଟାଲ ଗ୍ରାମର ଜଟାଧାରୀ କ୍ଲବ ଅନୁକୂଲ୍ୟ ଆସନ୍ତା 23 ଡିସେମ୍ବର ରୁ ଦୀପ୍ତିପୁର ଠାରେ ଆୟୋଜିତ ହେବାକୁ ଯାଉଛି ରାଜ୍ୟ ସ୍ତରୀୟ ଭଲି ବଲ ପ୍ରତିଯୋଗିତା । ଆଜି ଜଟାଧାରୀ କ୍ଲବ ତରଫରୁ ଦୀପ୍ତିପୁର ଅରବିନ୍ଦ ସ୍କୁଲ ଠାରେ ଆୟୋଜିତ ଏକ ସଭାରେ ଏହା…
ବିଦା ହେଲେ ପ୍ରମିଳା, ମିନତିଙ୍କୁ ମହିଳା ସଭାପତି ଦାୟିତ୍ୱ
ଲୋପାମୁଦ୍ରା, ଶ୍ରୀମୟୀ, ସୁଲୋଚନା ଓ ଗୀତାଞ୍ଜଳି ନୂଆ କାର୍ଯ୍ୟକାରୀ ସଭାନେତ୍ରୀ
ଭୁବନେଶ୍ୱର: ଗତକିଛି ଦିନଧରି ବିଜୁ ମହିଳା ଜନତା ଦଳ ସ୍ଥାଣୁ ହୋଇ ପଡିଥିବା ବେଳେ ଆଜି ମହିଳା ସଙ୍ଗଠନରେ ବଡଧରଣର ପରିବର୍ତ୍ତନ ଆଣିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ | ଦୀର୍ଘଦିନ ଧରି ମହିଳା ସଭାପତି…
ଦିବ୍ୟାଙ୍ଗଙ୍କୁ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାଡି ବସିଛି ଧର୍ମଶାଳା ବ୍ଲକ ପ୍ରଶାସନ
Jajpur / ଜୟଶଙ୍କର ଦାଶ : ଦିବ୍ୟାଙ୍ଗଙ୍କ ପ୍ରତି ସମ୍ବେଦନଶୀଳ ହେବା କେବଳ ନୈତିକତା ନୁହେଁ ବରଂ ଆଇନସମ୍ମତ । ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଅଞ୍ଜିରା ପଂଚାୟତର ଜଣେ ନିହାତି ଗରୀବ ଦିବ୍ୟାଙ୍ଗଙ୍କୁ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ…
ଅଭିଲିପ୍ସାକୁ ସହାୟତା ପାଇଁ ହାତ ବଢାଇଲା ପ୍ରଶାସନ
ଜେନାପୁର(ଜୟଶଙ୍କର ଦାଶ) ଶେଷକୁ ଅଭିଲିପ୍ସାକୁ ସହାୟତା ପାଇଁ ହାତ ବଢାଇଲା ଯାଜପୁର ଜିଲ୍ଲା ପ୍ରଶାସନ । ଅଭିଲିପ୍ସା ଏବେ କଟକର ଅଶ୍ୱନୀ ହସ୍ପିଟାଲରେ ଜୀବନ ମରଣ ସମସ୍ୟା ସହ ଝୁଝୁଛି । ଅଭିଲିପ୍ସାକୁ ପ୍ରଶାସନିକ ସହାୟତା ପାଇଁ ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରତିଶୃତି ଦେଇଛନ୍ତି ।…
ବ୍ୟାସନଗର ମା କାଳୀ ପୂଜା ଶାନ୍ତି କମିଟି ପକ୍ଷରୁ କାଳୀ ମଣ୍ଡପ ପରିଦର୍ଶନ
ବ୍ୟାସନଗର(ସୁବାସ ନାୟକ) : ରବିବାର ବ୍ୟାସନଗର ସହରରେ ୧୨ଗୋଟି କାଳି ମଣ୍ଡପରେ ମିନାବଜାର, ଦୋଳି, ଫାଷ୍ଟ ଫୁଡ, ସାସ୍କୃତିକ କାର୍ଯ୍ୟକ୍ରମ ଫଳରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଜନସମାଗମ ଯୋଗୁଁ ପ୍ରବଳ ଭିଡ ଲାଗୁଥିବାରୁ ଆଇନ ଶୁଙ୍ଖଳାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ମା କାଳୀ ପୂଜା ଶାନ୍ତି…
ଜବାହାର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ପ୍ରବେଶିକା ପରୀକ୍ଷା ।
ଯାଜପୁର./ ଜୟଶଙ୍କର ଦାଶ: ଯାଜପୁର ଜିଲ୍ଲା ପାଣିକୋଇଲିସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟରେଷଷ୍ଠଶ୍ରେଣୀ ନାମଲେଖା ପାଇଁ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ନବୋଦୟ ବିଦ୍ୟାଳୟ ସମିତି ଆହ୍ୱାନ କରିଛନ୍ତି । ଆଗ୍ରହୀ ବା ଇଚ୍ଛୁକ ବିଦ୍ୟାର୍ଥୀମାନେ ଚଳିତ ମାସ ୩୦ ତାରିଖ ସୁଦ୍ଧା…