ମୁଖପାତ୍ର- ସଂଯୋଜକ ମୁହାଁମୁହିଁ : ଦି ତିନି ଅକ୍ଷରିଆ ସଂସ୍କୃତ ଖାଲି ଉଡିଲା ଦଳୀୟ କାର୍ଯ୍ୟାଳୟରେ

ଭୁବନେଶ୍ୱର : ସେଦିନ ପାର୍ଟି ଅଫିସରେ ମେଡିଆ ବିଭାଗ  ମୁଖିଆଙ୍କ ନା ନେଇ ଖାଲି ମା ଭଉଣୀ ବନ୍ଦନା ଉଡିଲା  । ମାନେ ଏରିଆ ଫାଟିଲା | ଶ.....କୋଉଠୁ ଆସିକି ଆମ ଉପରେ ହାକିମାତି ଦେଖାଇବ। ଆମେ କେବଠୁ ଦଳରେ ଅଛୂ, ଆଜି ଆସିକି ମା....ଆମକୁ ରଙ୍ଗ ଦେଖଉଛି  । ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଏମିତି…

ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବଡ଼ଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ବିଶିଷ୍ଟ ସମାଜସେବୀ ପ୍ରିୟରଞ୍ଜନ ଧୀର ପଙ୍କରୁ ପଦ୍ମଫୁଟିଲା ପରି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିପଦ ସମୟରେ ସାଧାରଣ ଜନତାଙ୍କ ପାଖରେ ପହଂଚି ସ୍ୱଅର୍ଜିତ ଧନରେ ଏକ ଟ୍ରଷ୍ଟ ମାଧ୍ୟମରେ ସେବା ଯୋଗାଇବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ସେ…

ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୧୮ ଉଦ୍‍ଯାପିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : କ୍ରୀଡା ଓ ଯୁବ ସେବା, ଓଡିଶା, ଭୁବନେଶ୍ୱର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଯୁବ ମହୋତ୍ସବ ୨୦୧୮ ରବିବାର ଦିନ ସନ୍ଧ୍ୟାରେ…

ଗୋଣ୍ଡୱାନା ସମାଜର ଗୋଣ୍ଡ ଭବନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)  : ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ରାସ୍ତାର ବାମ ପାଶ୍ୱର୍ରେ ଗୋଣ୍ଡୱାନା ଗୋଣ୍ଡ ସମାଜର ଗୋଣ୍ଡ ଭବନର ଭିତ୍ତିପ୍ରସ୍ତର  ସ୍ଥାପନ କରିଛନ୍ତି ସ୍ଥାନୀୟ ବିଧାୟକ ତଥା ବିରୋଧିଦଳ ନେତା ନରସିଂହ ମିଶ୍ର । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ବ୍ୟୟରେ…

କାଳୀପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ 

  ରାୟଗଡ଼ା/ ସରୋଜ ସାହୁ : ଚଳିତ ମାସ ୦୭.୧୧.୨୦୧୮ ଠାରୁ ୧୮.୧୧.୨୦୧୮ ତାରିଖ ପର୍ଯ୍ୟନ୍ତ ଫ୍ରେଣ୍ଡସ ୟୁଥ ଆଷୋସିଏସନ ଅନୁକୁଲ୍ୟରେ ୩୬ତମ ବର୍ଷ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀ ପୂଜା ଦଶ ମହାବିଦ୍ୟା ଉତ୍ସବ ୨୦୧୮ ମହା ଆଡମ୍ବର ରେ ରାୟଗଡା ସହର ସ୍ଥ  ବ୍ଲକ କଲୋନୀ ନିକଟରେ ଅବସ୍ତିତ…

ପାଠଚକ୍ର ଯାତ୍ରା ହେଲା ଶେଷ ଯାତ୍ରା

  ଘାଟିରୁ  ବସ ଖସି  ୩ ମୃତ, ୧୯ ଆହତ   ନବରଙ୍ଗପୁର(Special Correspondent )  ନବରଙ୍ଗପୁର ଜିଲ୍ଲାର ଝରୀଗାଁ ବ୍ଲକ ଅନ୍ତର୍ଗତ ଝରୀଗାଁ- ଚନ୍ଦାହାଣ୍ଡି ଘାଟିଠାରେ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସ୍କୁଲ ବସଟି ରବିବାର ସକାଳ ସାଢେ ୯ଟା ବେଳେ   ନିୟନ୍ତ୍ରଣ ହରାଇଘଟି…

ଶିକ୍ଷକଙ୍କ ଆତ୍ମୀୟତାପୁର୍ଣ୍ଣ ଶିକ୍ଷାଦାନ ଉପରେ ନିର୍ଭରକରେ ଶିଶୁଙ୍କ ଭବିଷ୍ୟତ

ସରକାରୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ଓଡ଼ଗାଁ:( ଶ୍ରୀକାନ୍ତ କୁମାର ମିଶ୍ର) ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତବାର୍ଷିକୀ ସମାରୋହ ମହାଡମ୍ବରରେ ପାଳିତ ହୋଇଯାଇଛି । ୧୯୧୮ ନଭେମ୍ବର ୧ତାରିଖରେ ସ୍ଥାପିତ ଏହି ବିଦ୍ୟାଳୟର ୧୦୦ବର୍ଷ ପୁର୍ତ୍ତୀ…

ଦ୍ୱିପାକ୍ଷିକ ସହଯୋଗରେ ବୃଦ୍ଧି ନେଇ ୟୁଏଇର ମାନବ ସମ୍ବଳ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର

ୟୁଏଇରେ କାମ କରୁଥିବା ଭାରତୀୟ ମାନଙ୍କର ଦକ୍ଷତା ବିକାଶ ଓ ନିଯୁକ୍ତି ପ୍ରସଙ୍ଗରେ ବି କଲେ ଆଲୋଚନା ଆବୁଧାବି-  କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଦୁଇ ଦିନିଆ ୟୁଏଇ ଗସ୍ତରେ ପହଂଚିଛନ୍ତି । ଶ୍ରୀ ପ୍ରଧାନ ସେଠାରେ ୟୁଏଇର ର ମାନବ…

 ବିଜେପି ଯୁବମୋର୍ଚ୍ଚ ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ପଦଯାତ୍ରା’

ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ନମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଲଢେଇ ଜାରି ରଖିବ ଭୁବନେଶ୍ୱର : ଶାସକ ବିଜେଡି ସରକାର ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନିଯୁକ୍ତି ସୃଷ୍ଟି ନକରିବା, ସରକାରୀ ସ୍ତରରେ ବିଭିନ୍ନ ବିଭାଗରେ ପଦବୀ ଖାଲି ରହିବା, ନିଯୁକ୍ତି ମେଳା ନାଁରେ…