Sign in
Sign in
Recover your password.
A password will be e-mailed to you.
ଜିଲ୍ଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା-୨୦୧୮ ଅନୁଷ୍ଠିତ
ବାରିପଦା(ଦିଲ୍ଲୀପ ମହାନ୍ତି )- ୬୪ତମ ଜିଲ୍ଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା-୨୦୧୮ ଆଜି ମୟୂରଭଞ୍ଜ ଜିଲ୍ଲାର ସଦରମହକୁମା ବାରିପଦାସ୍ଥିତ ପୁଲିସ ଲାଇନ ହାଇସ୍କୁଲ ପଡ଼ିଆରେ ଆୟୋଜିତ ହୋଇଥିଲା । ମୟରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ପ୍ରଥ୍ୟକ୍ଷ ତତ୍ୱାବଧାନରେ ଓ ଆୟୋଜକ…
ତେରମାଣପୁର (ମଠସାହି)ରେ ଅଗ୍ନିକାଣ୍ଡ,ଜଳିଗଲା ୩ବଖରା,କାରଣ ଅସ୍ପଷ୍ଟ
ତିର୍ତ୍ତୋଲ :ତିର୍ତ୍ତୋଲ ଥାନା ଅଧିନସ୍ଥ ସାଇଲୋ ପଞ୍ଚାୟତ ସ୍ଥିତ ତେରମାଣପୁର(ମଠସାହି)ଗ୍ରାମର ବଟକୃଷ୍ଣ ନାୟକ ପିତା ବିରବର ନାୟକଙ୍କ ଘରେ ସଂନ୍ଧ୍ଯା ସମୟରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟିଥିଲା।ଏହି ଅଗ୍ନିକାଣ୍ଡରେ ୩ବଖରା ଚାଳଛପର ଘର ସମେତ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି…
ତିର୍ତ୍ତୋଲରେ ବିଷ୍ଣୁ ଜନ୍ମୋତ୍ସବ
କର୍ମୀ ଶୁଭେଚ୍ଛୁଙ୍କ ଗହଣରେ କେକ୍ କାଟିଲେ ବିଷ୍ଣୁ
ତିର୍ତ୍ତୋଲ/ରମେଶ ମହାନ୍ତି :-ଜଗତସିଂହପୁର ଜିଲ୍ଲା ବିଜେଡ଼ି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ୬୬ତମ ଜନ୍ମ ଦିବସକୁ ତିର୍ତ୍ତୋଲ ବ୍ଳକର ଦଳୀୟ କର୍ମୀ ଓ ସମର୍ଥକମାନେ ବହୁ ଉତ୍ସାହର ସହ ପାଳନ…
ଅସୁରାଠାରେ ୩୩/୧୧କେଭି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ପ୍ରକଳ୍ପ ଉଦ୍ଘାଟିତ
ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ: ଭଦ୍ରକର ଅସୁରା ଠାରେ ୩୩/୧୧କେଭି ଉଚ୍ଚଶକ୍ତି ସଂପନ୍ନ ବିଦ୍ୟୁତ ପ୍ରକଳ୍ପକୁ ଶକ୍ତି, ଶ୍ରମ ଓ ନିୟୋଜନ ବିଭାଗର ମନ୍ତ୍ରୀ ସୁଶାନ୍ତ ସିଂଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଅଛି । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ପକ୍ଷରୁ ଓଡ଼ିଏସଏସ୍ପି (ଓପିଟିସିଏଲ) ଯୋଜନାରେ…
ସମ୍ପୂର୍ଣ୍ଣ ହେଲା ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶ
ମହାଲକ୍ଷ୍ମୀ ବେଶ ଓ ବିଶ୍ୱଶାନ୍ତି ମହାଯଜ୍ଞ ଦର୍ଶନ ପାଇଁ ଭକ୍ତଙ୍କ ଗହଳି
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ): ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଅନ୍ତିମ ଦିବସରେ ମା’ ଭଦ୍ରକାଳୀ ଆଜି ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି । ସକାଳୁ ମା’ଙ୍କୁ ଏଇ ବେଶରେ ଦର୍ଶନ କରିବା ପାଇଁ…
ରାଜ୍ୟ ମହିଳା କଂଗ୍ରେସ କମିଟି : ଅଜୟନ୍ତୀ ଓ ବନ୍ଦିତା କାର୍ଯ୍ୟକାରୀ ସଭାପତି
୧୫ ଜଣ ଉପସଭାପତି, ୩୧ ଜଣ ସାଧାରଣ ସଂପାଦିକା ,୩୫ ଜଣ ସଂପାଦିକା
ଗୁରୁବାର ଦିନ ଭୁବନେଶ୍ୱର କଂଗ୍ରେସ ଭବନରେ ୨ ଘଟିକା ୩୦ ମିନିଟ୍ ସମୟରେ ନୂତନ ସଭ୍ୟା ଓ କର୍ମକର୍ତାମାନଙ୍କୁ ସ୍ୱାଗତ
ଭୁବନେଶ୍ୱର -ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ…
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆଇଏସପିଆରଏଲ ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ ମଧ୍ୟରେ…
ଆବୁଧାବୀ – କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସୋମବାର ଦିନ ୟୁଏଇର ଆବୁଧାବୀ ଠାରେ ଇଣ୍ଡିଆନ ଷ୍ଟ୍ରାଟେଡିକ ରିଜର୍ଭସ, ଲିମିଟେଡ (ଆଇଏସପିଆରଏଲ) ଓ ଆବୁଧାବୀ ନ୍ୟାସନାଲ ଅଏଲ କମ୍ପାନୀ (ଏଡିଏନଓସି) ମଧ୍ୟରେ…
ଅଜଣା ଚରିତ୍ର , ହଠାତିଆ ବନ୍ଧୁତ୍ୱ ଆଉ ଵିଶ୍ଵାସଘାତ , ସାବଧାନ…କେବେ ବି ଠକି ଯାଇ ପାରନ୍ତି ଏମିତି
ପୋଲିସର ସହସା ପଦକ୍ଷେପ ବଂଚାଇଲା ଶିଶୁଟିକୁ, ମା କୋଳକୁ ଫେରି ଆସିଲା କଅଁଳା ଶିଶୁ
ବାରିପଦା/ଦିଲ୍ଲୀପ ମହାନ୍ତି -ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଅର୍ନ୍ତଗତ ପ୍ୟାରେଡ ପଡିଆ ଅଂଚଳରୁ ଗତ ରବିବାର ସନ୍ଧ୍ୟାରେ ଜଣେ ମହିଳା ଅଭିନବ ଉପାୟରେ ସେକ ରାହାଜିରଙ୍କର ୨ବର୍ଷର ପୁଅ ଏମଡି…
ଲକ୍ଷାଧିକ ଟଙ୍କା ମୂଲ୍ୟର ଦେଶୀ ଓ ବିଦେଶୀ ମଦ ଜବତ: ୪ମହିଳାଙ୍କ ସମେତ ୬ଗିରଫ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ବ୍ଲକ ଅର୍ନ୍ତଗତ ବିଭିନ୍ନ ସ୍ଥାନରେ ସୋମବାର ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ବାରିପଦା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଅବକାରୀ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କାର ବିଦେଶୀ ଓ ଦେଶୀ ମଦ…
ଗାଇସିଲେଟ ଓ ତାଲପାଲି CHC ରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ବିଜେପିର ଆମରଣ ଅନଶନ
ଗାଇସିଲେଟ/କେଦାର ନାଥ ସାହୁ : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକଠାରେ ବିଜେପି ଯୁବମୋର୍ଚା ଆବାହକ ଜିଲ୍ଲା ଉପସଭାପତି ପ୍ରବୀଣ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ଵରେ ଏକ ସୋଭାଯାତ୍ରା ସହିଦ ଛକଠାରୁ ବାହାରି ମାଁ ବହଳତଲିଏନ ମନ୍ଦିର ଦେଇ ବ୍ଲକକୁ ଆସିଥିଲା ଏଥିରେ ଶତାଧିକ କାର୍ଯ୍ୟକର୍ତା…