Sign in
Sign in
Recover your password.
A password will be e-mailed to you.
ଗାଁ ସାଥୀ (ମେଟ)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଗଜପତି ଜିଲ୍ଲା ଶାଖାର ସର୍ବନିମ୍ନ ୬ହଜାରଟଙ୍କା ପ୍ରତ୍ସୋହନ ରାଶି…
ଗଜପତି ଜିଲ୍ଲା ଗାଁ ସାଥୀ (ମେଟ) ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାୟୀ ନିଯୁକ୍ତି ପ୍ରଯ୍ୟାପ୍ତ କାମ ଯୋଗାଇ ଦେବା ଏବଂ ସର୍ବନିମ୍ନ ୬୦୦୦ଟଙ୍କା ପ୍ରତ୍ସୋହନ ରାଶି ପ୍ରଦାନ ସହ ୩ଦଫା ଦାବୀ ନେଇ ସୋମବାର ଦିନ ଡିଆରଡିଏ କାର୍ଯ୍ୟାଳୟ ସାମନାରେ ଭିକ୍ଷୋଭ ପ୍ରଦର୍ଶନ ଓ ଗଣଧାରଣା…
ଅଖିଳ ଭାରତୀୟ କିଶାନ ମଜଦୁର ସଭା ପକ୍ଷରୁ ୧୦ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିରାଟଗଣ ବିକ୍ଷୋଭ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ତିତଲି ବାତ୍ୟା ପ୍ରପିଡୀତ ଗରିବ ଲୋକଙ୍କ ନିମନ୍ତେ ପାରଳାଖେମୁଣ୍ଡି ଠାରେ ଆଜି ଅଖିଳ ଭାରତୀୟ କିଶାନ ମଜଦୁର ସଭା ପକ୍ଷରୁ ୧୦ ଦଫା ଦାବୀର ତୁରନ୍ତ ସମାଧାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମନାରେ ବିରାଟଗଣ ବିକ୍ଷୋଭ…
ବିଜେଡି ପଦଯାତ୍ରାକୁ ନଯିବାରୁ ଅାକ୍ରମଣ ଅଭିଯୋଗ !!
ନୟାଗଡ଼(ବିଶ୍ବଜିତ୍ ନାୟକ): ବିଜେଡି ପଦଯାତ୍ରାକୁ ନଯିବାରୁ ଦୁଇ ପରିବାରର ୫ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଆହତମାନଙ୍କର ଏତିକି ଦୋଷ ଥିଲା ଯେ ସେମାନେ ବିଜେଡି ପଦଯାତ୍ରାରେ ସାମିଲ ହୋଇ ନଥିଲେ।ଏପରି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଶଙ୍ଖେଇ…
ଚକଡା ରୋଗରେ ହତାଶ ଚାଷୀକୂଳ : ନକଲି କୀଟନାଶକ ବେପାରୀଙ୍କ ଏଜେଂଟ ସାଜିଛି କୃଷି ବିଭାଗ
ଭୁବନେଶ୍ୱର : ରାଜ୍ୟରେ ଚକଡା ରୋଗକୁ ଯେଭଳି ଭାବେ ବ୍ୟାପୀ ଚାଲିଛି ତାକୁ ନେଇ ସମଗ୍ର ଚାଷୀକୂଳରେ ଏବେ ହା ହା କାର ସ୍ଥିତି ଉପୁଜିଛି । ସେପଟେ ରାଜ୍ୟ କୃଷି ବିଭାଗ ନକଲି କୀଟନାଶକ ବେପାରୀଙ୍କ ସହ ହାତ ମିଳାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ…
AMARA MUZIK CONDUCTS AUDITIONS FOR THE DIFFERENTLY ABLED FOR ITS UPCOMING FILM
Bhubaneshwar: Amara Muzik is proud to announce that its first Odia film production will star two of Odia’s extremely versatile actors - Mr Sabyasachi Mishra and Ms Elina Samantaray. Additionally, it will star a differently abled child, who…
ବିଶ୍ୱ ଶୌଚାଳୟ ଦିବସରେ ସଚେତନତା କାର୍ଯ୍ୟକ୍ରମ
ଜମନକିରା : କୁଚିଣ୍ଡା ବ୍ଲକ ବକସମାଗ୍ରାମ ପଂଚାୟତରେ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇ ଯାଇଛି | ବିଜୁ ଯୁବ ବାହିନୀ ଓ ଏସଏଚଜି ଗ୍ରୁପର ସଦସ୍ୟ ମାନେ ଗାଁ ଗାଁ ବୁଲି ଲୋକମାନଙ୍କୁ ପାଇଖାନା ବ୍ୟବହାର କରିବା ପାଇଁ ପ୍ରବର୍ତ୍ତାଇବା ସହ ସଚେତନ କରୁଥିବା ଦେଖିବାକୁ ମିଳିଥିଲା | ପାଇଖାନାର…
ସଡକ ସୁରକ୍ଷା ନିୟମାବଳୀ ଆଲୋଚନାଚକ୍ର ଅନୁଷ୍ଠିତ
ପଦ୍ମପୁର/ନୀଳ ଦୀପ ; .ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ଆବାହକତ୍ୱରେ ତଥା ବିଦ୍ୟାଳୟ ସୁରକ୍ଷା ଉପଦେଷ୍ଟା କମିଟି ଅଧ୍ୟକ୍ଷ ସଞ୍ଜୟ କୁମାର ବହିଦାରଙ୍କ ସଭାପତିତ୍ୱରେ ସଡକ ସୁରକ୍ଷା ନିୟମାବଳୀ ଆଲୋଚନା ଚକ୍ର ଅନୁଷ୍ଠିତ …
ସୁସ୍ଥ ପ୍ରତିଯୋଗୀ ମନୋଭାବ ବ୍ୟକ୍ତିର ଉତ୍ତରୋତ୍ତର ଉନ୍ନତିର ପଥପ୍ରଦର୍ଶକ- ଉପବାଚସ୍ପତି ଶ୍ରୀ ମାର୍ଣ୍ଡି
ବାରିପଦା(ଦିଲ୍ଲୀପ ମହାନ୍ତି )-ବିଦ୍ୟା, ବୁଦ୍ଧି, କୌଶଳ, କାର୍ଯ୍ୟ ଓ ଦକ୍ଷତା ଆଦି ପରସ୍ପରକୁ ଅତିକ୍ରମ କରିବା ନିମନ୍ତେ ମାନବ ସମାଜ ମଧ୍ୟରେ ଯେଉଁ ପ୍ରଚେଷ୍ଟା ଦୃଷ୍ଟିଗୋଚର ହୁଏ, ତାହା ହିଁ ପ୍ରତିଯୋଗିତା । ସୁସ୍ଥ ପ୍ରତିଯୋଗି ମନୋଭାବ ବ୍ୟକ୍ତିର ଉତ୍ତରୋତ୍ତର ଉନ୍ନତିର ରାସ୍ତା ଦେଖାଇଥାଏ ।…
ମାନିତେ ପଡିବ, କେତେ କାଢ଼ୁଆ ବାରିପଦା ଅବକାରୀ ଅଧିକ୍ଷକ ବା !!!!
କଟକ ଵାଲା ଖବର ପାଇଁ ଚଢ଼ାଉ କରୁଛନ୍ତି, ମୟୁରଭଞ୍ଜ ଅଧୀକ୍ଷକଙ୍କ ଆଖିକୁ ଦିଶୁନି
ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାଡର଼୍ର ଚଢ଼ାଉ : ବିପୁଳ ପରିମାଣରେ ଚୋରା ବିଦେଶୀ ମଦ ଜବତ ।
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଅବକାରୀ ଅଧିକ୍ଷକଙ୍କ ନିଶ ତଳେ ଦୀର୍ଘ ଦିନ ଧରି ଚୋରା ବିଦେଶୀ ମଦ…
ହକି ବିଶ୍ୱକପ ଓ ମାସକଟ ଓଲି କୁ ଭବ୍ୟ ସ୍ୱାଗତ
ସୁନ୍ଦରଗଡ/ ହୋରଚାନ୍ଦ ଦେହୁରୀଆ; ହକିର ଏନ୍ତୁଡ଼ିଶାଳରେ ହକି ମସ୍କଟ ଓଲିକୁଓ ବିଶ୍ୱ କପି ଟ୍ରଫିକୁ କରାଯାଇଛି ଭବ୍ୟ ସ୍ୱାଗତ | କନିଷ୍ଠ ଠାରୁ ବରିଷ୍ଠ ନାଗବଗତା ଠାରୁ ଅଭିଜ୍ଞ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ଉଦ୍ଦୀପନା ସହ ଓଲିକୁ ସ୍ୱାଗତ କରିଥିଲେ | ଏହି ଉଦ୍ଦେଶ୍ୟରେ ସକାଳେ ରାଉରକେଲାସ୍ଥିତ…