Sign in
Sign in
Recover your password.
A password will be e-mailed to you.
ଜାତୀୟସ୍ତରୀୟ ଲନ୍ ବଲ୍ସ ପ୍ରତିଯୋଗୀତାର କୃତି ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନର ସମ୍ବର୍ଧନା
ବଲାଙ୍ଗୀର(୦୪/୧୧): ଜାତୀୟସ୍ତରୀୟ ଲନ୍ ବଲ୍ସ ପ୍ରତିଯୋଗୀତାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଖେଳାଳିଙ୍କୁ ଜିଲ୍ଲା ପ୍ରସାଶନ ସମ୍ବର୍ଦ୍ଧିତ କରିଛି । ଜିଲ୍ଲାପାଳ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପବିତ୍ର ବେହେରାଙ୍କ ଦ୍ଵାରା ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ!-->…
ମାଆ ଶ୍ୟାମାକାଳୀ ପୂଜା ଉପଲକ୍ଷେ କଳସ ଯାତ୍ରା;ଘଣ୍ଟ, ମୃଦଙ୍ଗ ଓ ହରିବୋଲ ଧ୍ୱନିରେ କମ୍ପିଲା ଗୋବରା ଗ୍ରାମ
ବେଲଗୁଣ୍ଠା, ୫/୧୧ : -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଗୋବରା ଗ୍ରାମର ମୁଖ୍ୟ ସଡ଼କ ପାର୍ଶ୍ୱରେ ମାଆ ଶ୍ୟାମାକାଳୀଙ୍କ ପୂଜା ଉପଲକ୍ଷେ ଶ୍ରୀ ଶ୍ରୀ କପିଳେଶ୍ୱର ଯୁବକ ସଂଘ ପକ୍ଷରୁ ଏକ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଯାଇଛି। ଏହି ଧାର୍ମିକ ଆୟୋଜନକୁ ନେଇ ଗୋବରା!-->!-->!-->…
ବଲାଙ୍ଗୀର ଜିଲ୍ଲା ହକି ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ
ନ୍ୟାସନାଲ୍ ସ୍ପୋର୍ଟ୍ସ କୋଡ୍ ଅନୁଯାୟୀ ନିର୍ବାଚନ ସମ୍ପନ୍ନ, ନୂତନ ନେତୃତ୍ୱରେ ହକିର ବିକାଶ ନେଇ ଆଶା
ବଲାଙ୍ଗୀର: ଭାରତ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ପ୍ରଣୀତ ନ୍ୟାସନାଲ୍ ସ୍ପୋର୍ଟ୍ସ କୋଡ୍ର ନିୟମାବଳୀ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ହକି ସଂଘର ନିର୍ବାଚନ ସମ୍ପନ୍ନ ହୋଇଛି।!-->!-->!-->…
ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ: ଗୁଣାତ୍ମକ ମାମଲା ପରିଚାଳନା ପାଇଁ ପ୍ରଶଂସିତ ହେଲେ ଅଭିଯୋଜନ ଅଧିକାରୀ ଓ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବଢୁଥିବା ଅପରାଧକୁ କମ କରାଯାଇ କିପରି ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ, ସେ କଥାକୁ ନଜରରେ ରଖି ଆଜି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାଇ ମିନାଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟ ରେ!-->…
ଯୁବ ଛାତ୍ର ବିଜେଡିର ବଡ଼ ପ୍ରତିବାଦ,ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
"ବେଆଇନ ଗୋଚାଲାଣ ପଛରେ ବିଜେପି,କେବଳ ନିଲମ୍ବନ ନୁହେଁ",
ପୁଲିସର ଭୂମିକାକୁ ନେଇ ପ୍ରଶ୍ନବାଚୀ,ଘଟଣାର ଉପଯୁକ୍ତ ତଦନ୍ତ ନହେଲେ ଆନ୍ଦୋଳନ,
ଗୋ-ଚାଲାଣରେ ବିଜେପି ଓ ବିଜେପି ଯୁବ ମୋର୍ଚ୍ଚାର ସମ୍ପୃକ୍ତିକୁ ନେଇ ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ତାପସ ପାଣିଗ୍ରାହୀ ଙ୍କ!-->!-->!-->!-->!-->!-->!-->…
ବନେଇକଳାରେ ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ, ତଦନ୍ତ ରିପୋର୍ଟ ମାଗିଲେ ଉପଜିଲ୍ଲାପାଳ
କେନ୍ଦୁଝର,ତା୫/୧୧- ବଡ଼ବିଲ ତହସିଲ ଅନ୍ତର୍ଗତ ବନେଇକଳା ଗ୍ରାମରେ ଜଣେ ଆଦିବାସୀଙ୍କ ଜମି ଜବରଦଖଲ ଅଭିଯୋଗ ଉପରେ ଉପଜିଲ୍ଲାପାଳ ଚମ୍ପୁଆ ତହସିଲଦାରଙ୍କୁ ଏକ ମାସ ମଧ୍ୟରେ ପଦକ୍ଷେପ ନେଇ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଜମିର ସୁରକ୍ଷା କରିବା ସହ ଏହାକୁ ଜମି!-->!-->!-->…
ଦୀପ ଜାଳି କଳ୍ପନା ରାଉତଙ୍କ ଆରୋଗ୍ୟ ପାଇଁ ମା ଙ୍କ ପାଖରେ କାମନା
ବ୍ୟାସନଗର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ର 23 ୱାର୍ଡ ପୂର୍ବତ୍ତନ କାଉନସିଲର କଳ୍ପନା ରାଉତଙ୍କ ଆରୋଗ୍ୟ କାମନା ପାଇଁ ମା ତାରିଣୀଙ୍କ ପାଖରେ ଦୀପ ଜାଳି କଳ୍ପନା ରାଉତଙ୍କ ଆରୋଗ୍ୟ ପାଇଁ ମା ଙ୍କ ପାଖରେ କାମନା କରି ମା ତାଙ୍କୁ ଶୀଘ୍ର ଆରୋଗ୍ୟ କରିବା ସହିତ ପରିବାରକୁ ସୁଖ!-->!-->!-->…
ଘରୋଇ ଯାତ୍ରୀବାହୀ ବସ୍ରୁ ବେଆଇନ ଭାବେ ଚାଲାଣ ହେଉଥିବା ୯ଟି ଗ୍ୟାସ ଟାଙ୍କି ଜବତ।
ବସ୍ତା 5/11: ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟରେ ଯୋଗାଣ ବିଭାବ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି। ବେଆଇନ ଭାବେ ଏକ ଘରୋଇ ବସରେ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାବ ୯ଟି ରୋଷେଇ ଗ୍ୟାସ ଟାଙ୍କି ଜବତ କରିଛି।ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ବସ୍ତା ଓ ଆଖପାଖ!-->!-->!-->…
ଭୂତକୋଠୀ ପାଲଟିଛି ଏଏନ୍ଏମ୍ କେନ୍ଦ୍ର
ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ପ୍ରହସନ ପାଲଟିଛି ସ୍ୱାସ୍ଥ୍ୟସେବା
କେନ୍ଦୁଝର,ତା୫/୧୧- ବିସ୍ଥାପିତଙ୍କ ଥଇଥାନ ଓ ମୌଳିକ ସୁବିଧା ଯୋଗାଇଦେବା ନେଇ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଏବଂ ପ୍ରତିଶ୍ରୁତି ଦିଆଯାଉଥିବା ବେଳେ ଚମ୍ପୁଆ ଉପଖଣ୍ଡ ଆଙ୍ଗୁଳିଆସ୍ଥିତ ବିସ୍ଥାପିତ କଲୋନୀରେ!-->!-->!-->…
କେନ୍ଦୁଝର: ବ୍ୟବସ୍ଥିତ ଢଙ୍ଗରେ ହେଉଛି ବାଲି ଚୋରି ।
କେନ୍ଦୁଝର,ତା୫/୧୧- କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡରେ ବେଆଇନ ବାଲି ଚୋରା ଚାଲାଣ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ଚୋରା କାରବାର ରୋକିବା ପାଇଁ ଧରପଗଡ ମଧ୍ୟ କରାଯାଉଛି। ବିଶେଷକରି ଟୁକୁଣା ଓ ଆଖପାଖ ଅଂଚଳରେ ଏବେ ମଧ୍ୟ ବେଆଇନ ଭାବରେ ବାଲି ଚୋରା!-->!-->!-->…