କେନ୍ଦ୍ରାପଡ଼ା ଗସ୍ତ ବେଳେ ଗାଡିରେ ‘ମନ୍ କି ବାତ୍‌’ ଶୁଣିଲେ କେନ୍ଦ୍ରମନ୍ତ୍ରୀ

‘ମନ୍ କୀ ବାତ୍’ ସମାଜରେ ସକାରାତ୍ମକ ପରିବର୍ତ୍ତନର ଜନଆନ୍ଦୋଳନ - ଧର୍ମେନ୍ଦ୍ର ପ୍ରଧାନ  ଯୋଗ, ଜ୍ଞାନ ପରମ୍ପରା ଓ ସାମାଜିକ ସଚେତନତା ଉପରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସମସ୍ତଙ୍କୁ ପ୍ରେରିତ କରିଛି ଭୁବନେଶ୍ୱର/ନୂଆଦିଲ୍ଲୀ, ଜୁନ ୨୮,୨୦୨୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ପରଲୋକରେ ପୂର୍ବତନ ପୋଲିସ ଅଧିକାରୀ ବ୍ରଜ କିଶୋର ଦାସ

ବାସୁଦେବପୁର ୨୮/୬ ( )ଶୁକ୍ରକାର ରାତ୍ର ୩.୫୦ ମିନିଟରେ ତାଙ୍କର ପରଲୋକ ହୋଇଛି । ସେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ର ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ସେ ଦୀର୍ଘଦିନ ଧରି ସଜ୍ଜାଶାୟୀ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ…

ସତ୍ଯ ଓ ନିରପେକ୍ଷ ସମ୍ୱାଦ ସାମ୍ୱାଦିକତାକୁ ସମ୍ମାନ ଦିଏ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଶାଖାର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଭାପତି ଦ୍ୱିଜେନ୍ଦ୍ରନାଥ ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ଯ ଅତିଥି ,…

ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚନ ଜୁଲାଇ ପାଞ୍ଚ ରେ l

ଅସ୍ତରଙ୍ଗ:କାକଟପୁର ନିର୍ବାଚନମଣ୍ଡଳୀର ଅନ୍ୟତମ ଲୋକପ୍ରିୟ ଜନନେତା, ସେବା, ସରଳତା ଓ ଜନକଲ୍ୟାଣମୂଳକ କାର୍ଯ୍ୟ ପାଇଁ ସର୍ବମହଲରେ ସମାଦୃତ ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆସନ୍ତା ଜୁଲାଇ ୫ ତାରିଖରେ କାକଟପୁରସ୍ଥିତ ପଦ୍ମଚରଣ…

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଗଜପତି ଶାଖା ପକ୍ଷରୁ ଜିଲ୍ଲା ବୈଠକ ଓ କବିତା ଆସର ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ , ଗଜପତି ଶାଖା ପକ୍ଷରୁ ଜିଲ୍ଲା ବୈଠକ ଓ "ମୌସୁମୀ" କବିତା ଆସର ଜିଲ୍ଲା ସଭାପତି ଶ୍ରୀମତୀ ଆଶାଲତା ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଉଦଯାପିତ ହେଲା ସରକାରୀ ଓକିଲଙ୍କ ପ୍ରଶିକ୍ଷଣ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇନ ବିଭାଗ ଓ ଗୃହ ବିଭାଗର ମିଳିତ ନିଷ୍ପତ୍ତି କ୍ରମେ ତଥା ଭୁବନେଶ୍ୱରସ୍ଥିତ ସାଧାରଣ ଅଭିଯୋଜନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅଭିଯୋଜନ ବିଭାଗର ଉପ-ନିର୍ଦ୍ଦେଶକ…

ନୈତିକତା ଦୃଷ୍ଟିରୁ ୪୮ ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ
ଇସ୍ତଫା ଦିଅନ୍ତୁ: ବିଜେଡି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗ ପାଠ୍ୟପୁସ୍ତକରେ ତ୍ରୁଟି ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି ହୋଇଥିବା ତ୍ରୁଟିର ତୁରନ୍ତ ସିବିଆଇ ତଦନ୍ତ କରାଯାଉ ନଚେତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ଭୁବନେଶ୍ୱର,…

ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ପେନରୁ ଫେରିଲା ଯୁବ ଇଞ୍ଜିନିୟରଙ୍କ ମରଶରୀର

ଭୁବନେଶ୍ବର, ୨୮/୦୬ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ  ସ୍ପେନରେ ମୃତ ଓଡିଆ ଯୁବ ଇଞ୍ଜିନିୟର ଦେବାଶିଷ ପ୍ରିୟଦର୍ଶୀ ସାହୁଙ୍କ ମରଶରୀର ଆଜି ତାଙ୍କ ବାସଭବନରେ ପହଞ୍ଚିଛି|  ଦେବାଶିଷଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ…

ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ‘ସିଏସଆର ଭିଜିଅନାରି ଲିଡର ଅଫ୍ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ,୨୭ ଜୁନ,୨୦୨୬: ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ସିଏସଆର ଭିଜିଓନାରି ଲିଡର ଅଫ ଦି ଇୟର- ୨୦୨୬’ ଆଓ୍ୱାର୍ଡ ମିଳିଛି।ଦି ବ୍ରେନାଲିଟିକ୍ସ ପକ୍ଷରୁ ନୂଆଦିଲ୍ଲୀ ପ୍ରାଇଡ…

ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ

ବିଶ୍ୱ ଜନସ୍ୱାସ୍ଥ୍ୟ ଇତିହାସରେ ସବୁଠାରୁ ବଡ଼ ସଫଳତା ମଧ୍ୟରୁ ଅନ୍ୟତମ ଭାରତକୁ ପୋଲିଓ ମୁକ୍ତ ରଖିବାର ଏକ ଐତିହାସିକ ସଫଳତା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାରଳାଖେମୁଣ୍ଡିରେ ପଲସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ୨୦୨୬ର ଶୁଭାରମ୍ଭ…