ଘରୋଇ ଯାତ୍ରୀବାହୀ ବସ୍‌ରୁ ବେଆଇନ ଭାବେ ଚାଲାଣ ହେଉଥିବା ୯ଟି ଗ୍ୟାସ ଟାଙ୍କି ଜବତ।

8

ବସ୍ତା 5/11: ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟରେ ଯୋଗାଣ ବିଭାବ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି। ବେଆଇନ ଭାବେ ଏକ ଘରୋଇ ବସରେ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାବ ୯ଟି ରୋଷେଇ ଗ୍ୟାସ ଟାଙ୍କି ଜବତ କରିଛି।ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ବସ୍ତା ଓ ଆଖପାଖ ଅଞ୍ଚଳରେ ରୋଷେଇ ଗ୍ୟାସର ବେଆଇନ କାରବାର ଏବଂ କଳାବଜାରୀ ବୃଦ୍ଧି ପାଉଥିବା ନେଇ ଯୋଗାଣ ବିଭାବ ପାଖରେ ଅଭିଯୋଗ ହୋଇଆସୁଥିଲା। ଆଜି ପୂର୍ବ ପ୍ରସ୍ତୁତି ଓ ବିଶେଷ ସୂତ୍ରରୁ ଖବର ପାଇ ଯୋଗାଣ ବିଭାବର ଏକ ଟିମଯୋଗାଣ ବିଭାବର ବଡ଼ଧରଣର ଚଢ଼ଉ। ଏକ ଘରୋଇ ଯାତ୍ରୀବାହୀ ବସ୍‌ରୁ ବେଆଇନ ଭାବେ ଚାଲାଣ ହେଉଥିବା ୯ଟି ଗ୍ୟାସ ଟାଙ୍କି ଜବତ। ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟରେ ଯୋଗାଣ ବିଭାବ ପକ୍ଷରୁ ଏକ ଚଢ଼ଉ କରାଯାଇଛି। ବେଆଇନ ଭାବେ ଏକ ଘରୋଇ ବସରେ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାବ ୯ଟି ରୋଷେଇ ଗ୍ୟାସ ଟାଙ୍କି ଜବତ କରିଛି।ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘଦିନ ହେବ ବସ୍ତା ଓ ଆଖପାଖ ଅଞ୍ଚଳରେ ରୋଷେଇ ଗ୍ୟାସର ବେଆଇନ କାରବାର ଏବଂ କଳାବଜାରୀ ବୃଦ୍ଧି ପାଉଥିବା ନେଇ ଯୋଗାଣ ବିଭାବ ପାଖରେ ଅଭିଯୋଗ ହୋଇଆସୁଥିଲା। ଆଜି ପୂର୍ବ ପ୍ରସ୍ତୁତି ଓ ବିଶେଷ ସୂତ୍ରରୁ ଖବର ପାଇ ଯୋଗାଣ ବିଭାବର ଏକ ଟିମ ଗାନ୍ଧିଛକରେ ଜାଞ୍ଚ ଅଭିଯାନ ଜୋରଦାର କରିଥିଲେ। ସେହି ସମୟରେ ଏକ ଯାତ୍ରୀବାହୀ ଘରୋଇ ବସରେ ବେଆଇନ ଭାବେ ଗ୍ୟାସ ଟାଙ୍କି ଗୁଡ଼ିକୁ ଚାଲାଣ କରାଯାଉଥିବା ଜାଣିବାକୁ ପାଇ ଅଚାନକ ମାଡ଼ି ବସିଥିଲେ ଅଧିକାରୀ।ବସ ଭିତରୁ ମୋଟ ୯ଟି ଗ୍ୟାସ ଟାଙ୍କି ଜବତ କରାଯିବା ସହ ଏହି ଚାଲାଣ ପଛରେ କେଉଁ ମାନେ ଜଡ଼ିତ ଅଛନ୍ତି, ସେନେଇ ଯୋଗାଣ ବିଭାବ ଏବଂ ପୋଲିସ ଭିଭାଗ ପକ୍ଷରୁ ତନାଘନା ଜାରି ରହିଛି। ବେଆଇନ ଗ୍ୟାସ କଳାବଜାରୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗାନ୍ଧିଛକରେ ଜାଞ୍ଚ ଅଭିଯାନ ଜୋରଦାର କରିଥିଲେ। ସେହି ସମୟରେ ଏକ ଯାତ୍ରୀବାହୀ ଘରୋଇ ବସ୍‌ରେ ବେଆଇନ ଭାବେ ଏହି ଗ୍ୟାସ ଟାଙ୍କିଗୁଡ଼ିକୁ ଚାଲାଣ କରାଯାଉଥିବା ଜାଣିବାକୁ ପାଇ ଅଚାନକ ମାଡ଼ି ବସିଥିଲେ ଅଧିକାରୀମାନେ।ବସ୍ଭିତରୁ ମୋଟ ୯ଟି ଗ୍ୟାସ ଟାଙ୍କି ଜବତ କରାଯିବା ସହ ଏହି ଚାଲାଣ ପଛରେ କେଉଁମାନେ ଜଡ଼ିତ ଅଛନ୍ତି, ସେନେଇ ଯୋଗାଣ ବିଭାବ ଏବଂ ପୋଲିସ ପକ୍ଷରୁ ତନାଘନା ଜାରି ରହିଛି। ବେଆଇନ ଗ୍ୟାସ କଳାବଜାରୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.