ଦୀପ ଜାଳି କଳ୍ପନା ରାଉତଙ୍କ ଆରୋଗ୍ୟ ପାଇଁ ମା ଙ୍କ ପାଖରେ କାମନା

37


ବ୍ୟାସନଗର : ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ ର 23 ୱାର୍ଡ ପୂର୍ବତ୍ତନ କାଉନସିଲର କଳ୍ପନା ରାଉତଙ୍କ ଆରୋଗ୍ୟ କାମନା ପାଇଁ ମା ତାରିଣୀଙ୍କ ପାଖରେ ଦୀପ ଜାଳି କଳ୍ପନା ରାଉତଙ୍କ ଆରୋଗ୍ୟ ପାଇଁ ମା ଙ୍କ ପାଖରେ କାମନା କରି ମା ତାଙ୍କୁ ଶୀଘ୍ର ଆରୋଗ୍ୟ କରିବା ସହିତ ପରିବାରକୁ ସୁଖ ଶାନ୍ତିରେ ରଖନ୍ତୁ
ଆଜିର ଏହି କାର୍ଯ୍ୟକ୍ରମରେ ବରିଷ୍ଟ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ. ଯୁବ ନେତା କଳିଙ୍ଗ ପହି. ସମାଜ ସେବୀ ସୁଦର୍ଶନ ମଲିକ୍. କୃଷକ ନେତା ମହେନ୍ଦ୍ର କୁମାର୍ ମହାପାତ୍ର ନାଣ୍ଡୁ ମହାରଣା .ଅବସର ପ୍ରାପ୍ତ ରେଳବାଇ କର୍ମଚାରୀ ଯୁଧିଷ୍ଠିର ରାଉତ୍. ମିକୁଆ ବିଶ୍ୱାଳ ଙ୍କ ସହିତ ୟୁନାଇଟେଡ ପ୍ରେସ କ୍ଲବ୍ ର ସଭାପତି ଜୟଶଙ୍କର ଦାଶ ସମେତ ଅନ୍ୟ ମାନେ ଉପସ୍ଥିତ ରହି ମାଙ୍କ ନିକଟରେ ଦୀପ ଦାନ କରିଥିଲେ

Leave A Reply

Your email address will not be published.