ସରିଲା ଚକା ଡେରା  : ଖୁବ୍‍ ଶୀଘ୍ର ଲାଗିବ ଅଖ 

 ଦଣ୍ଡାକଣ୍ଟା, ଗୟଳ କଣ୍ଟା ଆଦି ପ୍ରସ୍ତୁତିରେ ଲାଗିପଡିଛନ୍ତି ଓଝା ସେବକ  ପୁରୀ (ଶାସକ ପ୍ରଶାସକ) : ଋଥଖଳାରେ ଆଜି ଚକା ଡେରା କାମ ସାରିଛି । ଭୋଇ ସେବକମାନେ ଚକା ଗୁଡିକୁ ଡେରିବା ସହିତ ଏହା ଯେଭଳି ଗଡିନଯାଏ ସେଥିପାଇଁ ଦୁଇପଟେ କାଠ ଆଡି ଦେଇଛନ୍ତି । ମୁଖ୍ୟ ମହରାଣାଙ୍କ ପରାମର୍ଶକ୍ରମେ…

ବିନା ଶ୍ରଦ୍ଧାଳୁରେ ହେବ ସ୍ନାନଯାତ୍ରା : ଖୋଲିବନି ଶ୍ରୀମନ୍ଦିର :  ଗଜପତି

ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର ରଥ ଯାତ୍ରା ସମ୍ପର୍କରେ ସରକାର ନେବେ ନିଷ୍ପତ୍ତି ହେଲେ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ପାଇଁ ଅନୁମତି ଦେବା ଠିକ ହୋଇନପାରେ  Puri/Bhubaneswar(shasak prashasak) :  ବିଧି…

ସୁସ୍ଥ ହେଲେ ଆଉ ୭୩ ଜଣ 

 ଭୁବନେଶ୍ୱର : ଆଜି କରୋନା ଫାଶରୁ ମୁକୁଳିଛନ୍ତି ଆଉ ୭୩ ଜଣ | ଫଳରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୦କୁ ବୃଦ୍ଧି ପାଇଛି | ମୋଟା ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯ରେ ପହଁଚିଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬୦ ରହିଛି , ମାନେ ମୋଟ ଆକ୍ରାଙ୍କ ସଂଖ୍ୟାର ଅଧାରୁ ବହୁତ କମ |  ଆଜି…

ମଠ ମନ୍ଦିରର ପୂଜକମାନଙ୍କୁ ସୋ ଏମ୍ ଆଇ ଫାଉଣ୍ଡେସନ ପକ୍ଷରୁ ରାସନ ସହାୟତା ପ୍ରଦାନ

ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀକୁ ନେଇ ଲକ୍ ଡ଼ାଉନର ଛାଟ ମଠ ମନ୍ଦିରମାନଙ୍କରେ ଠାକୁରଙ୍କ ସେବା କାର୍ଯ୍ୟରେ ନିୟୋଜିତ ତଥା ସମର୍ପିତ ପୂଜକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପୂଜକାମାନଙ୍କୁ ସରକାର କୌଣସି ପ୍ରକାରର ଆର୍ଥିକ ସହାୟତା ଯୋଗାଇ ଦେଇନଥିବାରୁ ସେମାନେ…

ପ୍ରବାସୀ ଶିଶୁ ମାନଙ୍କ ସେବା ଯତ୍ନ ନେବା ପାଇଁ ଆର୍ଥିକ ସହାୟତା ପ୍ରଦାନ ଅଙ୍ଗନବାଡି କର୍ମୀ ସଂଘ

ସୋହେଲା  :- ସୋହେଲା ବ୍ଲକ ଅଙ୍ଗନବାଡି କର୍ମୀ ସଂଘ ପକ୍ଷରୁ ପ୍ରବାସୀ ଶିଶୁ ମାନଙ୍କ ସେବା ଯତ୍ନ ନେବା ପାଇଁ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କୁ  ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ହେଲା ଦିନଠାରୁ ଅଙ୍ଗନବାଡି କର୍ମୀମାନେ ଘରକୁ ଘର ବୁଲି ସଚେତନତା ସୃଷ୍ଟି କରିବା ସହିତ…

କରୋନା :  ଅଧା ବାଟରୁ ଫେରିଲା ଏୟାର ଇଣ୍ଡିଆ ଦିଲ୍ଲୀ-ମସ୍କୋ ବିମାନ

 ବିମାନ ଚାଳକ କରୋନା ପଜିଟିଭ ବୋଲି ଅନୁଭବ କରିବା ପରେ ବନ୍ଦେ ଭାରତ ମିଶନ ଅନ୍ତର୍ଗତ ଦିଲ୍ଲୀରୁ ମସ୍କୋ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର (AI-1945)ଅଧା ବାଟରୁ ଫେରିଲା  | ଫ୍ଲାଇଟ ଉଡାଣ ପୂର୍ବରୁ ହୋଇଥିବା ରିପୋର୍ଟରେ ତ୍ରୁଟି ଯୋଗୁ ଏଭଳି ଘଟିଛି ବୋଲି କୁହାଯାଇଛି | ପୂର୍ବରୁ ହୋଇଥିବା ୭…

ଗଡ଼ିଲା ଘରୋଇ ବସ, ହେଲେ ନାହିଁ ଯାତ୍ରୀ

"ଜୁନ ପହିଲାରୁ ବସ ଚଳାଚଳ ସ୍ୱଭାବିକ ହେବ"   ବାରିପଦା(ଦିଲ୍ଲୀପ ମହାନ୍ତି )- ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏବଂ  ଘରୋଇ ବସ ମାଲିକ ସଂଘ ସହିତ ସରକାରଙ୍କ ବୁଝାମଣା ପରେ ଗୁରୁବାରଠାରୁ ରାଜ୍ୟରେ ଘରୋଇ ବସ ଚଳାଚଳ ଆରମ୍ଭ ହୋଇଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା…

ବଢ଼ାଇଛି ଚିନ୍ତା : ନୂଆପଡାରେ ବଢି ଚଲିଛି କରୋନା ପଜିଟିଭ ସଂଖ୍ୟା

ପୁଣି ଗୋଟିଏ ଦିନରେ ୧୨ ଟି ପଜିଟିଭ ଚିହ୍ନଟ, ମୋଟ ପହଁଚିଲା ୨୬ରେ  ୧୧ ଜଣ ମହାରଷ୍ଟ୍ର ଓ ଜଣେ ତେଲେଙ୍ଗାନା ଫେରନ୍ତା  ଅଧିକାଂଶଙ୍କ କୌଣସି  ଲକ୍ଷଣ ଜଣାପଡୁ ନ ଥିଲେହେଁ ସ୍ୱାବ ପରୀକ୍ଷାରେ ଆସିଲା ପଜିଟିଭ ନୂଆପଡା.(ଅମିତ ପୁରୋହିତ)  ; ଜିଲ୍ଲାରେ ପୁଣି ୧୨ ଟି କରୋନା ପଜିଟିଭ ଚିହ୍ନଟ…

ଟ୍ରେନ ନିର୍ଦ୍ଦେଶନାମାରେ ସଂଶୋଧନ

 ଭୁବନେଶ୍ୱର(ଶାସକ ପ୍ରଶାସକ) : ଭାରତୀୟ ରେଳର ମେ’ ୧୨ରୁ ଚାଲୁଥିବା ୩୦ଟି ସ୍ଵତନ୍ତ୍ର ରାଜଧାନୀ ଟ୍ରେନ ଏବଂ ଜୁନ ପହିଲାରୁ ଚାଲିବାକୁ ଥିବା ୨୦୦ ସ୍ଵତନ୍ତ୍ର ମେଲ ଏକ୍ସପ୍ରେସ ଟ୍ରେନ ନିର୍ଦ୍ଦେଶନାମାରେ ସଂଶୋଧନ | ରେଳ ମନ୍ତ୍ରଣାଳୟ ଦ୍ଵାରା ସମସ୍ତ ସ୍ପେଶାଲ ଟ୍ରେନର ଅଗ୍ରୀମ ସଂରକ୍ଷଣ ଅବଧିକୁ…

ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ରେଳ ଷ୍ଟେସନ, ରେଲୱେ କାର୍ଯ୍ୟାଳୟରେ ବି ଆଜି  ଶୁଭିବ ବନ୍ଦେ ଉତ୍କଳ ଜନନୀ 

ଭୁବନେଶ୍ୱର: କୋଭିଡ଼୍ ଯୋଦ୍ଧାମାନଙ୍କ ତ୍ୟାଗ ଓ ଉତ୍ସର୍ଗୀକୃତ ସେବାକୁ ପ୍ରଶଂସା କରିବା ସହ ଉତ୍ସାହିତ କରିବା ପାଇଁ ଓଡ଼ିଶା ସରକାର ଶନିବାର ସଂଧ୍ୟା ୫.୩୦ମି: ରେ "ବନ୍ଦେ  ଉତ୍କଳ ଜନନୀ' ଗାନ କରିବାକୁ ନିଷ୍ପତ୍ତି ନେଇଛନ୍ତି |   ପୂର୍ବ ତଟ ରେଳପଥକୁ ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ…