Sign in
Sign in
Recover your password.
A password will be e-mailed to you.
ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ ଓଡ଼ିଶା ମୋ ପରିବାର ପ୍ରବାସୀ ପଥଚାରୀ ଶ୍ରମିକ ସହାୟତା କେନ୍ଦ୍ର ଶୁଭାରମ୍ଭ
ଟିଟିଲାଗଡ ,ସଇଁନ୍ତଳା (ଗୌରବ ଦର୍ଜୀ)- ବିଶ୍ବ ରେ ଲକଡାଉନ ଥିବା ବେଳେ ଏଘଡି ସନ୍ଧି ମହୁତ୍ବରେ ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୁପ ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଓଡ଼ିଶା ମୋ ପରିବାର ପ୍ରବାସୀ ପଥ ଚାରି ଶ୍ରମିକ ସହାୟତା କେନ୍ଦ୍ର ଫିତା କାଟି ଉଦଘାଟନ କରିଥିଲେ।ମୁଖ୍ୟମନ୍ତ୍ରୀ…
ବନ୍ଦେ ଉତ୍କଳ ଜନନୀ ରେ ଗୁଞ୍ଜରିତ ହେଲା କୋକସରାର ବିଭିନ୍ନ ଅଞ୍ଚଳ
କରୋନା ଯୋଦ୍ଧା ଙ୍କୁ ସମ୍ମାନ ଓ ଉତ୍ସାହିତ କଲେ ବିଭିନ୍ନ ଅନୁଷ୍ଠାନ
କଳାହାଣ୍ଡି ଧର୍ମଗଡ ସୁଶାନ୍ତ ରାଉତ : କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ଏକାଠି ହୋଇଛନ୍ତି ସବୁ ଓଡ଼ିଆ l କରୋନା ଯୋଦ୍ଧାଙ୍କୁ ସମ୍ମାନ ଓ ଉତ୍ସାହିତ କରିବା ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବାକୁ ଆହ୍ୱାନ ଦେଇଥିଲେ…
ତଲାବିରା-ଏନଏଲସି କମ୍ପାନିର ୨ଏବଂ ୩ କୋଇଲା ଖଣି କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିପାରୁନି କ୍ଷତିପୂରଣ !
ସମ୍ବଲପୁର/ରେଙ୍ଗାଲି, (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତ ସ୍ଥିତ ତଲାବିରା-ଏନଏଲସି କମ୍ପାନିର ୨ଏବଂ ୩ କୋଇଲା ଖଣି କ୍ଷତିଗ୍ରସ୍ତ ଓ ବିସ୍ଥାପିତ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଏ ପର୍ଯନ୍ତ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି l…
ବନ୍ଦେ ଉତ୍କଳ ଜନନୀ ଗାନରେ ମୁଖରିତ ହୋଇ ପଡ଼ିଲା ବାରିପଦା ପୌରପରିଷଦ
ବାରିପଦା(ଦିଲ୍ଲୀପ ମହାନ୍ତି )- ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଠିକ୍ ସାଢେ଼ ୫ଟା ସମୟରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତର ସୁମଧୁର ମୁର୍ଚ୍ଛନା ବାରିପଦା ପୌରପରିଷଦର ଗଗନପବନକୁ ମୁଖରିତ କରାଇ ଦେଇଥିଲା । ଏହି ସମୟରେ ବାରିପଦା ସହରର ପ୍ରାୟତଃ ସମସ୍ତ ଜନସାଧାରଣ ଯିଏ ଯେଉଁଠାରେ ଥିଲେ…
ବାରିପଦା ସହରର ରାସ୍ତାଘାଟରେ ଗୁଡ଼ି ଉଡ଼ାକୁ ନେଇ ଜନଅସନ୍ତୋଷ ତୀବ୍ର
ଗୁଡ଼ିର ମାଞ୍ଜ ସୂତାରେ ପଥଚାରୀ ଆହତ, ଏ ଦିଗରେ ପୁଲିସର ନିଘା ନାହିଁ କି ପଘା ନାହିଁ
ବାରିପଦା(ଦିଲ୍ଲୀପ ମହାନ୍ତି )- କରୋନା ମହାମାରୀର ମୁକାବିଲା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାରେ ୪ : ୦ ପର୍ଯ୍ୟାୟ ଲକ୍ ଡ଼ାଉନ ଜାରି ରହିଛି । ଫଳରେ ରାସ୍ତାଘାଟରେ ଗାଡ଼ି ମୋଟର ସହିତ ଜନସାଧାରଣଙ୍କ ଚଳପ୍ରଚଳ…
ମୋଦି ସରକାରର ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ବର୍ଷ ପୂର୍ତ୍ତୀରେ ବିଜେପି ପକ୍ଷରୁ ରକ୍ତଦାନ ଶିବିର
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ମୋଦି ସରକାର ର ଦ୍ଵିତୀୟ ପର୍ଯ୍ୟାୟ ର ପ୍ରଥମ ବର୍ଷ ପୂର୍ତ୍ତୀ ରେ ସମ୍ବଲପୁର ବିଜେପି ର ସମଲେଶ୍ବରୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କ୍ଷେତରାଜପୁର ଧର୍ମଶାଳା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଇଷ୍ଟଦେବୀ ମାଁ ସମଲେଶ୍ବରୀ ଙ୍କ ଫୋଟୋ ରେ ପୁଷ୍ପମାଲ୍ୟ…
ବନ୍ଦେ ଉତ୍କଳ ଜନନୀ ଗୀତରେ ଗୁଞ୍ଜରୀତ ହେଲା ସଂସ୍କୃତି ସହର ସମ୍ବଲପୁର
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ କରୋନା ଯୋଦ୍ଧା ମାନଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇ ଉତ୍ସାହିତ କରିବା ଉଦେଶ୍ଯରେ ଶନିବାର ସାରା ସମ୍ବଲପୁର ଜିଲ୍ଲାର ଗାଁ ଠୁ ସହର ପର୍ଯ୍ୟନ୍ତ ସବୁଠି ବନ୍ଦେ ଉତ୍କଳ ଜନନୀ…
ପଦ୍ମପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଶିକ୍ଷକ ସଂଘ ତରଫରୁ ବନ୍ଦେ ଉତ୍କଳ ଜନନୀ ଗାନ।
ପଦ୍ମପୁର-ସାରା ବିଶ୍ବ କରୋନା ମହାମାରୀ ରେ ଦୋହଲି ଯାଇ ଥିବା ବେଳେ, ନିଜ ଜୀବନ କୁ ବନ୍ଧା ପକାଇ ପ୍ରଶାସନ, ଡାକ୍ତର, ପୋଲିସ, ଶିକ୍ଷକ, ଅଙ୍ଗନବାଡି ଆଶା,ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ଦଳ ପ୍ରଭୃତି ଦିନରାତି ଏକ କରି ଦେଇଛନ୍ତି।ତାଙ୍କ ଅବଦାନ କୁ କୌଣସି ମୂଲ୍ୟ ଦେଇ ମଧ୍ୟ ଋଣ…
ପଦ୍ମପୁର :ଉଦୟନାଥ ଫର୍ଣ୍ଣିଚର ପରିସରରେ ବନ୍ଦେ ଉତ୍କଳ ଜନନୀ ଗାନ
ପଦ୍ମପୁର-ସମ୍ପ୍ରତି କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଏହି ଯୁଦ୍ଧରେ ସାମିଲ ଥିବା ଯୋଦ୍ଧା ଯଥାକ୍ରମେ ଡାକ୍ତର, ନର୍ସ, ପୋଲିସ, ସଫେଇ କର୍ମଚାରୀ, ଆଶାକର୍ମୀ, ସାମ୍ବାଦିକମାନଙ୍କ ମନୋବଳକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଆହ୍ୱାନକୁ ସମ୍ମାନ ଜଣାଇ…