Sign in
Sign in
Recover your password.
A password will be e-mailed to you.
ରେଢାଖୋଲରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ସନ୍ଧ୍ୟା ୫ଘ. ୩୦ ମିନିଟ ସମୟରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସଂକଳ୍ପକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ରେଢାଖୋଲ…
ଜୁନ ପହିଲାରୁ ଲାଗୁ ହେବ ନୂଆ ଗାଇଡ଼ ଲାଇନ : କଣ ଖୋଲିବ କେବେ ଖୋଲିବ ଦେଖନ୍ତୁ
• ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଦ୍ଵାରା ଚିହ୍ନଟ କଣ୍ଟେନମେଣ୍ଟ ଜୋନରେ କଠୋର ହେବ ଲକଡାଉନ
• କଣ୍ଟେନମେଣ୍ଟ ଜୋନ ବାହାରେ ପର୍ଯ୍ୟାୟକ୍ରମେ ଖୋଲିବ ସମସ୍ତ କାର୍ଯ୍ୟକଳାପ; ଅନଲକ 1ରେ ଅର୍ଥନୀତି ଉପରେ ଗୁରୁତ୍ଵାରୋପ
• ରାତି 9ରୁ ଭୋର…
ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଫେକ ଫେସବୁକ ଆକାଉଣ୍ଟ
ବରଗଡ :- ପ୍ରଥମେ ବରଗଡ଼ ଜିଲ୍ଲାପାଳ ଓ ଏସପିଙ୍କର ପରେ ଏବେ ସାମାଜିକ ଗଣମାଧ୍ୟମ ଫେସବୁକରେ ପଶ୍ଚିମ ଓଡ଼ିଶାର ପ୍ରିୟନେତା ତଥା କ୍ୟାବିନେଟ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କର ଫେକ ଫେସବୁକ ଆକାଉଣ୍ଟ ଦେଖିବାକୁ ମିଳିଛି | ଯାହାକି ବର୍ତମାନ ସମୟରେ ଚିନ୍ତାର କାରଣ ପଲଟିଛି । ନିଜ ନାମରେ ଫେକ…
ଜୁନାଗଡବାସୀ ଗାଇଲେ ବନ୍ଦେ ଉତ୍କଳ ଜନନୀ
ଜୁନାଗଡ (ଆଦିତ୍ୟ ମହାନ୍ତି)ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ଜୁନାଗଡ ବାସୀ ସାମୁହିକ ଭାବେ ଜୁନାଗଡ ନୂଆବସ ଷ୍ଟାଣ୍ଡ ଠାରେ ଗାନକଲେ ବନ୍ଦେ ଉତ୍କଳ ଜନନୀ | ଏହି କାର୍ଯ୍ୟକ୍ରମରେ ଜୁନାଗଡର ବହୁ ବୁଦ୍ଧିଜୀବି ଏବ୍ଂ ଜୁନାଗଡ ଥାନା ଭାରପ୍ରାପ୍ତ ଅଧିକାରୀ ଉତ୍ତମ୍…
କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ
ବରଗଡ଼/ ଶାସକ ପ୍ରଶାସକ: କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ପାଇଁ ଓଡ଼ିଶା ତଥା ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନେ ଶନିବାର ଅପରାହ୍ନ ୫.୩୦ ମିନିଟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କର ଅନୁରୋଧ ରକ୍ଷାକରି ଯିଏ ଯେଉଁଠାରେ ଥିଲେ…
ସ୍ବାଧୀନ ଥିଲେ ଜଣେ ସାଲିସ୍ ବିହୀନ ଆଦର୍ଶ ଶିକ୍ଷକ
ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ମତପ୍ରକାଶ
ବିଜେପୁର :- ( ସ୍ୱତନ୍ତ୍ର ପ୍ରତିନିଧି ରାଜେଶ୍ୱର ବେହେରା ) ଶ୍ରୀ ସ୍ବାଧୀନ କୁମାର ସାହୁ ଶିକ୍ଷକତାକୁ ନିଜ ଜୀବନର ବ୍ରତ ଭାବେ ଆଦରି ନେଇଥିଲେ। ଫଳରେ ଚାରି ଦଶନ୍ଧି ମଧ୍ଯରେ ସେ ଯେଉଁଠିକି ଯାଇଛନ୍ତି ସେଇ ସ୍କୁଲର ସର୍ବାଙ୍ଗୀନ ଉନ୍ନତିରେ…
କଦଳୀଗଡ଼ ସଙ୍ଗରୋଧ କେନ୍ଦ୍ରରେ ବନ୍ଦେ ଉତ୍କଳ ଜନନୀ ଗାଇଲେ ପ୍ରବାସୀ ଓଡ଼ିଆ
ରେଢ଼ାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ -କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ହାଇସ୍କୁଲ ରେ ରହୁଥିବା ପ୍ରବାସୀ ଓଡିଆ ମାନେ ‘ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଏହି କେନ୍ଦ୍ରରେ ରହୁଥିବା ୩୮ଜଣ ପ୍ରବାସୀ ସାମାଜିକ ଦୂରତ୍ୱ…
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି 5ଟା 30ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ 4କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ…
ଆଇପିଏସ ବଦଳି : ଯୁଗଳ କିଶୋର ଗଲେ କଟକ , ସୁଧାଂଶୁ ମିଶ୍ରଙ୍କୁ ବାଲେଶ୍ୱର
ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ଛୋଟିଆ ଅଦଳ ବଦଳ କରିଛନ୍ତି | ଏସପି ବାଲେଶ୍ୱର ଥିବା ୨୦୧୧ ବ୍ୟାଚ ଆଇପିଏସ ଅଫିସର ଯୁଗଳ କିଶୋର କୁମାର ବନୋଥଙ୍କୁ ବଦଳି କରାଯାଇ ତାଙ୍କୁ ଏସପି କଟକ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି ଏସପି କ୍ରାଇମବ୍ରାଞ୍ଚ ଥିବା…
ନବୀନଙ୍କ ଡ଼ାକରାରେ ଗୋଟିଏ ସ୍ୱରରେ କରୋନା ଯୋଦ୍ଧାଙ୍କୁ ସମ୍ମାନ
ବନ୍ଦେ ଉତ୍କଳ ଜନନୀ ଗାୟନରେ ସାମିଲ ହେଲେ ସଭିଏଁ
ପଲ୍ଲୀରେ ଗାଇଲେ , ପ୍ରବାସରେ ବି ଶୁଭିଲା
ବିଦେଶରେ ବି ଗୁଂଜରିତ ଜେଲ ବନ୍ଦେ ଉତ୍କଳ ଜନନୀ
ଭୁବନେଶ୍ୱର : ଡାକରା ଦେଇଥିଲେ ମୁଖ୍ୟମନ୍ତ୍ରୀ | କରୋନା ବିରୋଧରେ ଲଢେଇ କରୁଥିବା ଅଗଣିତ କରୋନା ଯୋଦ୍ଧାଙ୍କୁ ଜଣାଇବାକୁ ସମ୍ମାନ ଓଡ଼ିଶାର…