ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ଟପିଲା ୧୭ ଲକ୍ଷ, ମୃତ୍ୟୁ ଟପିଲା ୩୭ହଜାର 

0
  • ୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୪  ହଜାରରୁ ଅଧିକ 

  • କମିଛି ଆକ୍ରାନ୍ତଙ୍କ ସଂଖ୍ୟା, ବଢିଛି ମୃତ୍ୟୁସଂଖ୍ୟା  ନମୁନା ପରୀକ୍ଷା କମିଛି, ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି 

ନୂଆଦିଲ୍ଲୀ (ଏସପିବି) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୪,୭୩୬  କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୮୫୩   ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୭,୫୦,୭୨୪  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୬୭,୭୩୦   ଜଣ | ଏ ଯାବତ ଦେଶରେ ୧୧,୪୫,୬୩୦   ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା ୩୭,୩୬୪ ରେ ପହଂଚିଛି | 

Leave A Reply

Your email address will not be published.