ମୟୂରଭଞ୍ଜ : ସଙ୍ଗରୋଧ ଗୃହରୁ ଜଣେ ତାମିଲନାଡ଼ୁ ଫେରନ୍ତା  କରୋନା ପଜିଟିଭ ଚିହ୍ନଟ

ପଜିଟିଭ ସଂଖ୍ୟା ୧୭କୁ ବୃଦ୍ଧି : ଜିଲ୍ଲାରେ ସକ୍ରିୟ ସଂଖ୍ୟା ୬ ଓ ସୁସ୍ଥ ହୋଇଥିବା ସଂଖ୍ୟା ୧୧  ବାରିପଦା(ଦିଲ୍ଲୀପ  ମହାନ୍ତି )- ଗତକାଲି  ମୟୂରଭଞ୍ଜ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋପବନ୍ଧୁନଗର ବ୍ଲକ ଅଞ୍ଚଳ  ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ଜଣେ ୨୭ ବର୍ଷ ଯୁବକଙ୍କ…

ବରଗଡରେ ୬ ନୂଆ କରୋନା ପଜିଟିଭ 

ବରଗଡ଼ (ଶାସକ ପ୍ରଶାସକ)ବରଗଡ ଜିଲ୍ଲାର ୬  ଟି ନୂତନ କରୋନା ପୋଜିଟିଭ ମାମଲା (ସମସ୍ତ ପୁରୁଷ ବ୍ୟକ୍ତି) ଭେଡେନରୁ ୪  ଏବଂ ଭଟଲି ବ୍ଲକରୁ ୨  ଟି ଚିହ୍ନଟ ହୋଇଛି |  ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କର ଭ୍ରମଣ ଇତିହାସ ଏବଂ ଭଟଲିରେ ଗୋଟିଏ ସ୍ଥାନୀୟ ମାମଲା ରହିଛି। ସମ୍ପୃକ୍ତ ଅଞ୍ଚଳଗୁଡିକ…

ଏବେବି ବଂଚିଛି ମଣିଷ ପଣିଆ 

ଗର୍ଭବତୀ ମାନସିକ ବିକାର ଗ୍ରସ୍ତ ମହିଳାଙ୍କୁ ବଢ଼ାଇଲେ ସହାୟତାର ହାତ  ବାରିପଦା(ଦିଲ୍ଲୀପ ମହାନ୍ତି)- ଏବେ ବି ମାନବିକତା ବଞ୍ଚିରହିଛି । କରୋନାକୁ ନେଇ ଲକ ଡ଼ାଉନ ଜାରି ରହିଥିବା ବେଳେ ମାନବ ସେବା ହିଁ ମାଧବ ସେବାର ଯଥାର୍ଥତା ପ୍ରମାଣିତ କରାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଥାନା…

ସାପ କାମୁଡ଼ାରେ ଦୁଇ ଭଉଣୀ ମୃତ 

ବାରିପଦା(ଦିଲ୍ଲୀପ ମହାନ୍ତି )- ସାପ କାମୁଡ଼ାରେ ଦୁଇ ଭଉଣୀ ତଥା ଦୁଇ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ତଥା ଶାମାଖୁଣ୍ଟା ବ୍ଲକ ଖାଣ୍ଡିଆ ପଂଚାୟତର ବଡ଼ଦନାମରା ଗ୍ରାମରେ। ପ୍ରାପ୍ତ ସୂଚନା ଅନୁଯାୟୀ ସେହି ଥାନା ଅଧିନ…

ଆଳୁ ଖୋଳୁ ଖୋଳୁ ମହାଦେବ : ଚାଉଳ ଚୋରି ଖୋଜୁ ଖୋଜୁ ବାହାରିଲାଣି କିରାସିନି ଚୋରି 

ବଲାଙ୍ଗୀର (ଶାସକ ପ୍ରଶାସକ) : ଆଳୁ ଖୋଳୁ ଖୋଳୁ ମହାଦେବ ବହାରିଲା ପରି ଚାଉଳ ଦୁର୍ନୀତିର ତଦନ୍ତ କରୁକରୁ ବାହାରିଲା କିରାସିନି କଳେଙ୍କାରୀ। ଗରିବ ଖଟିଖିଆଙ୍କ ମୁହଁରେ ତାଲା ପକାଇ ଦିନ ଦି’ପହରରେ ତାଙ୍କ ନାଁରେ ହରିଲୁଟ୍‌ ହେଉଛି କିରାସିନି!  ହିତାଧୀକାରୀଙ୍କୁ ଦେଢ଼ ଲିଟର କିରାସିନି ଦେଇ…

ଆସନ୍ତୁ ମିଳିମିଶି ଉତ୍କଳ ଜନନୀର ବନ୍ଦନା କରିବା, କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା : ଜିଲ୍ଲାପାଳ ଅନୁପମ ଶାହା

ପାରଳାଖେମୁଣ୍ଡି ( ବାଳକୃଷ୍ଣ ପାଣିଗ୍ରାହୀ) : ଦେଶରେ ଚାଲିଛି କରୋନା ବିରୋଧରେ ସଂଗ୍ରାମ । ଓଡିଶା ସରକାର ବି ଏଇ ଭୁତାଣୁ ବିରୋଧରେ ସଶକ୍ତ ଲଢେଇ ଜାରି ରଖିଛନ୍ତି । ବାସ୍ତବିକ ଗ୍ରାଉଣ୍ଡ ଜିରୋରେ ଏ ଲଢ଼େଇକୁ ଜୀବନ ବାଜି ଲଗେଇ ଲଢ଼ୁଛନ୍ତି କରୋନା ଯୋଦ୍ଧା ମାନେ । ସେମାନଙ୍କ ସମ୍ମାନାର୍ଥେ …

ଏମିତି ବି ହୁଏ ଅଘଟଣ : ଆଗ ଚକ ଉଠିଗଲା, ପ୍ରାଣ ଚାଲିଗଲା 

ବରଗଡ :- ବରଗଡ ଜିଲ୍ଲା ପାଇକମାଲରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଟ୍ରାକ୍ଟର ଦୁର୍ଘଟଣା ଘଟି ଯାଇଛି । ସୂଚନା ମୁତାବକ ପାଇକମାଲର ବରିଷ୍ଠ ଅଧିବକ୍ତା ଶ୍ରୀ ମନୋଜ କୁମାର ତ୍ରିବେଦୀଙ୍କର ଘରେ  ଟ୍ରାକ୍ଟର ଦ୍ୱାରା ମାଟି ଫିଲିଙ୍ଗ କାମ ଚାଲୁଥିଲା । ଏହି ସମୟରେ ମାଟି ବୋଝେଇ ଏକ ଟ୍ରାକ୍ଟର…

ଆଦର୍ଶ ଥାନା ପରିସରରୁ ଥାନା ବାବୁଙ୍କ କାଠ ବେପାର : ମିଳିତ ଚଢ଼ାଉରେ ଜବତ ହେଲା ବିପୁଳ ପରିମାଣରେ କାଠ ନିର୍ମିତ…

http://www.youtube.com/watch?v=AzquqyY2l3M ଓଡଗାଁ (ଶ୍ରୀକାନ୍ତ ମିଶ୍ର) ଆଦର୍ଶ ଥାନା ପରିସରରୁ ଥାନା ବାବୁଙ୍କ ଚାଲିଥିଲା କାଠ ବେପାର | ଓଡଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ବଂଶୀଧର ବିଶ୍ବାଳଙ୍କ ବସାଘରୁ ଚାଲିଥିଲା କାଠ ବେପାର | ଆଗରୁ ଥାନା ବାବୁଙ୍କ ବିରୋଧରେ ହୋଇଥିଲା ଅଭିଯୋଗ |…

ଗୋଷ୍ଠୀ ସଂକ୍ରମଣ ଭୟ :  ୧ସପ୍ତାହ ସଟଡାଉନ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ନୂଆଗାଁ ବ୍ଳକ ଅନ୍ତର୍ଗତ ଶିଙ୍ଗାରପଲ୍ଲୀ ପଞ୍ଚାୟତର ବନ୍ତଳା ଓ ଶୁଣ୍ଢିଝୋଲା ଗ୍ରାମକୁ ଗୋଷ୍ଠୀ ସଂକ୍ରମଣ ଭୟରେ ୧ସପ୍ତାହ ପାଇଁ ସରପଞ୍ଚ ସୁରଥ ପ୍ରଧାନ ସଟଡାଉନ ଘୋଷଣା କରିଛନ୍ତି । ଏଥିପାଇଁ ଗ୍ରାମରେ ମାଇକ ଯୋଗେ ପ୍ରଚାର କରାଯାଇଛି ।…

୧୩ ନୂଆ ସହ ସୁନ୍ଦରଗଡରେ କରୋନା ପହଁଚିଲା ୫୪ରେ 

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଃଶ ବୃଦ୍ଧି ପାଇବାରେ ଲାଗିଛି। ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ଜିଲ୍ଲାରେ ୧୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ଆଜି ପ୍ରଥମଥର ପାଇଁ ଗୋଟିଏ ଦିନରେ…