ଜୁନାଗଡ /ଶାସକ ପ୍ରଶାସକ : ଦିନକୁ ଦିନ କଳାହାଣ୍ଡି ଜିଲ୍ଲା ରେ କୋରୋନା ମହାମାରୀ ବ୍ୟାପି ବlରେ ଲାଗିଥିବା ବେଳେ ପ୍ରଶାସନ ଏଥିପାଇଁ ଅଧିକ ତତ୍ପର ହୋଇପଡିଛି | କଳାହାଣ୍ଡି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କଲାହାଣ୍ଡି ଜିଲ୍ଲl କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କନ୍ସିଲ (କଳାହାଣ୍ଡି ଏବ୍ଂ ବଲାଙ୍ଗୀର ସୀମା ) ମୁଖ୍ୟ ସଡ଼କ ସ୍ଥାନୀୟ ତହସିଲଦାର ବାସନ୍ତୀ ସେଠୀଙ୍କ ତତ୍ତ୍ବାବଧାବରେ କର୍ଲାମୁଣ୍ଡା ରାଜସ୍ୱ ନିରୀକ୍ଷକ, ଶି୍କ୍ଷକ. ପୁଲିସ ଦ୍ଵାରା ରାସ୍ତା ସିଲ କରାଯାଇଛି | ମାସ୍କ ପିନ୍ଧିନଥିବା ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରାଯାଇଥିଲା |
Sign in
Sign in
Recover your password.
A password will be e-mailed to you.
Next Post