ଋଥଖଳାରେ ଚାଲିଛି ରଥ ନିର୍ମାଣ : ରାତି ପାହିଲେ ରଥ ଖଳାରେ ଚକା ଡୋରା

 ସୁଆର ମହାସୁଆର ସେବକମାନଙ୍କ ନିମନ୍ତେ ଭୂତାଣୁ ସଂକ୍ରମଣ ସମ୍ପର୍କିତ ସଚେତନତା ଶିବିର ପୁରୀ(ଶାସକ ପ୍ରଶାସକ): ଋଥ ଖଳାରେ ଆଜି ତିନି ରଥର ଗୟଳ ପ୍ରସ୍ତୁତି କାର୍ଯ୍ୟ ଜୋରସୋରରେ ଚାଲିଛି । ଉକ୍ତ ତିନି ରଥର ବଡ଼ ପୋଲ ଗୟଳ କରତି ସେବକଙ୍କ ଦ୍ୱାରା ଚିରଟ୍ ହୋଇ ଚଉପଟ ପାଇଁ ରଥ ଖଳାକୁ ଆସି ଚଉପଟ…

ଏଥର କୌଣସି ଚ୍ୟାନେଲ କରିପାରିବେନି ଲାଇଭ ଟେଲିକାଷ୍ଟ 

ସୂଚନା ଲୋକସମ୍ପର୍କ ବିଭାଗ ସବୁ ଚାନେଲଙ୍କୁ ଯୋଗାଇବ ଲାଇଭ ଟେଲିକାଷ୍ଟ ଫିଡ଼  ପୁରୀ (ଶାସକ ପ୍ରଶାସକ) : ସବୁବର୍ଷ ବିଭିନ୍ନ ଚ୍ୟାନେଲ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରାର ଲାଇଭ ଟେଲିକାଷ୍ଟ କରୁଥିଲେ | ହେଲେ ଏଥର ସେମିତି ହେଇପାରିବନି | କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଚାଲିଥିବା ଲକ ଡାଉନ…

କରୋନା ଝଟକା ସମ୍ଭାଳିବା ପାଇଁ ୧୭୦୦୦ କୋଟି ବ୍ୟୟ ବରାଦ ବ୍ୟବସ୍ଥା

  କ୍ୟାବିନେଟରେ  ମଧ୍ୟ ୨୨ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ  ଆସ୍କା ଚିନିକଳକୁ ଦିଆଯିବ  ୧୫ କୋଟି ଟଙ୍କାର ସହାୟତା ଅଙ୍ଗନବାଡ଼ି ପିଲାଙ୍କୁ ମାଗଣାରେ ଜୋତା, ମୋଜା ଏବଂ ସ୍ୱେଟର ଧାମରାରେ ଏକ ଟେକ୍ସଟାଇଲ ପାର୍କ ଓ ଢ଼େଙ୍କାନାଳରେ ମେଡ଼ିକାଲ୍ ପାର୍କ ପ୍ରବାସୀଙ୍କୁ ଏମଜିନରେଗାରେ ଦିଆଯିବ…

ଆଜି କରୋନା ଜାଲରୁ ମୁକୁଳିଲେ  ୯୦ ଜଣ 

ଭୁବନେଶ୍ୱର : ଆଜି କରୋନା ଜାଲରୁ ମୁକୁଳିଛନ୍ତି   ୯୦ ଜଣ | ଫଳରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି | ଆଜି ତାରିଖରେ ଆକ୍ରାନ୍ତଙ୍କ  ସଂଖ୍ୟା ସକାଳର ୬୩ ଜଣଙ୍କୁ ମିଶାଇ ୧୭୨୩ ହୋଇଥିବା ବେଳେ ସକ୍ରିୟଙ୍କ ସଂଖ୍ୟା ୭୩୭ରେ ପହଂଚିଛି | ଆଜିର ସୁସ୍ଥଙ୍କ ଭିତରେ ବାଲେଶ୍ୱରରୁ…

ମାଣିତରାରେ “ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” ପ୍ରଶିକ୍ଷଣ ଶିବିର 

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା :  ମାଣିତରା ଗ୍ରାମ ପଞ୍ଚାୟତ ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ୨୯ ତାରିଖ ଦିନ ମହିଳା ଓ ଶିଶୁ କଲ୍ୟାଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ " ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ " ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

 ବ୍ଲକ ସ୍ତରୀୟ କୋଭିଡ-୧୯ ସଚେତନତା ତାଲିମ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ ସ୍ତରୀୟ କୋଭିଡ-୧୯ ସଚେତନତା ତାଲିମ ଶିବିର ମଇ ୨୮ ତାରିଖ ଦିନ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରରେ ମାଷ୍ଟର ଟ୍ରେନର ଭାବେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସାର୍ଥକ…

ତୁରେକେଲା ଗ୍ରାମ ପଞ୍ଚାୟତ ବାସିନ୍ଦାଙ୍କ ସହାୟତା ପାଇଁ ଏମଜିନରେଗା ପ୍ରକ୍ରିୟା ଆରମ୍ଭ 

ବଙ୍ଗୋମୁଣ୍ଡା(ଖଗପତି କୁମାର ) : କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି ସରକାର ।ବର୍ତ୍ତମାନ ସୁଦ୍ଧା ଚତୁର୍ଥ ପର୍ଯ୍ୟାୟ  ଲକଡାଉନ ଚାଲିଛି। ଲୋକମାନଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି | ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଓ …

୩୦ଟି ଜିଲା ଓ ୨ ଟି ସାଙ୍ଗଠନିକ ଜିଲ୍ଲା  ସହିତ ରାଜ୍ୟର ସମସ୍ତ ଆଇକନିକ ସ୍ଥାନରେ ପାଳନ କରାଯିବ ବନ୍ଦେ ଉତ୍କଳ ଜନନୀ…

ଭୁବନେଶ୍ଵର (ଶାସକ ପ୍ରଶାସକ) :  ବିଶ୍ୱ ବର୍ତମାନ କୋରନା ମହାମାରୀର ମୁକାବିଲା କରିବାରେ ଲାଗିଛି। ସେହିକ୍ରମରେ ଭାରତ ମଧ୍ୟ କରୋନା ସହ ବଡ ଧରଣର ଲଢେଇ ଲଢୁଛି। ଏହି ଲଢେଇରେ ପ୍ରମୁଖ ଭୂମିକା ତୁଲାଉଥିବା ତଥା ଯୋଦ୍ଧା ରୂପେ ନିଜର କର୍ତବ୍ୟ ତୁଲାଉଥିବା ସମସ୍ତଙ୍କୁ ଯେପରି ସ୍ୱାସ୍ଥ୍ୟକର୍ମୀ,…

ପୁରୀରେ ପୁନଃ ଆରମ୍ଭ ହେଲା ବିକାଶ ପ୍ରକଳ୍ପ କାର୍ଯ୍ୟ

ପୁରୀ ( ଶାସକ ପ୍ରଶାସକ) ବିଶ୍ୱ ପ୍ରସିଦ୍ଧ ଐତିହ୍ୟ ଶ୍ରୀକ୍ଷେତ୍ର ପୁରୀରେ ବିକାଶ ତଥା ସୌନ୍ଦର୍ଯ୍ୟକରଣ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପନାରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟ କରୋନା ଲକ ଡାଉନ ପାଇଁ ବନ୍ଦ ହୋଇ ପଡ଼ିଥିଲା । ହେଲେ ତିନିଦିନ ତଳେ ମୁଖ୍ୟ ମନ୍ତ୍ରୀ ଏକ…

ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୮, ସାବଧାନ୍ ! ଯୁଜୋମୁରା ବ୍ଲକ ଛୁଁଇଲା କରୋନା !

ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁର ଜ଼ିଲ୍ଲାରୁ  ପୁଣି ଜଣେ  କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ତେବେ କରୋନା ପଜିଟିଭ ଚି଼ହ୍ନଟ ଯୁବକ ଜଣଙ୍କ  ବୟସ ୨୦ ଏବଂ ସେ  ଯୁଜୋମୁରା  ବ୍ଲକ ବୀରସିଂଗଡ଼ ପଂଚାୟତ ର  ବୋଲି ଜଣାପଡିଛି l ଯୁବକ ଜଣକ ଗତ ୧୯  ତାରିଖ ଦିନ ମହାରାଷ୍ଟ୍ର…