Sign in
Sign in
Recover your password.
A password will be e-mailed to you.
ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନଙ୍କୁ ନେଇ ୱେବିନାର
ଭୁବନେଶ୍ୱର(ଶାସକ ପ୍ରଶାସକ): ପରିଚୟ ଫାଉଣ୍ଡେସନ ଓ ଜୟ ଓଡ଼ିଶା ର ମିଳିତ ଆନୁକୁଲ୍ୟରେ ଏକ ୱେବିନାର ସଂଗଠିତ ହୋଇସାରିଛି। ଏଥିରେ ଭୁବନେଶ୍ଵରର ପ୍ରାୟ ୧୦୦ ଟି ସ୍ବେଚ୍ଛାସେବୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀର ବିଷୟବସ୍ତୁ ଥିଲା " ଲିଭିଂ ୱିଥ କୋଭିଡ୍-୧୯: ସର୍ଭାଇବଲ୍…
ଅଗମ୍ୟ ଅଂଚଳରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅଭିଯାନ
ଉତ୍ତର ପୁର୍ବାଞ୍ଚଳର ରାଜ୍ୟମାନଙ୍କରୁ ସମସ୍ତ ବ୍ୟବସ୍ଥା କରି ବିମାନରେ ଫେରାଇ ଆଣୁଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର (ଶାସକ ପ୍ରଶାସକ) : ସମଗ୍ର ଦେଶରେ କରୋନା ମହାମାରୀ ମୁକାବିଲା ପାଇଁ ଚାଲିଥିବା ଲକ ଡାଉନ ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥବା ଓଡିଆମାନଙ୍କୁ…
ସୁସ୍ଥ ହେଲେ ୯୧ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର : ରାଜ୍ୟରେ ଆଉ ୯୧ ଜଣ କରନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଫଳରେ ସୁସ୍ଥ ହୋଇଥବା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୧୬କୁ ବୃଦ୍ଧି ପାଇଛି |
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର ୫ ଜଣ , ବାଲେଶ୍ୱର ୫ ଜଣ, ବରଗଡ଼ ୨ଜଣ, ଭଦ୍ରକ ୩ ଜଣ, ବଲାଙ୍ଗିର ୯ଜଣ, କଟକ ୨ ଜଣ,…
Each youth to reach 100 to talk period, fight stigma
Youths across Odisha, associated with the #Youth4Water campaign raise awareness on safe menstruation, vow to fight stigma
28% girls don’t go to schools during their period.
Due to unhygienic practices during period, 14% of…
ଟିଟିଲାଗଡ ରେ ଆଧାର କାର୍ଡ ପାଇଁ ଲୋକ ହନ୍ତସନ୍ତ।
ଟିଟିଲାଗଡ (ଗୌରବ ଦର୍ଜୀ): Covid-19 ପାଇଁ ସାରା ଦେଶ ରେ ଲକ୍ ଡାଉନ୍ ଚାଲିଥିବା ବେଳେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କିଛି ମାତ୍ର ରେ ରାହାତ୍ ଦେଇଛନ୍ତି। ସରକାରୀ କାର୍ଯ୍ୟ ପାଇଁ ସରକାର ଆଧାର କାର୍ଡ କୁ ଅନିବାର୍ଯ୍ୟ କରିଛନ୍ତି। ସମସ୍ତ ପ୍ରକାର ସରକାରୀ କାର୍ଯ୍ୟ ପାଇଁ ଆଧାର କାର୍ଡ…
ଆଜି “ଠ” ବୁଲେଇଦେଲା କରୋନା: ଗୋଟିଏ ବାକିଥିଲା, ସେଠି ବି ବଇନି
ଆଜି ପୁଣି ୧୪୩ ପଜିଟିଭ : ମୋଟ ପହଁଚିଲା ୨୩୮୮ରେ
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଠ ବୁଲେଇଦେଲା କରୋନା | ବାକିଥିଲା ଗୋଟେ ଜିଲ୍ଲା, ବହୁଦିନ ଧରି ଫାଙ୍କ ଥିଲା | ସେଠି ବି ବଇନି କରିଦେଲା | ଶେଷ ଜିଲ୍ଲା ଭାବେ ଆଜି ରାୟଗଡାରେ ଚିହ୍ନଟ ହୋଇଛନ୍ତି କରୋନା ପଜିଟିଭ | ଆଜି ପୁଣି କରୋନା …
ଚୋରା ସ୍କ୍ରାପ୍ ବୋଝେଇ ପିକଅପ ଭ୍ୟାନ ଜବତ: ଜଣେ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ପୋଲିସ ଆଜି ସ୍କ୍ରାପ୍ ଚୋରା ଚାଲାଣ ହେଉଥିବା ସମୟରେ ଏକ ପିକଅପ ଭ୍ୟାନକୁ ଜବତ କରିବା ସହ ଜଣକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ଆଜାଦ ବସ୍ତି ଅଞ୍ଚଳର ଏମଡି ସଲିମ(୩୬)। ଏକ ପିକଅପରେ ସ୍କ୍ରାପ୍ ଚାଲାଣ ହେଉଥିବା କୌଣସି…
ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ: ଭଦ୍ରକ ଜିଲ୍ଲାକୁ ୧୧ଟି ଜୋନରେ ବିଭକ୍ତ କରି ବରିଷ୍ଠ …
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ବୈଠକ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଜିଲ୍ଳାପାଳ କୋବିଡ଼ ୧୯ର ପରିଚାଳନା ଉପରେ ସାଂସଦ ଓ ବିଧାୟକମାନଙ୍କ ଅବଗତି ନିମନ୍ତେ…
କେନ୍ଦ୍ର ବିଦେଶ ମନ୍ତ୍ରୀ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଧର୍ମେନ୍ଦ୍ର
ଉପସାଗରୀୟ ଦେଶ ସମୂହ, ଇଂଲଣ୍ଡ ଓ ଶ୍ରୀଲଙ୍କାରେ ଫସି ରହିଥିବା ଓଡ଼ିଆମାନଙ୍କୁ ସିଧା ଭୁବନେଶ୍ୱର ଆଣିବା ପାଇଁ କଲେ ଅନୁରୋଧ
ନୂଆଦିଲ୍ଲୀ/ଭୁବନେଶ୍ୱର : ବିଭିନ୍ନ ଦେଶରେ ଫସି ରହିଥିବା ଓଡ଼ିଆମାନଙ୍କୁ ସେ ଦେଶରୁ ସିଧା ଭୁବନେଶ୍ୱରକୁ ଆଣିବା ପାଇଁ ବିଦେଶମନ୍ତ୍ରୀ ଡା. ଏସ ଜୟଶଙ୍କର ଓ…
କରୋନା ପରୀକ୍ଷଣ କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ଶ୍ରୀଟୁଡ଼ୁ
ଅଧିକ ଟେକ୍ନିସିଆନ ନିଯୁକ୍ତି ଦାବି ଓ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱାରୋପ
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଆରମ୍ଭ ହୋଇଥିବା କରୋନା ପରୀକ୍ଷଣ କେନ୍ଦ୍ର ଅନୁଧ୍ୟାନ କଲେ ସାଂସଦ ବିଶ୍ୱେଶର ଟୁଡ଼ୁ । ଏହି ଅବସରରେ ମେଡ଼ିକାଲକୁ ଆସିଥିବା…