କରୋନାରେ ବଢିଛି ମରଣ : ଗତ ୨୪ ଘଣ୍ଟା ଭିତରେ ୫୬ ,୨୮୨/୯୦୪ 

0

ନୂଆଦିଲ୍ଲୀ : ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୫୬ ,୨୮୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୦୪ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୧୯,୬୪,୫୩୭  ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୫,୯୫,୫୦୧  ଜଣ | ଏ ଯାବତ ଦେଶରେ ୧୩,୨୮,୩୩୭  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ମୃତ୍ୟୁ ସଂଖ୍ୟା  ୪୦,୬୯୯ ରେ ପହଂଚିଛି | 

 ତଥ୍ୟ ଅନୁଯାୟୀ ,ଗତକାଲି ଦେଶରେ ମୋଟ ୬, ୪୯, ୯୪୯ ନମୁନା ପରୀକ୍ଷା କରାଯାଇଥିବା ବେଳେ  ଏଯାବତ ମୋଟ ୨,୨୧,୪୯,୩୫୧ ନମୁନା ଯାଞ୍ଚ କରାଯାଇ ସାରିଲାଣି | 

Leave A Reply

Your email address will not be published.