Sign in
Sign in
Recover your password.
A password will be e-mailed to you.
ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ୧୬ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁରରେ ପୁଣି ଜଣେ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ ମହା ନଗର ନିଗମ ଅଂଚଳର ୪୫ ବର୍ଷ ବୟସ ଜଣେ ପୁରୁଷ ଏବଂ ସେ ହୀରାକୁଦ ଲରପଙ୍କ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି…
ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ, ରେଡ଼କ୍ରସ ପକ୍ଷରୁ ପୀଡିତାଙ୍କ ପରିବାର କୁ ୩0 ହଜାର ଟଙ୍କା ପ୍ରଦାନ l
ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅଇଁଠାପାଲି ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ଜଣେ ନାବାଳିକା, ଜନ୍ମରୁ ମୁକ ବଧିର ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା ଘଟିବାର ୫ ଦିନ…
କିମସ କୋବିଡ ହସପିଟାଲରେ ପ୍ରଥମ ସନ୍ତାନ ଜନ୍ମ
ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟରେ ଦିନକୁ ଦିନ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କିମସର ସ୍ଵତନ୍ତ୍ର କୋବିଡ ହସପିଟାଲ କାରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବା ସହ କାରୋନା ଆକ୍ରାନ୍ତ ପ୍ରସୂତିଙ୍କ ପୁତ୍ର ସନ୍ତାନ ପ୍ରସବ ସଫଳତାର…
ଶୁଣ୍ଢିମୁଣ୍ଡାରେ ପାନୀୟ ଜଳର ଅଭାବ: ୫ ରେ ବୌଦ୍ଧ -ରେଢାଖୋଲ ରାସ୍ତା ଅବରୋଧ
ଗ୍ରାମବାସୀ ଦେଲେ ଧମକ: ଉପଜିଲ୍ଲାପାଳଙ୍କୁ ଦେଲେ ଦାବି ପତ୍ର
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଦିନକୁ ଦିନ ରାଜ୍ୟରେ ପ୍ରଚଣ୍ଡ ଖରା ତାତି ବଢିଚାଲିଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଅଭାବ ଦେଖା ଦେଇଛି। ସେହିପରି…
ରେଢ଼ାଖୋଲରେ ପଙ୍ଗପାଳ, ଚାଷୀ ଆତଙ୍କିତ
ରେଢ଼ାଖୋଲ ଉପଖଣ୍ତ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥାନୀୟ ରେଳ ଷ୍ଟେସନ ନିକଟରେ ଆଜି ସକାଳେ ଏକ ଅରଖ ଗଛରେ ଦଳେ ପଙ୍ଗପାଳ ପୋକ ବସି ସବୁ ପତ୍ର ଖାଇ ଦେଇଥିବା କିଛି ଲୋକ ଦେଖିଥିଲେ। ଏହି ଖବର ସେହି ଅଞ୍ଚଳରେ ପ୍ରଚାର ହେବା ପରେ ଚାଷୀଙ୍କ ମନରେ ଏକ ଭୟ…
କରୋନା ଅପଡେଟ : ଆଜି ୯୦ ଆକ୍ରାନ୍ତଙ୍କୁ ୬୫ ସୁସ୍ଥ
ଭୁବନେଶ୍ୱର: ଆଜି ୯୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୬୫ ଜଣ | ଫଳରେ ମୋଟ ୨,୪୭୮ଆକ୍ରାନ୍ତଙ୍କ ମଧ୍ୟରୁ ସକ୍ରିଙ୍କ ସଂଖ୍ୟା ରହିଛି ୯୮୮ | ଏଯାଏ ମୋଟ ସୁସ୍ଥ ହେଲେଣି ସୁସ୍ଥ ହୋଇଛନ୍ତି ୧,୪୮୧ ଜଣ |
ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ୨ଜଣ,…
୨୩ ଗ୍ରାମ ବ୍ରାଉନ ସୁଗାର ଜବତ ; ୨ଗିରଫ କୋର୍ଟ ଚାଲାଣ
ସୋହେଲା(ଶାସକ ପ୍ରଶାସକ)- ବରଗଡ ଜିଲ୍ଲା ସୋହେଲା ପୋଲିସ ରାୟପୁରରୁ ବରଗଡ଼କୁ ଏକ ବାଇକରେ ବ୍ରାଉନ ସୁଗାର ଚୋରା ଚାଲଣ କରୁଥିବା ଅଭିଯୋଗରେ ୨ ଜଣକୁ ପୋଲିସ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବରଗଡ ଥାନା ଖଜୁରଟିକିରାର ଅରସଦ ଓରଫ ରାଜା ଖାନ(୩୨) ଓ ସୋହେଲା ଥାନା ବିନ୍ଧନପାଲି…
ରାଜ୍ୟରେ ପୁଣି 90 କରୋନା ପଜିଟିଭ
ଭୁବନେଶ୍ୱର : ରାଜ୍ୟରେ ଆଉ 90 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୨,୪୭୮ରେ ପହଞ୍ଚିଛି । ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳରେ ଜଣେ, ବାଲେଶ୍ୱରରେ ଜଣେ, ବରଗଡ଼ରେ ଜଣେ, ଭଦ୍ରକ ୯ଜଣ, କଟକ ୫ଜଣ, ଢେଙ୍କାନାଳ ୧୦ଜଣ, ଗଞ୍ଜାମ ୨୨ ଜଣ, କଳାହାଣ୍ଡିରେ ଜଣେ,…
କରୋନା ସଚେତନତା ପାଇଁ ସାଇକେଲରେ ଶିଳ୍ପ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର
ଜୁନାଗଡ଼ / ଆଦିତ୍ୟ ମହାନ୍ତି : ଲାକଡାଉନ ପରେ ରାଜ୍ୟରେ ଅନଲକ ୧ ରେ ସରକାର କିଛି କଟକଣାକୁ କୋହଳ କରିଥିବା ବେଳେ ସାମାଜିକ ଦୁରତା ଓ ମାସ୍କ ପିନ୍ଧିବା କୁ ବାଧ୍ୟତାମୂଳକ କରିଛନ୍ତି ଲୋକଙ୍କୁ | ଏହି ବିଷୟରେ ଲୋକଙ୍କ ପାଖରେ ସଚେତନତାର ବାର୍ତ୍ତା ଦେବା ପାଇଁ ଜୁନାଗଡ଼ ବିଧାୟକ ରାଜ୍ୟ ଗୃହ…
କରୋନା ଲଢ଼େଇରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ
ପ୍ରଦେଶ କଂଗ୍ରେସ କମିଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତିର ପର୍ଦ୍ଦାଫାଶ କରାଯିବ
କଂଗ୍ରେସ ସାଧାରଣ ଜନତାଙ୍କ ପାଖରେ ରହି ଲଢ଼େଇ ଜାରି ରଖିଛି
ଭୁବନେଶ୍ୱର(ଶାସକ ପ୍ରଶାସକ)– କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର କରୋନା ମୁକାବିଲା ଏବଂ…