ବିଜୁ ଯୁବଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ 

ଭୁବନେଶ୍ୱର(ଶାସକ ପ୍ରଶାସକ): ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ମହାମାରୀ ସମୟରେ ରକ୍ତଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଅମରେଶ ପତ୍ରୀଙ୍କ ନେତୃତ୍ୱରେ ଯୁବ ଜନତା ଦଳର ରାଜ୍ୟ ସାଙ୍ଗଠନିକ…

ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସେବା କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର – ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଆଜି ଭୁବନେଶ୍ୱର ମଧ୍ୟମ ଯୁବ କଂଗ୍ରେସ ପକ୍ଷରୁ ସଭାପତି ସଂକୁନା କହଁରଙ୍କ ନେତୃତ୍ୱରେ କଂଗ୍ରେସ ଭବନ ସମ୍ମୁଖରେ ଏକ ସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି ସେବା କେନ୍ଦ୍ରକୁ ଜଟଣୀ ବିଧାୟକ…

ମାସ୍କ ଯାଞ୍ଚ କଡା କଡ଼ି କଲା ଜଗଦଲପୁର ପୋଲିସ

ଝାରବନ୍ଧ-ମନୋହର ଦାଶ : କରୋନା ମହାମାରୀ ରୋକିବାକୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଜରୁରୀ ଅଟେ ।ତେଣୁ ରାଜ୍ୟ ସରକାର ମାସ୍କ କୁ ବାଧ୍ୟତା ମୂଳକ କରିଛନ୍ତି ।ଏହାକୁ କଡାକଡି ଭାବେ ଲାଗୁ କରିବାକୁ ମଧ୍ୟ ନିର୍ଦେଶ ରହିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସ୍ତରୀୟ ଜଗଦଲପୁର ଥାନା ଧରାଭଟା…

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ଜୁନ୍ ୧୧ ସୁଦ୍ଧା ଓଡିଶା ଛୁଇଁପାରେ ମୌସୁମୀ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଉତରପଶ୍ଚିମ ଏବଂ ଏହାର ସଂଲଗ୍ନ ବଙ୍ଗୋପ ସାଗରରେ ଜୁନ୍ ୮ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେଉଥିବା କାରଣରୁ ଓଡ଼ିଶାରେ ଜୁନ୍ ୯ ରୁ ୧୧ ତାରିଖ ମଧ୍ୟରେ ଦକ୍ଷିଣପଶ୍ଚିମ ମୌସୁମୀ ପ୍ରବେଶ କରିବାର ସମ୍ଭାବନା ଥିବା ମଙ୍ଗଳବାର ଆକଳନ କରିଛି ଶିକ୍ଷା ଓ ଅନୁସନ୍ଧାନ…

ଇସ୍ତଫା ପରେ ବିଜେପିରେ ମୃଦୁ କମ୍ପନ : ଉଦ୍ୟମ ଚାଲିଛି ଭାଙ୍ଗିବାକୁ ଜଗନ୍ନାଥଙ୍କ ମାନ 

ଭୁବନେଶ୍ୱର (ଶାସକ ପ୍ରଶାସକ) :  " ମୁଁ ଜଗନ୍ନାଥ ପ୍ରଧାନ , ଝାରପଡା , ଭୁବନେଶ୍ୱର |ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି | ଏହା ମୋର ନିଜ କାରଣ ଯୋଗୁ ଏହି ବଡ ନିଷ୍ପତ୍ତି ନେଲି | ଗତ ୨୫ ବର୍ଷ ଧରି ମୁଁ ଏହି ଦଳରେ ରହି ଦଳ ସହିତ ମୋର ସମ୍ମାନ ରଖିଛି |…

ଘଣ୍ଟା ଘଣ୍ଟା ଧରି ଆଘୋଷିତ ବିଦ୍ୟୁତ କାଟ : ଇଣ୍ଟରନେଟ ସଂଯୋଗ ବି ନାହିଁ ଲୋକ ଛଟପଟ 

ଘୁ.ଉଦୟଗିରି / ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିବାସୀ ବହୁତ ଦିନ ଦେବ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି I ଘୁ.ଉଦୟଗିରି ଠାରେ ଘଣ୍ଟା ଘଣ୍ଟା ଧରି ଆଘୋଷିତ ବିଦ୍ୟୁତ କାଟ ହେଉଛି I  ଆଘୋଷିତ ବିଦ୍ୟୁତ କାଟ ହେଲେ BSNL ମୋବାଇଲ ସେବା ବନ୍ଦ ହେଉଛି…

“ବନ୍ଦେ ଉତ୍କଳ ଜନନୀ”କୁ ସରକାରୀ ସ୍ବୀକୃତି ପାଇଁ ବିଶ୍ବ ଓଡ଼ିଆ ସମ୍ମିଳନୀର ମୁଖ୍ୟମନ୍ତ୍ରୀଙ୍କୁ ଚିଠି 

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ବାନରେ ଓଡ଼ିଶା ସମେତ ଦେଶବିଦେଶରେ ଗାନ କରାଯାଇଥିଲା ଉତ୍କଳ ସଂଗୀତ "ବନ୍ଦେ ଉତ୍କଳ ଜନନୀ"ର ସଫଳତା ପାଇଁ ଓଡ଼ିଶାର ଭାଷାଭିତ୍ତିକ  ଅନୁଷ୍ଠାନ ପକ୍ଷରୁ ସଭାପତି ଡକ୍ଟର ମୁରଲୀ ମନୋହର ଶର୍ମା , ସମ୍ପାଦକ  ବିଭୁପ୍ରସାଦ ନାୟକ ( ଧର୍ମଛଡା)…

‘ଓଡିଶା ଲକଡାଉନ୍ – ୫’  ଗରିବ ଓ ଜନସ୍ୱାର୍ଥ ବିରୋଧି – କଂଗ୍ରେସ

ଭୁବନେଶ୍ୱର – ଓଡିଶା ସରକାରଙ୍କ ଦିଶାହୀନ କରୋନା ମୁକାବିଲା ନୀତି ଯୋଗୁଁ ଆଜି ରାଜ୍ୟରେ ମହାମାରୀର ସ୍ଥିତି ଏକ ସ୍ୱାସ୍ଥ୍ୟ ସେବା ସମସ୍ୟା ବା ପ୍ରସଙ୍ଗ ନହୋଇ ଏହା ଏକ ହ୍ୟୁମାନ ଡିସ୍‌ଟ୍ରେସ୍ ବା ଅଭାବନୀୟ ମାନବ ଯନ୍ତ୍ରଣା, ଆଇନ୍‌ଶୃଙ୍ଖଳା ଏବଂ ଗୁରୁତର ଆର୍ଥିକ ଦୁଃସ୍ଥିତିର ରୂପ ନେଇଛି ।…

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମ୍ୟ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାଗୃହରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ  ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ…

ଗଜପତିରେ ମଙ୍ଗଳବାର ପୁଣି ନୂଆ ୪ଟି କରୋନା ପଜିଟିଭ୍

http://www.youtube.com/watch?v=IoN6m2VbDLQ  ଭିଡିଓ ମାଧ୍ୟମରେ ସୂଚନା ଦେଲେ ଜିଲ୍ଲାପାଳ ଅନୁପମ ସାହା ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ମଙ୍ଗଳବାର ଦିନ ପୁଣି ନୂଆ ୪ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଭିଡିଓ ମାଧ୍ୟମରେ ସୂଚନା ଦେଲେ ଗଜପତି…