Sign in
Sign in
Recover your password.
A password will be e-mailed to you.
ସମବାୟ ସୂତ୍ରରେ ଲୁଟ : ମିଳିମିଶି ଖାଇଯାଇଛନ୍ତି ୫କୋଟିରୁ ଉର୍ଧ୍ଵ ଟଙ୍କା!!!!!
କୁରାଳ ସେବା ସମବାୟ ସମିତି ଜମାଅର୍ଥ ହଡପ ଘଟଣା
୫କୋଟିରୁ ଉର୍ଦ୍ଧ ଜମାଅର୍ଥ ହେରଫେର ନେଇ ତଦନ୍ତ ଆରମ୍ଭ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ସହବନ୍ଧିତ କୁରାଳ କୃଷି ସମବାୟ ସମିତିରେ ପ୍ରାୟ ୭ଶହ ଜମାକାରୀଙ୍କ ୫କୋଟିରୁ ଉର୍ଦ୍ଧ ଜମାଅର୍ଥ ହେରଫେର…
ଟିଟିଲାଗଡରେ ମାସ୍କ୍ କୁ ନେଇ ପୋଲିସ ସକ୍ରିୟ ।
ଟିଟିଲାଗଡ (ଗୌରବ ଦର୍ଜୀ)- Covid-19 ର 5.0 ରେ ସାରା ଦେଶରେ ସାଧାରଣ ଜନତାଙ୍କୁ କିଛି ମାତ୍ର ରେ ରିହାତି ଦିଆଯାଇଛି। ଯାହା ଫଳରେ ଦୋକାନ ବଜାର ଖୋଳା ଯାଇପାରୁଛି। ଯାନବାହାନ ଗମନାଗମନ କରିବା ପାଇଁ ଜନସାଧାରଣ ଆଶ୍ଵସ୍ଥି ପାଇଲେ। କିନ୍ତୁ ସରକାର ନିର୍ଦେଶ ଜାରି କରିଛନ୍ତି ସାମାଜିକ ଦୂରତା…
ଓଡିଶା ମୋ ପରିବାର” ସହାୟତା କେନ୍ଦ୍ର : ଗୋଟେ ଦିନରେ ୨୧୫ ଜଣ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଅଇଁଠାପାଲି ଠାରେ "ଓଡିଶା ମୋ ପରିବାର" ସହାୟତା କେନ୍ଦ୍ର ର ଆଜି ଷଷ୍ଠ ଦିନ ରେ ୨୧୫ ଜଣ ପ୍ରବାସୀ ଶ୍ରମିକ ଙ୍କୁ ସହାୟତା ପ୍ରଦାନ କରା ଯାଇଛି I ଆଜି ସହାୟତା କେନ୍ଦ୍ର କୁ କୁଚିଣ୍ଡା ବିଧାୟକ କିଶୋର ନାୟକ ଆସି ପ୍ରବାସୀ ଶ୍ରମିକ ମାନଙ୍କୁ…
ସମ୍ବଲପୁର : ଆକ୍ରାନ୍ତ ସଂଖ୍ୟା ୧୫, ବାମରା ବ୍ଲକ ଛୁଁଇଲା କରୋନା !
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ବାମରା ବ୍ଲକ ରେ ପାଦ ଦେଇଛି କରୋନା l ଆଜି ସମ୍ବଲପୁର ଜ଼ିଲ୍ଲାରୁ କରୋନା ପଜିଟିଭ ଚି଼ହ୍ନଟ ୩ ଜଣ ବ୍ୟକ୍ତି ଙ୍କ ମଧ୍ୟରୁ ୨ ଜଣ ବାମରା ବ୍ଲକ ର ହୋଇଥିବା ବେଳେ ଜଣେ ମହା ନଗର ନିଗମ ଅଂଚଳର ବୋଲି ଜଣାଯାଇଛି l ତେବେ କରୋନା ପଜିଟିଭ ଚି଼ହ୍ନଟ ବାମରା…
ଶୁଣିବା ପରେ ଲଜ୍ୟାରେ ଲୋକଙ୍କ ମୁଣ୍ଡ ନଇଁଯାଉଛି, ପ୍ରଶାସନକୁ ଲାଜ ଲାଗୁଛି କି ନାହିଁ କେଜାଣି !
ଧନ୍ୟ ପ୍ରଶାସନର ଶିଶୁ ଓ ବାଳିକା ସୁରକ୍ଷା କାର୍ଯ୍ୟକ୍ରମ
ସଦର ଏସଡିପିଓଙ୍କ କାର୍ଯ୍ୟାଳୟ ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ
ଘଟଣାଟି ୫ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ ଖବର ନାହିଁ l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଲଜ୍ୟା, ଲଜ୍ୟା, ଲଜ୍ୟା l …
ଅଞ୍ଚଳରେ ଉତ୍କଟ ପାନୀୟ ଜଳ ଯୋଗାଣ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟିଲେ ସାଖିପଡାବାସୀ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ର ତାପ ଉପରେ ଜଳ କଷ୍ଟ ସମ୍ବଲପୁର ସହରବାସୀ ଙ୍କୁ କରିଦେଇଛି ଅତିଷ୍ଠ । ମହାନଗର ନିଗମର ର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟା ରୁ ବର୍ତ୍ତି ନାହିଁ । ବିଶେଷ କରି ସଖିପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟ ଜଳ ଯୋଗାଣ କୁ ନେଇ…
ବାହାଘର ହେଲା : ବାଜା ବାଜିଲାନି ବରଯାତ୍ରୀ ନଥିଲେ
ଆଦର୍ଶ ବିବାହ ପରେ ବିବାହ ଖର୍ଚ୍ଚକାଟ ବାବଦ ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀଙ୍କ ରିଲିଫପାଣ୍ଠିକୁ
ନିଆରା ଉଦାହରଣ ସୃଷ୍ଟି କଲେ ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଗରୁ ବାହାଘର ଠିକ ହୋଇସାରିଥିଲା | ହେଲେ କରୋନା ସାଜିଥିଲା…
ସାଂସଦ ନିଖୋଜ ପୋଷ୍ଟର ମାମଲା ଗିରଫଦାରୀକୁ କଂଗ୍ରେସର ନିନ୍ଦା
ବାଲେଶ୍ୱର(ଶାସକ ପ୍ରଶାସକ): କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ନିଖୋଜ ପୋଷ୍ଟର ମାମଲାରେ ଦୁଇଜଣଙ୍କ ଗିରଫକୁ ନେଇ କଂଗ୍ରେସ ଦଳ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି । ଏନେଇ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ନିରବ ପ୍ରଦିବାଦ ପ୍ରଦର୍ଶିତ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ…
ମୋଦି ସରକାରଙ୍କ ଦ୍ୱିତୀୟ ପାଳି: ବିକାଶର ବର୍ଷିକିଆ ରିପୋର୍ଟ କାର୍ଡ ରଖିଲେ କେନ୍ଦ୍ରମନ୍ତ୍ରୀ
ବାଲେଶ୍ୱର,(ଶାସକ ପ୍ରଶାସକ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର କଥାରେ ନୁହେଁ ବରଂ ସର୍ବଦା କାର୍ଯ୍ୟରେ କରି ଦେଖାଇ ଥାଏ ବୋଲି କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦମ୍ଭର ସହ ପ୍ରକାଶ…
କସ୍ତୁରବା ଗାନ୍ଧୀ ମାତୃନିକେତନରେ ସବୁ ଅଭିଯୋଗର ତଦନ୍ତ କଲେ ଜିଲ୍ଲାସ୍ତରୀୟ ଅଧିକାରୀ
ବରଗଡ :- ଦିନଥିଲା ସମଗ୍ର ପଶ୍ଚିମ ଓଡିଶାରେ କସ୍ତୁରବା ଗାନ୍ଧୀ ମାତୃନିକେତନ ନିଜର ନିଃସ୍ୱାର୍ଥପର ସେବା ପାଇଁ ବେଶ ସୁନାମ ଅର୍ଜନ କରିଥିଲା । ମହାନ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରି ( ବଡମାଁ ) ଙ୍କର ଦ୍ୱାରା ସ୍ଥାପନ କରାଯାଥିବା ଏହି ଅନୁଷ୍ଠାନ ଗତ କିଛି ବର୍ଷ ହେଲା କ୍ରମାଗତ ଭାବରେ…