Sign in
Sign in
Recover your password.
A password will be e-mailed to you.
ଆସାମରୁ ବିମାନ ଯୋଗେ ଫେରିଲେ ୭୦ ଶ୍ରମିକ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା : ଗଞ୍ଜାମ ଜିଲ୍ଲାର ୭୦ ଶ୍ରମିକ ଆସାମରେ ଫସି ରହିଥିବା ବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ସ୍ୱତନ୍ତ୍ର ବିମାନ ଯୋଗେ ଜୁନ ୩ ତାରିଖ ରାତ୍ରରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ଗଞ୍ଜାମ ଜିଲ୍ଲାର ୭୦ ଜଣ ଶ୍ରମିକ…
ଏବେ ସହରୀ ଜଙ୍ଗଲକୁ ଗୁରୁତ୍ଵ ଦେଇ ପାଳିତ ହେବ ବିଶ୍ଵ ପରିବେଶ ଦିବସ
ଦେଶର ୨୦୦ ମହାନଗରୀରେ ଉଦ୍ୟାନ ଥିବା ସତ୍ଵେ ଜଙ୍ଗଲ ନଥିବାରୁ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି
ନୂଆଦିଲ୍ଲୀ/ଏସପିବି : ପ୍ରତିବର୍ଷ ଜୁନ 5 ତାରିଖ ଦିନ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଥାଏ । ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ବିଷୟବସ୍ତୁ ଅନୁସାରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ…
ଓପେକ ମହାସଚିବଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା
ବୈଶ୍ଵିକ ଶକ୍ତି ସନ୍ତୁଳନ ହାସଲ କରିବା ଲାଗି ଦାୟିତ୍ଵବାନ ପଦକ୍ଷେପ ନେବାକୁ ଶ୍ରୀ ପ୍ରଧାନଙ୍କ ଆହ୍ୱାନ
ନୂଆଦିଲ୍ଲୀ/ଏସପିବି : କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଓପେକ ମହାସଚିବ ଡଃ ମହମ୍ମଦ…
ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଉପରେ ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ
ଭୁବନେଶ୍ୱର,(ଶାସକ ପ୍ରଶାସକ): ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ କୋଭିଡ୍-୧୯ ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନଯୋଜନାଗୁଡ଼ିକର ସମୀକ୍ଷା କରିଥିଲୋ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଅଜିତ…
ଜାତିସଂଘର ସହକାରୀ ମହାସଚିବ ସତ୍ୟ ଏସ. ତ୍ରିପାଠୀଙ୍କ ସହ ଭିଡିଓ କନଫରେନସିଂରେ କଥା ହେଲେ ଧର୍ମେନ୍ଦ୍ର
ବର୍ଜ୍ୟ ବସ୍ତୁରୁ ଉର୍ଜା କାର୍ଯ୍ୟକ୍ରମରେ ଭାରତକୁ ବିଶ୍ୱରେ ଅଗ୍ରଣୀ କରିବା ପାଇଁ ଉଦ୍ୟମ କରିବା - ଧର୍ମେନ୍ଦ୍ର ପ୍ରଧାନ
• ସିବିଜି, ଜୈବ ଇଥାନଲ, ଜୈବ ସାର ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ଥିବା ସମ୍ଭାବନା ଦିଗରେଆଲୋଚନା
• ଦେଶରେ ପର୍ଯ୍ୟାୟକ୍ରମେ ପ୍ରତିଷ୍ଠା କରାଯାଉଥିବା ୫ ହଜାର ସିବିଜି…
ଖଣି ଅଂଚଳର ବିକାଶ ପାଇଁ ଉପଜିଲ୍ଲାପାଳଙ୍କ ଉଚ୍ଚସ୍ତରୀୟ ବୈଠକ
ଚମ୍ପୁଆ, (ଶାସକ ପ୍ରଶାସକ ): ଯୋଡ଼ା, ବଡ଼ବିଲ ଖଣି ଅଂଚଳରେ ବିକାଶ ନିମନ୍ତେ ଚମ୍ପୁଆ ଉପଜିଲ୍ଲାପାଳ ତଥା ବଡ଼ବିଲ ପୌରପାଳିକା ପ୍ରଶାସକ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ବଡ଼ବିଲ ପୌରପାଳିକା ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖଣି ଅଂଚଳରେ ଯାନବାହନ ଚଳାଚଳ,…
ଲକ ଡାଉନ କୋହଳ ହୋଇଛି ଜୀବିକା ପାଇଁ, ଜୀବନକୁ ବିପନ୍ନ କରିବାକୁ ନୁହେଁ : ମୁଖ୍ୟମନ୍ତ୍ରୀ
ଲକ ଡାଉନ କୋହଳ ହେଲା ମାନେ ନୁହେଁ ଯେ କରୋନା ଚାଲିଗଲା
ପ୍ରବାସୀ ଓଡ଼ିଆ ଭାଇମାନେ ଆସୁଛନ୍ତି, ପୁଣି ମୁଣ୍ଡ ଉପରେ ମୌସୁମୀ
ସଟ ଡାଉନ ଓ କର୍ଫ୍ୟୁ ମିଶି ଆମେ ୧୭ ଦିନ ରହିବା ଘରେ , ସଂକ୍ରମଣରୁ ଦୂରରେ
ଭୁବନେଶ୍ୱର (ଶାସକ ପ୍ରଶାସକ) : " କରୋନା ବିରୋଧରେ ଦୁଇମାସ ହେଲା…
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଦେଲା ବିଦ୍ୟାର୍ଥୀ ପରିଷଦ
ବିଜେପୁର/ରାଜେଶ୍ୱର ବେହେରା : କରୋନା ମହାମାରୀ ପ୍ରତିହତ କରିବାରେ ଚିକିତ୍ସକ, ନର୍ସ, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ଅଗ୍ନିଶମ କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ନିଜର ପରିବାର ତଥା ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ସେମାନେ କର୍ତ୍ତବ୍ଯ ସଂପାଦନ କରୁଛନ୍ତି। ତେଣୁ ସେମାନଙ୍କୁ ଉତ୍ସାହିତ…
ସମ୍ବଲପୁର ରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ, ୧୬ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ଆଜି ସମ୍ବଲପୁରରେ ପୁଣି ଜଣେ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ଜଣକ ମହା ନଗର ନିଗମ ଅଂଚଳର ୪୫ ବର୍ଷ ବୟସ ଜଣେ ପୁରୁଷ ଏବଂ ସେ ହୀରାକୁଦ ଲରପଙ୍କ ସ୍ଥିତ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଥିଲେ ବୋଲି…
ଖବର ପ୍ରକାଶନ ପରେ ଚେତିଲା ପ୍ରଶାସନ, ରେଡ଼କ୍ରସ ପକ୍ଷରୁ ପୀଡିତାଙ୍କ ପରିବାର କୁ ୩0 ହଜାର ଟଙ୍କା ପ୍ରଦାନ l
ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛ ପଟେ ନାବାଳିକା ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅଇଁଠାପାଲି ସଦର ଏସଡିପିଓ ଙ୍କ କାର୍ଯ୍ୟାଳୟ ପଛପଟେ ଜଣେ ନାବାଳିକା, ଜନ୍ମରୁ ମୁକ ବଧିର ଦିବ୍ୟାଙ୍ଗ ଯୁବତୀ ଙ୍କୁ ଦୁଷ୍କର୍ମ ଘଟଣା ଘଟିବାର ୫ ଦିନ…