Sign in
Sign in
Recover your password.
A password will be e-mailed to you.
ଆଜି ବି ଡବଲ ସେଞ୍ଚୁରୀ , ଦୁଇଜଣଙ୍କ ଦେହାନ୍ତ : ଆକ୍ରାନ୍ତଙ୍କ ସଂଖ୍ୟା ଟପିଲା ୭୦୦୦
ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦୬ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ ୧୯୨ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ଯୋଇଥିବା ବେଳେ ୧୪ ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ବାରାମୂଳା ନୌଗାମ ସେକ୍ଟରରେ ଉତ୍ତେଜନା
ନୂଆଦିଲ୍ଲୀ(ଏଜେନ୍ସି) ପାକିସ୍ଥାନ ଉଲ୍ଲଙ୍ଘନ କରିଛି ଯୁଦ୍ଧବିରତି | ଆଜି ଭୋର ସମୟରେ ବାରାମୁଳା ନୌଗାମ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା ନିକଟରେ ହୋଇଛି ଏହି ଉଲ୍ଲଂଘନ | ପାକଁ ସେନା ପକ୍ଷରଯୁ ଗୋଳା ବର୍ଷଣ, ଭାରତୀୟ ସେନାର ପାଲଟା ଉତ୍ତର |
କେନ୍ଦ୍ରରୁ ଫେରିବା ପରେ ସତ୍ୟବ୍ରତଙ୍କୁ ଏମଏସଏମଇ
ଭୁବନେଶ୍ୱର (ଶାସକ ପ୍ରଶାସକ) କେନ୍ଦ୍ରୀୟ ଡେପୁଟେସନ ସାରି ଫେରିଥିବା ବରିଷ୍ଠ ଆଇଏଏସ୍ ଅଫିସର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମଏସଏମଇ) ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଅବସ୍ଥାପିତ କରିଛନ୍ତି | ଏହି ଦାୟିତ୍ୱଟି ଆଇଏଏସ୍ ହେମନ୍ତ ଶର୍ମାଙ୍କ…
୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ
ନୂଆଦିଲ୍ଲୀ : ଗୁଇନ୍ଦା ବିଭାଗ ତଥ୍ୟକୁ ଆଧାରକରି ଭାରତ ସରକାର ଟିକଟକ ସମେତ ମୋଟ ୫୯ଟି ଚାଇନିଜ ମୋବାଇଲ ଆପକୁ ଭାରତରେ ନିଷିଦ୍ଧ କରିଛନ୍ତି | ସେଗୁଡିକ ମଧ୍ୟରେ ଟିକଟକ, ଜୁମ,ସେୟାରଇଟ,ୟୁସି ବ୍ରାଉଜର, ଜେଣ୍ଡର, ୱେଇବୋ, ୟୁସି ନ୍ୟୁଜ, କ୍ଲବ ଫାକ୍ଟ୍ରି, ହେଲୋ, ନ୍ୟୁଜଡଗ, କାମ ସ୍କାନର, ଡିୟୁ…
କେ କେ ବେଣୁଗୋପାଳଙ୍କ ପୁନଃନିଯୁକ୍ତି
ନୁଆଦିଲ୍ଲୀ (ଶାସକ ପ୍ରଶାସକ) : ବରିଷ୍ଠ ଅଧିବକ୍ତା କେ କେ ବେଣୁଗୋପାଲଙ୍କୁ ଭାରତର ଆଟର୍ଣ୍ଣି ଜେନେରାଲ ଭାବେ ବର୍ଷକ ପାଇଁ ପୁନଃ ନିଯୁକ୍ତି ମିଳିଛି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀ ବେଣୁଗୋପାଳଙ୍କ ପୁନଃନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି | ଏହି ମର୍ମରେ କେନ୍ଦ୍ର ସରକାରଙ୍କ ଆଇନ…
ଜୁଲାଇ ୩୧ ଯାଏ ଅନଲକ-୨ : ଶିକ୍ଷାନୁଷ୍ଠାନ ବନ୍ଦ, କର୍ଫ୍ୟୁ ରାତି ୧୦ରୁ ସକାଳ ୫
ନୂଆଦିଲ୍ଲୀ : ଦିନକୁ ଦିନ ଦେଶରେ କୋବିଦ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁ ଦେଶବ୍ୟାପୀ ଲକଡାଉନ (ମାନେ ଅନଲକ-୧ ସ୍ୱରୂପ) କୁ ଜୁଲାଇ ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ନିଷ୍ପତ୍ତି ନେଇଛନ୍ତି | ଅର୍ଥାତ ଅନଲକ-୨ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ | ହେଲେ କିଛିଟା ପରିବର୍ତ୍ତନ…
ସୁନାମୁହିଁ ବାହ୍ୟ ଆକ୍ରାନ୍ତଙ୍କ ସମ୍ପର୍କୀୟଙ୍କ ଠାରେ କରୋନା ଚିହ୍ନଟ
ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ତହସିଲ ଅନ୍ତର୍ଗତ ସୁନାମୁହିଁ ଗ୍ରାମରୁ ରବିବାର ଦିନ ଜଣେ ବ୍ୟବସାୟୀ ବାହ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣର ସମ୍ଭାବନା ସୃଷ୍ଟି ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କର ଦେହ ଖରାପ ହେବାରୁ ସେ ଓଡ଼ଗାଁ ଗୋଷ୍ଠୀ…
କଂଗ୍ରେସର ସଂସ୍କାର ରାଜସ୍ୱ ଲୁଟିବା ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂସ୍କାର ଗରିବଙ୍କ ସେବା କରିବା –…
କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିବୃତି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା
• ମୋଦି ସରକାରରେ ଟଙ୍କା ଡିବିଟି ଜରିଆରେ ଗରିବଙ୍କ ପାଖରେ ପହଁଚୁଛି ମାତ୍ର କଂଗ୍ରେସ ସରକାରରେ ଟଙ୍କା ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଡିବିଟି ହେଉଥିଲା
• ଏପ୍ରିଲ ଓ ମେ ମାସରେ ପେଟ୍ରୋଲ…
ଫରିଦାବାଦରେ ଇଣ୍ଡିଆନ ଅଏଲର ଦ୍ୱିତୀୟ ଆର ଏବଂ ଡି କ୍ୟାମ୍ପସର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ
• ଭିସି ଯୋଗେ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ମିଳିତ ଭାବେ ଉଦଘାଟିତ
• ଆର ଏବଂ ଡି ସେଂଟର ଆତ୍ମନିର୍ଭର ଭାରତର ଚାବିକାଠି
• ଉର୍ଜା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ବଡ ପଦକ୍ଷେପ
• କୃଷି ବର୍ଜ୍ୟ ବସ୍ତୁରୁ ବିକଳ୍ପ ଇନ୍ଧନ ପ୍ରସ୍ତୁତ କରିବାରେ ବଡ ଭୂମିକା ନେବ ହରିୟାଣା…
ମୋରଡ଼ା ବିଧାନସଭା କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନସମ୍ବାଦ ରାଲି
ବାରିପଦା(ଦିଲ୍ଲୀପ ମହାନ୍ତି)- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାରର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ହୋଇସାରିଛି । ଏହି ସମୟରେ ଦେଶରେ ବହୁ ଉନ୍ନୟନମୂଳକ ଜନ ହିତକର କାର୍ଯ୍ୟ କରାଯାଇ ଥିବା ବେଳେ କିଛି କାର୍ଯ୍ୟକ୍ରମ ଜାରି ରହିଛି ।…