ତ୍ୱରିତ  ଜମିପଞ୍ଜିକରଣ ଓ ପଟ୍ଟା ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ 

ସୁନ୍ଦରଗଡ଼ (ହୋରାଚାନ୍ଦ ଦେଉରିଆ) :-  ଜ଼ିଲ୍ଲା ସବ-ରେଜିଷ୍ଟାର ତ୍ରିଦେବ ପ୍ରଧାନଙ୍କ ଦ୍ୱାରା ଜମି  ପଞ୍ଜିକରଣ କାର୍ଯ୍ୟକ୍ରମ ଆରମ୍ଭ କରାଗଲା ଓ ପଞ୍ଜିକରଣ ସାରି ସୁନ୍ଦରଗଡ଼ ସଦର ତହସିଲଦାର କାର୍ଯ୍ୟାଳୟକୁ ସମସ୍ତ ଡକୁମେଣ୍ଟ ପଠାଗଲା l ସୁନ୍ଦରଗଡ଼ ସଦର ତହସିଲଦାର କାର୍ଯ୍ୟାଳୟରେ  ସମସ୍ତ…

୩ ଦିନିଆ ସଟଡାଉନ୍ ସମୟରେ  କରୋନା ଲକ୍ଷଣ ଥିବା ତଥ୍ୟ ସଂଗ୍ରହ କରୁଛି ଜିଲ୍ଲା ସ୍ୱାସ୍ଥ୍ୟ ଟିମ୍ 

http://www.youtube.com/watch?v=Qg1r60pl_Zk ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ କିଛି ଦିନ ହେଲା ଗଜପତି ଜିଲ୍ଲାରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସବୁ ପଜିଟିଭ କେସ୍ ମୁଖ୍ୟତଃ ପାରଳାଖେମୁଣ୍ଡି ସମେତ ଗୋଷାଣୀ ବ୍ଲକ , ଗୁମ୍ମା ବ୍ଳକ ଓ କାଶୀନଗର…

ଚାଷୀଙ୍କ ମୁହଁରେ ହସ ଆଣିଲେ ଦୀପା 

 ବରଗଡ :- ଚାଷୀମାନେ ହେଉଛନ୍ତି ଦେଶର  ଅନ୍ନଦାତା ଆଉ ଚାଷୀଙ୍କ ଭରଷା ଇନ୍ଦ୍ରଦେବତା ବା ବର୍ଷା । ବିଶେଷକରି ଚାଷୀ  ମୌସୁମୀ ବର୍ଷା ବା ସଂରକ୍ଷିତ ଜଳ ଉପରେ ଭରସା କରିଥାଏ । ସରକାର ବର୍ଷା ଜଳ ବା ବୋହିଯାଉଥିବା ଜଳ କୁ ସଂରକ୍ଷିତ କରି ରଖିବା ପାଇଁ ଅନେକ ଅର୍ଥ ବ୍ୟୟ କରି ଅନେକ ଚେକ ଡେମ…

ତୈଳ ଦର ବୃଦ୍ଧିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲା କଂଗ୍ରେସ  

ଟିଟିଲାଗଡ (ଗୌରବ ଦର୍ଜି)-କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉ ଥିବା ବେଳେ ପେଟ୍ରୋଲ ଓ ଡିଜେଲ ବାରମ୍ବାର ଦର ବୃଦ୍ଧି ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧା ହେଉଛି। ଏହା ସିଧା ସଳଖ ଜନସାଧାରଣ ଙ୍କ ଚୁଲିମୁଣ୍ଡ ରେ ପ୍ରଭାବ ପକାଉଛି। ବିଗତ କିଛି ଦିନ ରେ ତୈଳ ଦର ବୃଦ୍ଧି ଯୋଗୁଁ…

ଜୁଲାଇ ରଣନୀତି : ଜିଲ୍ଲାପାଳ, ଏସ୍‌.ପିଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

http://www.youtube.com/watch?v=q97Y-T5DzEw ସବୁ ସରକାରୀ କାର୍ଯ୍ୟାଳୟକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ ରଖିବାକୁ ନିର୍ଦ୍ଦେଶ କାର୍ଯ୍ୟାଳୟର ମୁଖ୍ୟ  ରହିବେ ଶୂନ୍ୟ ସଂକ୍ରମଣ ପାଇଁ ଉତ୍ତରଦାୟୀ  ମାସ୍କର ଉପଯୁକ୍ତ ବ୍ୟବହାର ଓ ସାମାଜିକ ଦୂରତା ନିୟମ ଉଲଙ୍ଘନ କ୍ଷେତ୍ରରେ କଡା…

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୋସିଆଲ ୱେଲଫେୟାର ପକ୍ଷରୁ ନବମ ରକ୍ତଦାନ ଶିବିର

ବରଗଡ :- ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଓ ସୋସିଆଲ ୱେଲଫେୟାର ପକ୍ଷରୁ ଆଜି ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଲାଚିଦା ଠାରେ ନବମ ଥର  ରକ୍ତ ଦାନ ଶିବିର ଅନୁଷ୍ଠିତ ହେଇ ଯାଇଛି| ଶିବିର ରେ ବୁର୍ଲା ରକ୍ତ ଭଣ୍ଡାର କୁ ୩୦ ୟୁନିଟ୍(୧୦ ଜଣ ମହିଳା ଓ ୨୦ ଜଣ ପୁରୁଷ ରକ୍ତ ଦାତା) ରକ୍ତ ଦାନ କଲେ।…

ମୟୂରଭଞ୍ଜ : ପଶିଲେ ପାଞ୍ଚ , ବାହାରିଲେ ଦଶ

 ଜିଲ୍ଲାରେ  ୫ ନୂଆ ପଜିଟିଭ ଚିହ୍ନଟ, ସୁସ୍ଥ ହୋଇ  ଫେରିଲେ ୧୦ ଆକ୍ରାନ୍ତ ସଂଖ୍ୟା  ଡବଲ ସେଞ୍ଚୁରୀ ଅତିକ୍ରମ କରି ୨୦୧ରେ ପହଁଞ୍ଚିଲା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୧୪୦ ,  ସକ୍ରିୟ ସଂଖ୍ୟା ୬୦ ଓ ମୃତ୍ୟୁ  ସଂଖ୍ୟା ୦୧ ।…

ଲେବର କାର୍ଡ ଅର୍ଥ ହାତେଇଛନ୍ତି ବହୁ ଅଯୋଗ୍ୟ

ଝାରବନ୍ଧ-ମନୋହର ଦାଶ : ରାଜ୍ୟ ସରକାର ଲେବର କାର୍ଡ ପାଇଥିବା ଶ୍ରମିକ ମାନଙ୍କୁ କରୋନା ସମୟରେ କାର୍ଡ ପିଛା ୧୫୦୦ ଶହ ଟଙ୍କା ପ୍ରଦାନ କରୁଥିବା ବେଳେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକରେ ଏହି ଯୋଜନାରେ ବହୁ ଅଯୋଗ୍ୟ ଶ୍ରମିକ ସରକାରୀ ସହାୟତା ହାତେଇବା ସାଧାରଣରେ ଅଭିଯୋଗ ହେଉଛି ।…

କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ ଚିନ୍ତା ଓ ଭୟରେ ପଞ୍ଚାୟତବାସୀ

ହାଟଡିହି/ ଶାସକ ପ୍ରଶାସକ : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତ ଜୁନ ୨୮ ତାରିଖ ରେ ୫ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ  ପରେ ପଞ୍ଚାୟତବାସୀ ଚିନ୍ତା ପ୍ରକଟ କରିଥିବା ବେଳେ ଭୟ ର ବାତାବରଣ ଖେଳି ଯାଇଛି.ଖବରରୁ ଜଣାଯାଇଛି ଯେ ପଞ୍ଚାୟତ କ୍ଵାରାଣ୍ଟାଇନ ରେ ୨୬ ଜଣ ପ୍ରବାସୀ…

ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ତୈଳ ଦରବୃଦ୍ଧିର ପ୍ରତିବାଦ 

ବରଗଡ :- ମହାମାରୀ କରୋନାରେ ଦେଶ ଆଜି ଘଡିସନ୍ଧି ମୂର୍ହତରେ ଗତି କରୁଛି। ସାଧାରଣ ଲୋକଙ୍କର ଆୟ ପନ୍ଥା ପ୍ରତିମୂହର୍ତରେ ସଂକୁଚିତ ହେବାରେ ଲାଗିଛି। ଲକ୍ଷ ଲକ୍ଷ ଲୋକ ମଧ୍ୟ କାମଧନ୍ଦା ନପାଇ ଅତି ଦୟନୀୟ ଅବସ୍ଥାରେ ଭୋକଉପାସରେ ଦିନ କାଟୁଛନ୍ତି।ଚାଷୀ ଚାଷ କାର୍ଯ୍ୟ ନକରି ହାତ ବାନ୍ଧି ବସିଛି।…