ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କରୋନା ପଜିଟିଭ ଚିହ୍ନଟ 

0

ଭୁବନେଶ୍ୱର : ଓଡ଼ିଶାର କୃଷି କୃଷକ କଲ୍ୟାଣ, ମତ୍ସ୍ୟ ପଶୁସମ୍ପଦ ତଥା ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ ଅରୁଣ ସାହୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ସେ ନିଜେ ଆଜି ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇ ଛନ୍ତି | ସେ ବର୍ତ୍ତମାନ ହୋମ ଆଇସୋଲେସନ ରେ ଅଛନ୍ତି | ସେ ଭଲ ଅଛନ୍ତି ଆଉ ତାଙ୍କ ସହ ଯେଉଁମାନେ ଗତ କିଛି ଦିନ ଭିତରେ ନିଶିଛନ୍ତି  ସେମାନେ ନିଜ ନିଜର ପରୀକ୍ଷା କରାଇନେବା ପାଇଁ ଅନୁରୋଧ କରିଛନ୍ତି ମନ୍ତ୍ରୀ ଡ଼ ସାହୁ | 

ସେ କହିଛନ୍ତି ଯେ.” I have tested Covid positive.

Now I am in home isolation and stable. 

Those who have come in contact with me in the last few days are requested to get themselves tested if required.”

Leave A Reply

Your email address will not be published.