ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ମାଲକାନଗିରି ପୋଲିସ କ୍ୟାଟିଂନରେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଏବଂ ବୀରମିତ୍ରପୁର ଥାନା ଅଧିକାରୀ ନାବାଳିକା ସହ ଦୁଷ୍କର୍ମ କରିବା ପ୍ରସଙ୍ଗ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି    ଦୁଇ ଦୁଷ୍କର୍ମ ଘଟଣାରେ ପୋଲିସ…

ରଥଯାତ୍ରା ବନ୍ଦ କରିବାକୁ ସରକାର ଷଡଯନ୍ତ୍ର କରିଥିଲେ : ଯୁବ କଂଗ୍ରେସ 

ଭୁବନେଶ୍ୱର (ଶାସକ ପ୍ରଶାସକ) – ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ କରିବାକୁ ରାଜ୍ୟ ସରକାରଙ୍କ ଚକ୍ରାନ୍ତ ଆଜି ପଦାରେ ପଡିଛି । ଓଡିଆ ଜାତିର ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କର ଆଦ୍ୟ ସେବକ ଏକ ବୈଦ୍ୟୁତିକ   ଗଣମାଧ୍ୟମରେ ଏହା ପଛର ସତ୍ୟତା ପର୍ଦ୍ଧାଫାଶ କରିଛନ୍ତି । ନିଜ ବକ୍ତବ୍ୟରେ ସେ…

ବିଙ୍ଗ ହିଊମାନ ପକ୍ଷରୁ  ହେଲ୍ପ ଲାଇନ ନମ୍ବର ଜାରି

ବଲାଙ୍ଗୀର(ନିରୋଜ ମିଶ୍ର) :  ବଲାଙ୍ଗୀର ର ଜଣା ଶୁଣା ସମାଜସେବି ସଂଗଠନ "ବିଙ୍ଗ ହିଊମାନ" ଅନେକ ବର୍ଷ ହେଲା ବଲାଙ୍ଗୀରରେ ଲୋକଙ୍କ ସେବା କରି ଆସୁଛି l ଏହି ଅନୁଷ୍ଠାନ ପକ୍ଷରୁ ଆଜି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ନିଆ ଯାଇଛି l ଆଜି ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ହେଲ୍ପ ଲାଇନ ନମ୍ବର…

ସୁସ୍ଥ ହେଲେ ଆଉ ୨୦୩ ଜଣ, ଦୁଇ ଜଣଙ୍କ ପ୍ରାଣହାନୀ 

ଭୁବନେଶ୍ୱର : କରୋନାରୁ ମୁକ୍ତ ହୋଇଛନ୍ତି ଆଉ ୨୦୩ ଜଣ ଆକ୍ରାନ୍ତ | ସେମାନେ ସୁସ୍ଥ ହୋଇ ହସପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି | ଅପରପକ୍ଷରେ ଆଜି ଦୁଇଜଣଙ୍କ ଜୀବନ ଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୬୦ଜଣ ଗଂଜାମରୁ, ୨୦ଜଣ ଗଜପତିରୁ,…

ପରିଶ୍ରା କରି ନିଲମ୍ବିତ 

ପୁରୀ,(ଅନିମେଶ ପଟ୍ଟନାୟକ) : ପୁରୀ ଜଗନ୍ନାଥ ଟେମ୍ପୁଲ ପୋଲିସର(ଜେଟିପି) ଜଣେ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିବା ଅଭିଯୋଗରେ ସସପେଣ୍ଡ ହୋଇଥିବା ଜଣାପଡିଛି । ସୂଚନା ମୁତାବକ, ଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରିଥିଲେ ଜେଟିପି…

ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ।

 ବାରିପଦା(ଦିଲ୍ଲୀପ ମହାନ୍ତି )- ଦେଶରେ କ୍ରମାଗତ ଭାବେ ଡିଜେଲ ଓ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦ ଏବଂ ପ୍ରତ୍ୟାହାର ଦାବିରେ ଓଡିଶା ପ୍ରଦେଶ କଂଗ୍ରେସ  କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ମୟୂରଭଞ୍ଜ ଜିଲ୍ଲା  କଂଗ୍ରେସ କମିଟି ପକ୍ଷରୁ ବାରିପଦା ଜିଲ୍ଲାପାଳଙ୍କ…

ତେଲ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାରେ କଂଗ୍ରେସ : ରାସ୍ତାରେ ଲୋକଙ୍କୁ ଅଟକାଇ ମତ ଲୋଡିଲେ ନିରଞ୍ଜନ

 ଭୁବେନଶ୍ୱର(ଶାସକ ପ୍ରଶାସକ)  – ବର୍ତମାନ କେନ୍ଦ୍ର ବିଜେପି ସରକାର ସମୟରେ ତୈଳ ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି । ଏଇ କିଛିଦିନ ହେଲା ଲଗାତର ପେଟ୍ରୋଲ ଓ ଡିଜେଲର ଦାମ ବଢି ବର୍ତମାନ ଯଥାକ୍ରମେ ପ୍ରାୟ ୮୧ ଟଙ୍କା ଓ ୮୦ ଟଙ୍କାରେ ପହଂଚିଲାଣି । ଫଳରେ ଜନସାଧାରଣ ନାହିଁ ନଥିବା…

ଆଜି ଚିହ୍ନଟ ହେଲେ ୨୪୫ଜଣ କରୋନା ପଜିଟିଭ

ସର୍ବାଧିକ  ଗଂଜାମରୁ  ୯୬ ଜଣ , ଯାଜପୁର ୪୦ ଓ  ଖୋର୍ଦ୍ଧାରୁ ୨୮ ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ଚିହ୍ନଟ ହେଲେ ୨୪୫ଜଣ କରୋନା ପଜିଟିଭ | ସେମାନଙ୍କ ମଧ୍ୟରୁ  ୨୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ଚିହ୍ନଟ ହୋଇଛନ୍ତି ସାଧାରଣ ଅଂଚଳରୁ | ଫଳରେ ମୋଟ ଆକ୍ରାନ୍ତଙ୍କ…

  ବିଦ୍ୟାଳୟ ପରିସରରେ  ଯୁବକଙ୍କ ଝୁଲନ୍ତା ଶବ : ହତ୍ୟା କି ଆତ୍ମହତ୍ୟା ତଦନ୍ତ କରୁଛି ପୋଲିସ 

ବାରିପଦା(ଦିଲ୍ଲୀପ ମହାନ୍ତି )- ଏକ ପ୍ରାଥମିକ ନିଦ୍ୟାଳୟ ପରିସରରେ ଥିବା ଏକ ଗଛରେ ଜଣେ ଅପରିଚିତ ଯୁବକଙ୍କ ଝୁଲନ୍ତା ଶବକୁ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାରିପଦା…

ଜନ୍ମଦିନ କଟିଲା କର୍ମକ୍ଷେତ୍ରରେ :  ସହୀଦ ପରିବାରକୁ ଭେଟିଲେ ବିଜେଡ଼ି ପର୍ଯ୍ୟବେକ୍ଷକ ବବି

ସହୀଦ ନନ୍ଦୁରାମଙ୍କ ବୀରତ୍ୱକୁ ସ୍ମରଣ ନିମନ୍ତେ ସ୍ମୃତି ସ୍ତମ୍ଭ ନିର୍ମାଣ ଉପରେ ଗୁରୁତ୍ୱ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଭିନ୍ନ ସଙ୍ଗଠନକୁ ଭେଟି ଜନସାଧାରଣଙ୍କ ପରାମର୍ଶ ନେଲେ ବାରିପଦା(ଦିଲ୍ଲୀପ ମହାନ୍ତି)- ବିଜେଡ଼ିର ରାଜ୍ୟ ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ…