ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି ରାଜ୍ୟ By SPNEWS On Aug 31, 2020 0 Share ଗୁରୁତର ଭାବେ ଅସୁସ୍ଥ ହୋଇ ଗତ କିଛି ଦିନ ଧରି ଚିକିତ୍ସିତ ଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି | ଏ ବିଷୟରେ ତାଙ୍କ ପୁତ୍ର ନିଜେ ଟୁଇଟ କରି ସୂଚନା ଦେଇଛନ୍ତି | 0 Share FacebookTwitterGoogle+ReddItWhatsAppPinterestEmail