Sign in
Sign in
Recover your password.
A password will be e-mailed to you.
ପୀଡିତା ନାବାକିକାଙ୍କୁ କ୍ଷମା ମାଗିଲେ ଡିଜି ,ଦୁଷ୍କର୍ମକାରୀ ଥାନାଧିକାରୀ ବହିସ୍କୃତ
କଟକ (ଶାସକ ପ୍ରଶାସକ) : ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ କାର୍ଯ୍ୟରୁ ବହିଷୃତ କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ । ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ…
ଆଜି ୨୫୧ କରୋନା ପଜିଟିଭ, ଗଞ୍ଜାମର ସେଞ୍ଚୁରୀ
ଆଜି ଚିହ୍ନଟ ହୋଇଛନ୍ତି ୨୫୧ ଜଣ | ସେମାନଙ୍କ ମଧ୍ୟରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ଦୁର୍ଭାଗ୍ୟ ଜଣକ ଭାବେ ୪୩ ଜଣ ସାଧାରଣ ଅଂଚଳରୁ | ଆଜିର ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ହେଲା ୭୩୧୬ | ଏ ଯାଏ ୫୧୮୯ ଜଣ ସୁସ୍ଥ ହୋଇଥିବା ବେଳେ ଆଜିର ନୂତନ ଆକ୍ରାନ୍ତଙ୍କୁ ମିଶାଇ…
ରେଜିଷ୍ଟ୍ରିର ଘଣ୍ଟାକ ଭିତରେ ପଟ୍ଟା
ବିଜେପୁର :- ( ରାଜେଶ୍ୱର ବେହେରା ) ସମୟ ପରିବର୍ତ୍ତନଶୀଳ। ଏହା ସହ ତାଳ ଦେଇ ଦିନକୁ ଦିନ ପ୍ରଶାସନିକ କାର୍ଯ୍ୟ ମଧ୍ୟ ପରିବର୍ତ୍ତିତ ହେଉଛି। ଦିନ ଥିଲା ରେଜିଷ୍ଟ୍ରି ଭୁକ୍ତ ଜମି ପଟ୍ଟା ପାଇବା ପାଇଁ ଲୋକଙ୍କୁ ଧାଇଁ ଧାଇଁ ନୟାନ୍ତ ହେବାକୁ ପଡୁଥିଲା। ହେଲେ ମଙ୍ଗଳବାର ବରଗଡ଼ ଜିଲ୍ଲା ବିଜେପୁର…
କରୋନାରେ (ଭିସୁଟ୍)ଅଧ୍ୟାପିକା ସ୍ବାମୀଙ୍କ ମୃତ୍ୟୁ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଵୁର୍ଲା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍) ର ଜଣେ ଅଧ୍ୟାପିକାଙ୍କର କରୋନା ପଜିଟିଭ ଆସିଥିବା ଜଣାପଡିଛି। ଉକ୍ତ ଅଧ୍ୟାପିକାଙ୍କ ସ୍ବାମୀଙ୍କର ମଧ୍ୟ କରୋନାରେ ଆଜି ଭୋରରେ ମୃତ୍ୟୁ ହୋଇଥିଲା। ସୂଚନା ଅନୁସାରେ, ଅଧ୍ୟାପିକାଙ୍କ…
ତୈଳଦର ବୃଦ୍ଧି ପ୍ରତିବାଦରେ ଜାତୀୟ କଂଗ୍ରେସ ତରଫରୁ ବିରୋଧ ପ୍ରଦର୍ଶନ
ଝାରସୁଗୁଡ଼ା :(ସୁଭାଷ ସହାରେ) /ଆନ୍ତର୍ଜାତୀୟ ସ୍ତରରେ ତୈଳଦର ଆଶାତୀତ ଭାବେ ହ୍ରାସ ପାଇଥିବା ସତ୍ତ୍ୱେ ଭାରତରେ ଏହାର ଦାମ ସମସ୍ତ ପୁରୁଣା ରେକର୍ଡକୁ ପଛରେ ପକାଇ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ସାଧାରଣ ଜନତାଙ୍କ ଆର୍ଥିକ ବୋଝ ବୃଦ୍ଧି ହେଉଛି।ଏହି ଦୈଳଦର ବୃଦ୍ଧିକୁ ରୋକିବା ପାଇଁ…
ମନ୍ତ୍ରୀଙ୍କ କନ୍ୟା ବିରୋଧରେ ଶେଷରେ ଓହ୍ଲାଇଲା ଝାରସୁଗୁଡ଼ା ବିଜେପି।
କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଟଙ୍କଧର
ଝାରସୁଗୁଡ଼ା :(ସୁଭାଷ ସହାରେ) -ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ କନ୍ୟାଙ୍କ କୋଭିଡ-19ର ନିୟମ ଖିଲାପୀ ନେଇ ଶେଷରେ ମଇଦାନକୁ ଓହ୍ଲାଇଛନ୍ତି ରାଜ୍ୟ ବିଜେପି। ନୀରବତା ଭଙ୍ଗ କରି ଶେଷରେ ବିଜେପି ରାଜ୍ୟ ସଂପାଦକ…
ବାହୁଡା଼ର ସିଧା ପ୍ରସାରଣ , ଦେଖନ୍ତୁ ପ୍ରଭୁଙ୍କ ଦିବ୍ୟ ଲୀଳା
http://www.youtube.com/watch?v=SrLPCo7-rHA&feature=youtu.be
ଅତ୍ୟନ୍ତ ମର୍ମନ୍ତୁଦ : ୩ ବର୍ଷ ର ଝିଅକୁ ଧରି ମହାନଦୀକୁ ଡେଇଁପଡ଼ିଲେ ମା’
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) ଚାଉଁରପୁର ମହାନଦୀ ବ୍ରିଜ୍ରେ ୩ ବର୍ଷ ର ଝିଅକୁ ଧରି ମହାନଦୀକୁ ଡେଇଁପଡ଼ିଲେ ମା’ l ଅଗ୍ନିଶମ ବିଭାଗ ର ତଲାସ ଜାରୀ l ପାରିବାରିକ କଳହକୁ କେନ୍ଦ୍ରକରି ମହିଳା ଓ ତାଙ୍କ ଶିଶୁ କନ୍ୟାକୁ ଧରି ନଦୀଗର୍ଭକୁ ଡେଇଁ ପଡ଼ିଥିବା ଆଶଙ୍କା କରାଯାଉଛି l ନିଖୋଜ ମହିଳା…
ବାହୁଡିବେ ତିନି ଠାକୁର : ପ୍ରସ୍ତୁତି ସହ ପ୍ରଶାସନ ଓ ସେବାୟତ ତତ୍ପର
ପୁରୀ ( ଅନିମେଶ ପଟ୍ଟନାୟକ) ନବଦିନ ବ୍ୟାପି ଲୀଳା ସାରି ଜନ୍ମବେଦୀରୁ ରତ୍ନବେଦୀ ମୁହାଁ ହେବେ କାଳିଆ ଠାକୁର । ମନ ଅଥୟ ହେଲାଣି ଶ୍ରୀମନ୍ଦିର ଫେରିବାକୁ । ଠାକୁରଙ୍କ ଲୀଳାକୁ ସାକାର ରୂପ ଦେବାପାଇଁ ତାଙ୍କ ସେବାୟତ ଓ ପ୍ରଶାସନ ବି ତତ୍ପର । ଠାକୁରଙ୍କ ବହୁଡାଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା…
ଛି ଛି ଛି : ପୁଣି ଏକ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ
ବରଗଡ :- ବରଗଡ ଜିଲ୍ଲାର ପାଇକମାଲ ଥାନା ଗତ କିଛି ସପ୍ତାହ ହେବ କ୍ରମାଗତ ଭାବରେ ଚର୍ଚ୍ଚାରେ ରହି ଆସୁଛି । ଗତ କିଛି ମଧ୍ୟରେ ଦୁଇ ଗୋଟି ହତ୍ୟା ମାମଲା ସହିତ ଗୋଟେ ବହୁଚର୍ଚିତ ନାବାଳିକାର ଜଣେ କ୍ରସର ମାଲିକ ଦ୍ୱାରା ବଳତ୍କାର ଘଟଣାର ଅଂଚଳରେ ଚାଂଚଲ୍ୟକର ପରିସ୍ଥିତି ସୃଷ୍ଟି କରିଥିବା ବେଳେ…