Sign in
Sign in
Recover your password.
A password will be e-mailed to you.
ଦିନେ ଯାଇନି, ଉଠିଲା ପିଚୁ : ଜିଲ୍ଲାପାଳଙ୍କ ଘର ଆଗରେ ଏମିତି ତ ଅନ୍ୟଠି କେମିତି !!
ସୁନ୍ଦରଗଡ଼ ପୂର୍ତ୍ତବିଭାଗର ନିର୍ମାଣ କାର୍ଯ୍ୟ ଉପରେ ପ୍ରଶ୍ନବାଚି ସୃଷ୍ଟି
ଭିଜିଲାନ୍ସ ତଦନ୍ତ ହେଲେ ଜଣାପଡିବ ଡିଭିଜନରେ ଚାଲିଥିବା କେଲେଙ୍କାରୀ
ସୁନ୍ଦରଗଡ଼:- ସୁନ୍ଦରଗଡ଼ ପୂର୍ତ୍ତ ବିଭାଗ କେଡେ ସ୍ଵଛ ଓ ତା ତତ୍ତ୍ୱବଧାନରେ କାମ କେତେ ମଜଭୁତ ତାହାକୁ ନେଇ ସୁନ୍ଦରଗଡ଼…
ସୁସ୍ଥ ହୋଇ ଫେରିଲେ କରୋନା ଆକ୍ରାନ୍ତ କରୋନା ଯୋଦ୍ଧା
ପାଇକମାଲ :-ଗତ ୧୯ ତାରିଖରେ କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଯୋଦ୍ଧା ଡ଼ଃ ବୁଲୁ ବାରିକ ଆଜି ଫେରିଛନ୍ତି ସୁସ୍ଥ ହୋଇ । ପାଇକମାଲରେ ପହଂଚିବା ପରେ ସ୍ଥାନୀୟ ଲୋକ ଭବ୍ୟ ସ୍ୱାଗତ କରିଛନ୍ତି ।
ଗତ 19 ତାରିଖରେ ପାଇକମାଲ ଅଂଚଳରେ ଜଣେ ସଂକ୍ରମିତ ହେବାର ଖବର…
ଅଗଷ୍ଟ ୩୧ ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ୧୦ ଜିଲ୍ଲାରେ ସପ୍ତାହାନ୍ତ ଲକଡାଉନ ଚାଲିବ- ରାତି କର୍ଫ୍ୟୁ ବଦଳିଲା ,…
ଅଗଷ୍ଟ ୩୧ ଯାଏଁ ଖୋଲିବ ନାହିଁ ସ୍କୁଲ, କଲେଜ, କୋଚିଂ ସେଣ୍ଟର। ଧାର୍ମିକ ଅନୁଷ୍ଠାନ ବି ଜୁଲାଇ ୩୧ ଯାଏଁ ବନ୍ଦ। | ଜୋନ "ଏ"ରେ ଥିବା ୧୦ ଜିଲ୍ଲା( ଯେଉଁଠି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ)ରେ ସପ୍ତାହାନ୍ତ ଲକଡାଉନ ଜାରି ରହିବ | ରାତି କର୍ଫ୍ୟୁ ସମୟ ବଦଳିଲା | ପୂର୍ବରୁ ସନ୍ଧ୍ୟା…
ଆଜି ସୁସ୍ଥ ହେବାରେ ରାଜ୍ୟରେ ରେକର୍ଡ : ସୁସ୍ଥଙ୍କ ସଂଖ୍ୟା ୫୦୦୦ ଟପିଲା
ରଂଗ ଆଣୁଛି କରୋନା ଯୋଦ୍ଧାଙ୍କ ନିରବଛିନ୍ନ ପ୍ରୟାସ
ଭୁବନେଶ୍ୱର(ମାନସୀ ମିଶ୍ର) : କରୋନା ବିରୋଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାମାନଙ୍କ ନିରବଛିନ୍ନ ପ୍ରୟାସ ଯୋଗୁ ଆଜି ସୁସ୍ଥ ହେବାରେ ରାଜ୍ୟରେ ହୋଇଛି ରେକର୍ଡ | ଆଜି ଏକ ସମୟରେ ଭଲ ଜୋଇଁ ଘରକୁ ଫେରିଛନ୍ତି ୨୪୩ ଜଣ କରୋନା ଆକ୍ରାନ୍ତ |…
ବିଦ୍ୟୁତ ତାରରେ ଲାଗି ଭାଲୁର ମୃତ୍ୟୁ
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଦପୁର ଗ୍ରାମ ରୁ ସୋମବାର ସକାଳୁ ଏକ ମୃତ ଭାଲୁକୁ ବନବିଭାଗ ଉଦ୍ଧାର କରିଛି । ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ଭାଲୁଟିର ମୃତ୍ୟୁ ଘଟିଥିବା ଜଣାପଡିଛି ।ମିଳିଥିବା…
ଶ୍ୟାମମେଟାଲିକ୍ସରୁ ଓଭରଲୋଡ଼ିଂ ବନ୍ଦ ପାଇଁ ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକଙ୍କ ଦାବୀ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ସ୍ଥିତ ଶ୍ୟାମମେଟାଲିକ୍ସ ରୁ ଓଭରଲୋଡ଼ିଂ ବନ୍ଦ ଏବଂ ବର୍ଦ୍ଧିତ ଡିଜେଲ ଦର ରେ ଭଡା ସ୍ଥିର କରିବା ପାଇଁ ରେଙ୍ଗାଲି ଆଞ୍ଚଳିକ ଟ୍ରକ ମାଲିକ ମାନେ ଦାବୀ କରିଛନ୍ତି l ଏନେଇ ଟ୍ରକ ମାଲିକାନଙ୍କ ପକ୍ଷରୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା…
ସମ୍ବଲପୁରରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ, ୫୪ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା l
ସମ୍ବଲପୁର- 30-06-2020 (ରମାକାନ୍ତ ବିଶ୍ବାଳ ) : ଆଜି ସମ୍ବଲପୁର ରେ ପୁଣି ୪ ଜଣ କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି l ଆଜି କରୋନା ପଜିଟିଭ ଚି଼ହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଜମନକିରା ରୁ ୨ ଜଣ, ମହାନଗର ନିଗମ ଅଂଚଳରୁ ଜଣେ ଏବଂ ଜଣେ ରେଢ଼ାଖୋଲ ରୁ ଚି଼ହ୍ନଟ ହୋଇଛନ୍ତି l…
ହ୍ଵାଟ୍ସଆପରେ “ଚାଷ” : କୃଷକ ସଶକ୍ତିକରଣ ଦିଗରେ ବଳିଷ୍ଠ ପଦକ୍ଷେପ
http://www.youtube.com/watch?v=_iOwXRlvOSo
ଭୁବନେଶ୍ୱର : ଓଡିଶା ଗୋଟେ କୃଷି ପ୍ରଧାନ ରାଜ୍ୟ । ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ନେଉଛନ୍ତି ଅନେକ ପଦକ୍ଷେପ । ସରକାରଙ୍କ ସୂଚନା ଅନୁଯାୟୀ ଧାନ ଚାଉଳ ଉତ୍ପାଦନ ଓଡିଶା ବଳକା ରାଜ୍ୟ ହୋଇଥିବା ବେଳେ ପନିପରିବା, ଫଳ ତଥା ଡାଲିଜାତୀୟ…
ଖୋଲିବ ମଦ ଦୋକାନ , ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ
ଭୁବନେଶ୍ୱର : ଆଜିଠାରୁ ଠିପି ବନ୍ଦ ମଦ ଦୋକାନ ଖୋଲିବ । ସକାଳ 7ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଗ୍ରାହକ ସିଧା ସଳଖ ଦୋକାନରୁ ପାଇବେ ମଦ । ଅବକାରୀ ବିଭାଗ ନେଲା ନିଷ୍ପତ୍ତି । ଅନଲାଇନ ମଦ ବିକ୍ରି ବି ଜାରି ରହିବ । ଦେଶୀ ମଦ ଉପରୁ 3 ମାସର ଓ ଦେଶୀ ମଦ ଉପରୁ 2 ମାସର ଟିକସ ଛାଡ଼ ହେବ ।