Sign in
Sign in
Recover your password.
A password will be e-mailed to you.
ଆତ୍ମନିର୍ଭର ଭାରତ ନିର୍ମାଣରେ ପ୍ରାକୃତିକ ଗ୍ୟାସର ବଡ ଭୂମିକା – ଧର୍ମେନ୍ଦ୍ର ପ୍ରଧାନ
ଆନ୍ତର୍ଜାତିକ ଉର୍ଜା ଏଜେନ୍ସି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ୱେବିନାର୍
• କରୋନା ବେଳେ ଗରିବଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ପଦକ୍ଷେପକୁ ଆନ୍ତର୍ଜାତିକ ଉର୍ଜା ଏଜେନ୍ସିର ପ୍ରଶଂସା
• ପରିବର୍ତିତ ବିଶ୍ୱ ଗ୍ୟାସ ବଜାରର ଦୃଶ୍ୟପଟ୍ଟରେ ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି ତିଆରି କରିବା ଉପରେ…
ବନମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଚାରା ବିତରଣ କାର୍ଯ୍ୟକ୍ରମ
ସିନାପାଲ୍ଲୀ( ନିରାକାର ମେହେର) ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଜଙ୍ଗଲ ଓ ପରିବେଶ ଓଡିଶା ତରଫରୁ ଆଜି ସିନାପାଲି ବ୍ଲକ ପାଖରେ ରେ ଚାରା ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି !ଏହି ଚାରା ବିତରଣ କାର୍ଯ୍ୟକ୍ରମ କୁ ସିନାପାଲି ବିଡ଼ିଓ ସଦାଶିବ ନାୟକ ଙ୍କ କରକମଳ ରେ ଉଦଘାଟନ ହୋଇଥିଲା | ଏହି…
ଆଗ ଧାଡ଼ିର କୋରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
ପାଇକମାଲ :- ଆଜିର ଦିନଟି ଡାକ୍ତର ଦିବସ ରୂପେ ପାଳନ କରାଯାଉଛି । ବର୍ତ୍ତମାନ ସାରା ବିଶ୍ୱ ଯେଉଁ ପରିସ୍ଥିତି ଦେଇ ଗତି କରୁଛି ଏହି ସମୟରେ ଡାକ୍ତର ଦିବସର ମହତ୍ଵ ନିଶ୍ଚିତ ଭାବରେ ବଢି ଯାଇଛି । କାରଣ ଏହି ବିଶ୍ୱ ମହାମାରୀ ସମୟରେ ଆମର ଡାକ୍ତର ବନ୍ଧୁ ମାନେ ଯେଉଁ ଭାବରେ ରୋଗୀଙ୍କର ସେବା…
ଦୁଷ୍କର୍ମ ଅଭିଯୁକ୍ତ ଆଇଆଇସି ଜଙ୍ଗଲ ଭିତରୁ ଗିରଫ
ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ) : ବୀରମିତ୍ରପୁର ଥାନାର ବହିଷ୍କୃତ ଦୁଷ୍କର୍ମ ଅଭିଯୁକ୍ତ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀକୁ ଗିରଫ କରିଛି କ୍ରାଇମ ବ୍ରାଞ୍ଚ | ଅନୁଗୁଳ ଜିଲ୍ଲାର ହଣ୍ଡପା ଅଞ୍ଚଳର ଏକ ଜଙ୍ଗଲରୁ ଶ୍ରୀ ମାଝୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆନନ୍ଦଙ୍କ ଗିରଫ ନେଇ ଟ୍ୱିଟର…
କରୋନା ଲଢ଼େଇର ଯୋଦ୍ଧା ମାନଙ୍କୁ ଡାକ୍ତର ଦିବସରେ ସଲାମ
http://www.youtube.com/watch?v=3qUT8buftnM
ଆଜି ସୁସ୍ଥ ହେଲେ ୧୬୪ ଜଣ , ସଂଖ୍ୟା ପହଁଚିଲା ୫୩୫୩ରେ
ଭୁବନେଶ୍ୱର : ଆଜି ରାଜ୍ୟରେ ସୁସ୍ଥ ହେଲେ ୧୬୪ ଜଣ କରୋନା ଆକ୍ରାନ୍ତ | ଫଳରେ ରାଜ୍ୟରେ ସୁସ୍ଥ ହୋଇ ଘରକୁ ଫେରିଥିବା ବ୍ୟକ୍ତିଙ୍କ ସଂଖ୍ୟା ପହଁଚିଲା ୫୩୫୩ରେ | ଆଜି ସର୍ବାଧିକ ଗଂଜାମ ଜିଲ୍ଲାରେ ୪୮ଜଣ ସୁସ୍ଥ ହୋଇଥିବା ବେଳେ ୩୧ଜଣ ଜଗତସିଂହପୁରରୁ, ୨୬ଜଣ ବାଲେଶ୍ୱରରୁ, ୨୫ଜଣ କଟକରୁ, ଖୋର୍ଦ୍ଧା…
ନୟାଗଡ ଜିଲ୍ଲାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ
ନୟାଗଡ (ବିଶ୍ୱଜିତ ନାୟକ ) - ନୟାଗଡ ଜିଲ୍ଲାରେ ପ୍ରଥମ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।ଅତୀତରେ ନୟାଗଡ ସହର ସୁନା ବ୍ୟବସାୟୀଙ୍କ ଠାରେ କରୋନା ଚିହ୍ନଟ ହୋଇଥିବାବେଳେ ଏହି ବ୍ୟକ୍ତିଜଣକ ସୁନା ବ୍ୟବସାୟୀଙ୍କ ସଂସ୍ପର୍ଶରେ ଆସିଥିବା କୁହାଯାଉଛି ଏବଂ ବ୍ୟକ୍ତି ଜଣକଙ୍କ ଠାରେ କରୋନା ଚିହ୍ନଟ ହେବା…
ଘୋଷଣା ହେଲା ବିଜେଡି କମିଟି : ବରିଷ୍ଠଙ୍କ ଠାରୁ ଆରମ୍ଭ
ବରିଷ୍ଠ ଉପସଭାପତି ୮, ପୋର୍ଟଫୋଲିଓ ସହ ଉପସଭାପତି ୯
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ବିଜେଡି ତାହାର ଆଂଶିକ କମିଟି ଘୋଷଣା କରିଛି | କମିଟିରେ ବରିଷ୍ଠ ଉପସଭାପତି ୮ଜଣ ଥିବା ବେଳେ ଉପସଭାପତି ଭାବେ ୯ଜଣ ନିଯୁକ୍ତ ହୋଇଛନ୍ତି | ଏଥର ଉପସଭାପତିମାନଙ୍କୁ ବିଭିନ୍ନ ବିଭାଗ ବା ପୋର୍ଟଫୋଲିଓ…
କଣ୍ଟେନ୍ମେଣ୍ଟରେ ଓଡ଼ଗାଁ ଏନଏସି ସହିତ ୨୦ ଗାଁ , ୧୫ ବଫର ଜୋନ ଘୋଷିତ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଳକର ସୁନାମୁହିଁରେ ବାହ୍ୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ମୋଟ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୬୨ରେ ପହଂଚିଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢ଼ିଥିବା ବେଳେ ପ୍ରଶାସନ…
ଛି ଛି … ପୁଣି ନାବାଳିକାଙ୍କୁ ଅସଦାଚରଣ: ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ :- ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନାରେ ନାବାଳିକାଙ୍କୁ ବଳାତ୍କାର ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣାକୁ କେଇଟାଦିନ ପୁରି ନ ଥିବା ବେଳେ ପୁଣି ସେହି ଥାନା ଅନ୍ତର୍ଗତ ଡି.ଦାସ ଦଫେଇରେ ଆଉ ଏକ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା…