Sign in
Sign in
Recover your password.
A password will be e-mailed to you.
ଅବ୍ୟବସ୍ଥିତ ଧାନ ବିକ୍ରି ସମସ୍ୟାର ସମାଧାନ ପାଇଁ ଜିଲ୍ଲା କଂଗ୍ରେସର ଦାବି
ବରଗଡ :- ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଟୋକନ ଜରୀଆରେ ଧାନ ବିକ୍ରି ପ୍ରହସନ ବ୍ୟବସ୍ଥା ଓ ଏତତଦ୍ବରା ଚାଷୀମାନେ ନିଶ୍ଚିତ ଭାବେରେ ହଇରାଣ ହେବେ ବୋଲି ଆରମ୍ଭରୁ ସତର୍କ କରି ଆସୁଅଛି। ପରିଣାମ ସ୍ବରୁପ ଚଳିତ ରବି ଚାଷ ସମୟରେ ଠିକଣା ସମୟରେ ଚାଷୀ ମାନଙ୍କୁ ଟୋକନ ବ୍ୟବସ୍ଥା ନ ହେବାରୁ…
ସିଆରପିଏଫ ପକ୍ଷରୁ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ
ଧର୍ମଗଡ ସୁଶାନ୍ତ ରାଉତ : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ୬୪ ବଟାଲିୟନ୍ ସିଆରପିଏଫ କେଗାଁ ତରଫରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଇଜିପି ସିଆରପିଏଫ ଭୁବନେଶ୍ଵର ସେକ୍ଟର ମାର୍ଗଦର୍ଶନରେ କେଗାଁ ଠାରେ ଏକ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ୬୪…
୪ ଫୁଟ ଲମ୍ବର ଏକ ଧଳା ସାପକୁ ଦେଖି ସ୍ଥାନୀୟ ଲୋକେ ଛାନିଆ
ଝାରସୁଗୁଡା / ସୁବାସ ସାହରେ : ଝାରସୁଗୁଡ଼ାର ସରବାହାଲ ଅଞ୍ଚଳ ସମାଜ ସେବକ ଯୁବକ ରଞ୍ଜିତ ଉପାଧ୍ୟାୟ ନିରାନ୍ତରଲ ରେ ଜନ ସେବା ପଶୁ ସେବା ଓ ଅନ୍ୟାନ୍ୟ ସେବା ଯୋଗେଇବାର ଏକ ନୂତନ ସ୍ଥାନ ନିରୂପଣ କରୁଥିବାର ଦେଖିବାକୁ ମିଳିଛି ।ସେ ବୁଲା ଗାଈ ଗୋରୁଙ୍କୁ ଦୁର୍ଘଟଣା ରୁ ରକ୍ଷା କରିବାକୁ ଯାଇ ୧୦୦୦…
ଜନ୍ମବେଦୀରୁ ରତ୍ନବେଦୀ ମୁହାଁ : ସିଂହଦୁଆରେ ଠିଆ ରଥରେ ବିଜେ ତିନି ଠାକୁର
http://www.youtube.com/watch?v=EaopimPKDEo
ପୁରୀ :- ଶେଷରେ ନବଦିନବ୍ୟାପି ଲୀଳା ସାରି ଫେରିଲେ ଲୀଳାମୟ | ସରିଲା ଭକତ ଶୂନ୍ୟ ଶୃଙ୍ଖଳିତ ରଥଯାତ୍ରା ର ପ୍ରମୁଖ ପର୍ଯ୍ୟାୟ | ଆଡ଼ପ ମଣ୍ଡପରେ ବିଜେ ହୋଇ ଥିଲେ ଜଗତକର୍ତ୍ତା ଜଗନ୍ନାଥ ସାଙ୍ଗରେ ଭାଇ ଭଉଣୀ ଙ୍କୁ ଧରି । ଆଜି ମହାପ୍ରଭୁ…
ଝାରସୁଗୁଡ଼ା : ଗଞ୍ଜେଇ ଚୋରା ଚାଲାଣ ବେଳେ ଧଇଲା ପୋଲିସ
ଝାରସୁଗୁଡ଼ା :(ସୁଭାଷ ସହାରେ) ଆଜି ସକାଳେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଝାରସୁଗୁଡ଼ା ପୋଲିସ ଗଞ୍ଜେଇ ଚୋରା ଚାଲାଣର ଏକ ରାକେଟକୁ କୋଲାବିରା ନିକଟରୁ ୨୦.୬୫୦ କିଲୋଗ୍ରାମର ନିଷେଧ ଥିବା ଗଞ୍ଜେଇ ସହ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଆସାମୀ ମାନେ ହେଲେ ୧.ନିର୍ମଳ ପଟେଲ ପିତା: ଲଳିତ…
ଝାରସୁଗୁଡ଼ା ଜିଲ୍ଲାରେ ଶ୍ରମିକ କ୍ୟାମ୍ପରେ ଚଢ଼ାଉ।
ଝାରସୁଗୁଡ଼ା (ସୁଭାଷ ସହାରେ): ଆଜି ଝାରସୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶ୍ରମିକ କ୍ୟାମ୍ପରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଅଞ୍ଚଳରୁ ଆସିଥିବା ଚଢ଼ାଉ କରା ଯାଇଥିଲା। ଦୁଇଟି କେସ ଯାହାକି ପ୍ରବାସୀ ଶ୍ରମିକ ମାନଙ୍କ ଦ୍ଵାରା ସରକାରୀ ନିୟମର ଉଲ୍ଲଘଂନ କରାଯିବା ବିଷୟରେ ମିଳିଥିଲା।…
ଉପାନ୍ତ ଶ୍ରୀକ୍ଷେତ୍ର :କେବଳ ଆଳତିରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା
http://www.youtube.com/watch?v=4d_hxQV3bPo
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର-ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଦକ୍ଷିଣ-ଓଡିଶାର ପ୍ରସିଦ୍ଧ ଉପାନ୍ତ ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ତିନି ଠାକୁରଙ୍କ ପବିତ୍ର ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଜିଲ୍ଲା…
ମୃତକ ଆକ୍ରାନ୍ତଙ୍କ ପରିବାରରୁ ତିନି କରୋନା ପଜିଟିଭ
ନୟାଗଡ (ବିଶ୍ୱଜିତ ନାୟକ ) - ନୟାଗଡ ଜିଲ୍ଲାରେ ପ୍ରଥମ କରୋନା ରୋଗୀଙ୍କ ଆଜି ମୃତ୍ୟୁଘଟିଥିବା ବେଳେ ସେହି ପରିବାରରୁ ଆଉ ତିନି ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।ଏ ସମସ୍ତ କରୋନା ପଜେଟିଭଙ୍କ ଘର ନୟାଗଡ ସହର ଯଦୁମଣି ନଗର ହୋଇଥିବାବେଳେ ପ୍ରଶାସନ ଏହି ଅଂଚଳକୁ କଣ୍ଟେଟମେଂଟ ଅଂଚଳ ଭାବେ…
୫୨୦ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୧ ମୃତ, ୮ ଆହତ
ଯୋଡ଼ା (ଶାସକ ପ୍ରଶାସକ) ୫୨୦ ନଂ ଜାତୀୟ ରାଜପଥ ମୃତ୍ୟୁଯନ୍ତା ପାଲଟିଛି। ବୁଧବାର ପୂର୍ବାହ୍ନରେ ନାରଦପୁରଠାରେ ଏକ ଇନୋଭା ଗାଡି ସହିତ ଏକ ୧୪ ଚକିଆ ହାଇୱା ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ପେନୁ ମହାକୁଡଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡିରେ ବସିଥିବା ଅନ୍ୟ…
କୋଭିଡ୍ ମୁକାବିଲା : ଦଳର ବିଧାୟକମାନଙ୍କୁ ୮ ସୂତ୍ରୀ ଗୁରୁମନ୍ତ୍ର ଦେଲେ ନବୀନ
କୋଭିଡ଼ ବିରୋଧୀ ଲଢେଇରେ ସ୍ବେଛାସେବୀ ଭଳି କାମ କରିବାକୁ ହେବ
ଆପଣ କୋଭିଡ ଗାଇଡ୍ ଲାଇନ୍ସ ପାଳନ କରି ଆମର କର୍ମୀ ଓ ଲୋକମାନଙ୍କୁ ପ୍ରେରଣା ଦିଅନ୍ତୁ।
ଭୁବନେଶ୍ୱର : "ବର୍ତ୍ତମାନ ମାନବ ଜାତି ଏକ ଅଭୂତପୂର୍ବ ସଂକଟ ମଧ୍ୟ ଦେଇ ଗତି କରୁଛି। ଏହି ସଂକଟକୁ ସଫଳ ଭାବରେ…