୨୪ ଘଣ୍ଟା ଭିତରେ ସାରା ଦେଶରେ  ୭୮,୩୫୭ /୧୦୪୫ 

0 1

ମୃତ୍ୟୁ ଟପିଲା ୬୬୦୦୦, ଦିନକରେ ନମୁନା ଯାଞ୍ଚ ହୋଇଛି ଦଶ ଲକ୍ଷରୁ ଉର୍ଧ୍ଵ 

ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୭୮,୩୫୭ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧୦୪୫  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୩୭,୬୯,୫୨୪ ହୋଇଥିବା ବେଳେ ଏ ଯାବତ ଦେଶରେ ୨୯,୦୧୯,୦୯  ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଦେଶରେ ଏଯାବତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୮,୦୧,୨୮୨ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୬୬,୩୩୩  ରେ ପହଂଚିଛି | 

ଏଯାବତ ଦେଶରେ ମୋଟ ୪,୪୩,୩୭,୨୦୧ କୋଭିଡ ନମୁନା ଯାଞ୍ଚ ହୋଇଥିବା ବେଳେ ଗତକାଲି ଗୋଟିଏ ଦିନରେ ନମୁନା ଯାଞ୍ଚ ହୋଇଛି ୧୦,୧୨,୩୬୭  ଟି |

Leave A Reply

Your email address will not be published.