Sign in
Sign in
Recover your password.
A password will be e-mailed to you.
ବେଧଡକ ଚାଲିଛି ଭ୍ରୁଣ ହତ୍ୟା: କାଗଜ କଲମ ଭିତରେ ସୀମିତ ଆଇନ
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ସ୍ତ୍ରୀ ଏବଂ ପ୍ରସ୍ତୁତି ବିଭାଗ ଡାକ୍ତର କରୁଣାକର ପଟେଲଙ୍କ ଘର ସାମ୍ନାରୁ ୬ ମାସର ଏକ ଭୃଣ ଉଦ୍ଧାର ହୋଇଛି | ତାହାକୁ ତାଙ୍କର ଘର ଲାଗି ରହିଥିବା ନାଳରେ କେହି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି | ଯଦିଓ ସୁନ୍ଦରଗଡ଼ ଜିଲ୍ଲାରେ ଏଭଳି ଘଟଣା ନୂଆ ନୁହେଁ…
କୁଏତ୍ରୁ ଓଡିଆ ଯୁବକଙ୍କ ମରଶରୀର ଫେରାଇ ଆଣିବାକୁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ
କୁଏତ୍ରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଚିଠି ଲେଖି ନିବେଦନ
ଭୁବନେଶ୍ବର(ଶାସକ ପ୍ରଶାସକ) : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା କୁଏତ୍ରୁ ଓଡିଆ ଯୁବକ ସ୍ବର୍ଗତ ସୁବାଷ ଚନ୍ଦ୍ର ବେହେରାଙ୍କ ମରଶରୀର ଭାରତ ଫେରାଇ ଆଣିବା…
ଆଜି କୋବିଦ-୧୯ ମୁକ୍ତ ହେଲେ ୧୪୯ ଜଣ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି କୋବିଦ ୧୯ ମୁକ୍ତ ହେଲେ ୧୪୯ ଜଣ | ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୫୫୦୨ ରେ ପହଂଚିଛି | ଆଜି ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୪୯ଜଣ ଗଂଜାମରୁ, ୨୪ଜଣ ଖୋର୍ଦ୍ଧାରୁ, ୧୪ଜଣ ମୟୁରଭଞ୍ଜରୁ, 13 ଜଣ କଟକରୁ ସାମିଲ ଥିବା ବେଳେ କଳାହାଣ୍ଡି ଓ…
ଦେଖନ୍ତୁ ରଥାରୁଢ଼ ଶ୍ରୀଜିଉଙ୍କ ରାଜ ରାଜେଶ୍ୱର ବେଶ | ସୁନା ବେଶରେ ଝଟକୁଛନ୍ତି ତିନି ଠାକୁର
http://www.youtube.com/watch?v=y1Jb8Ice9WA&feature=youtu.be
ଓଡ଼ିଶା ପୁଲିସକୁ ବଡ଼ ସଫଳତା ।
http://www.youtube.com/watch?v=JK2GpyKMUlQ
Phulbani(shasak prashasak) : ଓଡ଼ିଶା ପୁଲିସକୁ ବଡ଼ ସଫଳତା । ପୋଲିସ ଡିଜିପି ଅଭୟଙ୍କ ନିର୍ଦ୍ଦେଶ ତଥା କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂହଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଅପରେସନ୍ ଗ୍ରୁପ୍ (ଏସଓଜି)…
ଆୟ ବହିର୍ଭୂତ ସମ୍ପତ୍ତି ଠୁଲ ଅଭିଯୋଗ: ଅବକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଅବକାରୀ ଅଧିକ୍ଷକ ମକରଧ୍ୱଜ ବର୍ଗୀଙ୍କ ସମ୍ବଲପୁର ବୁଢ଼ାରଜା ସ୍ଥିତ ବାସଭବନ ସହ ଅନ୍ୟ ଆଠ ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଉଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ସମ୍ବଲପୁର, ସୋନପୁର, ବରଗଡ଼, ବଲାଙ୍ଗୀର,…
ଆଜି ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ, ସଜେଇ ହେଲାଣି ସିଂହଦ୍ୱାର
ଆଜି ସୁନାବେଶ | ରାଜାରାଜେଶ୍ୱର ବେଶରେ ସଜେଇ ହେବେ କାଳିଆ ଠାକୁର | ନବଦିନ ଲୀଳା ଶେଷ କରି ଶ୍ରୀମନ୍ଦିର ଆଦରେ ରଥରେ ବିଜେ ହୋଇଥିବା କାଳିଆ ଠାକୁରଙ୍କର ଆଜି ହେବ ଦିବ୍ୟ ସୁନାବେଶ | ଭକ୍ତଶୂନ୍ୟ ଶୃଙ୍ଖଳିତ ଶ୍ରୀଗୁଣ୍ଡିଚା ଓ ବାହୁଡା ନୀତି ପରି ଆଜି ପ୍ରଭୁଙ୍କ ଦିବ୍ୟ ସୁନାବେଶ ପାଇଁ ହୋଇଛି…
ଲୋକାର୍ପିତ ହେଲା ନୂଆ ସମ୍ବଲପୁରୀ ଗୀତ “କହିଦେଲା ମୋର୍ କାନେ କାନେ”
ସମ୍ବଲପୁର(ରମାକାନ୍ତ ବିଶ୍ବାଳ ): ପବିତ୍ର ବାହୁଡା ରଥଯାତ୍ରା ଅବସରରେ ପୁଣି ଥରେ ସମ୍ବଲପୁରୀ ସଂଗୀତ କ୍ଷେତ୍ରକୁ ଫେରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ - ସୁଶାନ୍ତ ବରାଇ । 2000 ମସିହାରୁ ସମ୍ବଲପୁରୀ ଭକ୍ତି ସଂଗୀତ କ୍ଷେତ୍ରରେ ନୂଆ ଏକ ଅଧ୍ୟାୟ ଯୋଡି ପାରିଥିବା ସୁଶାନ୍ତ ବରାଇ ମାଁ ଗୋ ମୋର…
ଆଜି ରାଜ୍ୟରେ କରୋନା ପଜିଟିଭ ୨୨୯/୨
ଭୁବନେଶ୍ୱର : ଆଜି ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୨୯ ଜଣ କରୋନା ପଜିଟିଭ | ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କ୍ଵାରେଣ୍ଟାଇନ ସେଣ୍ଟରରୁ ୧୯୩ ଜଣ ଓ ସର୍ବସାଧାରଣ ଅଂଚଳରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି | ଆଜିକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ରେ ପହଂଚିଛି | …
ମୟୁରଭଞ୍ଜ ବିଜେଡି ରାଜନୀତିରେ ବବିଙ୍କ ରାମାୟଣ ଫର୍ମୁଲା
ଦେବାଶିଷଙ୍କୁ ବବିଙ୍କ ପରାମର୍ଶ : ସୁଦାମ ଓ ସାନନ୍ଦ ରାମ-ଲକ୍ଷ୍ମଣ, ଭରତ ଭଳି ସହଯୋଗ କର
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବିଜେଡ଼ିରେ ଜିଲ୍ଲା ବିଜେଡ଼ିରେ ୩ ମାର୍ଣ୍ଡି ଅର୍ଥାତ୍ ମାର୍ଣ୍ଡି ତ୍ରିମୁର୍ତ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ତଥା…