ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ସଂସଦମାନଙ୍କ ସପ୍ତାହାନ୍ତ ଛୁଟି ମନା | ସଂସଦ ଶନିବାର ଓ ରବିବାରଦିନ ମଧ୍ୟ ଚାଲିବ ବୋଲି ଜଣାପଡିଛି | ଜୁଲାଇରେ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ମହାମାରୀ ପାଇଁ ଘୁଂଚି ଯାଇଥିବା ଯୋଗୁ ତାହା ସେପଟେମ୍ବର ୧୪ରୁ ଅକ୍ଟୋବର ୧ ମଧ୍ୟରେ ବସିବ ବୋଲି ଜଣାପଡିଛି |
Sign in
Sign in
Recover your password.
A password will be e-mailed to you.
Prev Post
Next Post