ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪  ତମ  ସ୍ୱାଧୀନତା ଦିବସ

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪ ତମ  ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଉପଖଣ୍ଡ ସ୍ଥାରୀୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଅନ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ…

ସମଗ୍ର ମାନବଜାତି ପ୍ରତି ଆହ୍ବାନ ସୃଷ୍ଟି କରିଥିବା କରୋନାର ମୁକାବିଲାରେ ଆମେ ଜିତିବା : ମୁଖ୍ୟମନ୍ତ୍ରୀ 

ପୁଣି ସ୍କୁଲମାନଙ୍କରେ ଘଣ୍ଟା ବାଜି ଉଠିବ,  ଆହୁରି ଆଗକୁ ବଢିବ ମାନବ ଜାତିର ଜୟଯାତ୍ରା କୋଭିଡ ଯୋଦ୍ଧାମାନେ ଯେଭଳି କାମ କରୁଛନ୍ତି ତାହାର ତୁଳନା ନାହିଁ  ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି  କୋଭିଡ ରୋଗୀଙ୍କୁ ସବୁପ୍ରକାର ସୁବିଧା…

ଚବିଶି ଘଂଟାରେ ୬୫,୦୦୨  ଆକ୍ରାନ୍ତ, ଯାଇଛି  ୯୯୬ ଜୀବନ 

 ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୫,୦୦୨   କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ  ୯୯୬  ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା  ୨୫,୨୬,୧୯୩ ହୋଇଥିବା ବେଳେ ସକ୍ରିୟ ଅଛନ୍ତି  ୬,୬୮,୨୨୦   ଜଣ |  ଏ ଯାବତ ଦେଶରେ ୧୮,୦୮,୯୩୭ ଜଣ…

ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରୀ ଅଭିକ୍ଷ୍ୟା ଉଦ୍ଘାଟିତ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ପୂର୍ବତଟ ରେଳପଥ ଦ୍ୱାରା ଆର୍ଟ ଗ୍ୟାଲେରୀ ଓ ଆର୍ଟ ସ୍ଟୁଡ଼ିଓ "ଅଭିକ୍ଷ୍ୟା" ଉଦ୍ଘାଟିତ ହୋଇଯାଇଅଛି I ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର, ଖୋର୍ଦ୍ଧା ରୋଡ଼  ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ…

କେନ୍ଦ୍ରାପଡ଼ାର ଅସହାୟ ପରିବାରକୁ ସହଯୋଗର ହାତ ବଢ଼ାଇଲା କିସ୍‍ ଫାଉଣ୍ଡେସନ୍‍

ଭୁବନେଶ୍ୱର/କେନ୍ଦ୍ରାପଡା (ଶାସକ ପ୍ରଶାସକ) :  କେନ୍ଦ୍ରାପଡ଼ା ଜିଲ୍ଲା ଧୁମାତ ପଞ୍ଚାୟତ ବୈଷ୍ଣବ ସାହିର ସବିତା ଦାସ ସ୍ୱାମୀଙ୍କୁ ହରାଇ ବେସାହାରା ହୋଇପଡ଼ିଥିବା ବେଳେ ଦୀର୍ଘ ଦିନ ଧରି କିଡ୍‍ନୀ ରୋଗରେ ପୀଡ଼ିତ ରହି ବହୁ କଷ୍ଟରେ ତିନି ସନ୍ତାନଙ୍କୁ ନେଇ ଚଳୁଛନ୍ତି । ମାଆ ରୋଗ ଶଯ୍ୟାରେ…

କୋଭିଡ-୧୯ର ୭୩ଟି ପ୍ରକାର ଷ୍ଟ୍ରେନ ଚିହ୍ନଟ କଲେ ଭାରତୀୟ ଗବେଷକ

ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଥମ ଥର ପାଇଁ କୋଭିଡ୍-୧୯ ସଂକ୍ରମଣର ୭୩ଟି ପ୍ରକାର ଷ୍ଟ୍ରେନ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି ଭାରତୀୟ ଜେନୋମିକ୍ ଗବେଷକ । ନୂଆଦିଲ୍ଲୀ ସ୍ଥିତ ଇନଷ୍ଟିଚୁ୍ୟଟ ଅଫ ଜେନୋମିକ୍ସ ଆଣ୍ଡ ଇଂଟିଗ୍ରେଟିଭ ବାୟୋଲଜି (ଆଇଜିଆଇବି) ଏବଂ  ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ…

ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ ରଖିବା ପାଇଁ ୧୬ ଗୋଟି ଜ୍ୱର ପରୀକ୍ଷଣ କେନ୍ଦ୍ର ଓ ୨ଟି ଆଣ୍ଟିଜେନ…

 http://www.youtube.com/watch?v=9M0LECZ9YcQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହରରେ  କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ଅତ୍ୟନ୍ତ ସଙ୍ଗିନ ଲାଗିଛି । ସଦରମହକୁମା    ଏହାକୁ ଦୃଷ୍ଟିରେ ରଖି ଏବଂ ଏହାକୁ ଖୁବଶୀଘ୍ର ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲ୍ଲା…

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ବୃକ୍ଷ ରୋପଣ ଓ କୋରନା ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ତ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲାର ୭ ଟି ବ୍ଳକରେ ନେହେରୁ ଯୁବକେନ୍ଦ୍ର ସହାୟତାରେ ବୃକ୍ଷ ରୋପଣ ଓ କୋରନାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଗୁଡିକ ପାଳନ…

ଜନ ସ୍ଵାସ୍ଥ୍ୟ ବିଭାଗ ଦ୍ବାରା ରାସ୍ତାକଡ଼ରୁ ଉତ୍କଟ ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଠାବ। 

http://www.youtube.com/watch?v=sAmyZMB3kcM ଝାରସୁଗୁଡ଼ା :(ସୁଭାଷ ସହାରେ) /ଝାରସୁଗୁଡ଼ା ବାଇପାସ୍ SH-10 ବିଜୁ ଏକ୍ସପ୍ରେସ୍ ରାସ୍ତାର ଦୁର୍ଲଗା ଛକରୁ ତାଲପଟିଆ ବାଇପାସ୍ ଛକ ମଧ୍ୟରେ ଏକ କଲଭର୍ଟ ପାଖରେ ଝାରସୁଗୁଡ଼ା ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ରାସ୍ତାକଡ଼ରେ ଏକ ଉତ୍କଟ ଗନ୍ଧଯୁକ୍ତ…

କଟକଣା ମଧ୍ୟରେ ପାଳିତ ହେବ ଶିକ୍ଷାନୁଷ୍ଠାନମାନଙ୍କରେ ସ୍ବାଧୀନତା ଦିବସ। ଉପସ୍ଥିତ ରହି ପାରିବେ ନାହିଁ ଛାତ୍ରଛାତ୍ରୀ। 

ଝାରସୁଗୁଡ଼ା :(ସୁଭାଷ ସହାରେ) କୋଭିଡ-19 ମହାମାରୀର ବିଭୀଷିକାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା କାଲି ସ୍ବାଧୀନତା ଦିବସ ପାଳନ ପାଇଁ  ଓଡ଼ିଶା ସରକାରଙ୍କ ଦ୍ବାରା  ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଯଦିବା ଆସନ୍ତା ୩୧ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ…