Sign in
Sign in
Recover your password.
A password will be e-mailed to you.
ଚବିଶି ଘଂଟାରେ ୬୪,୫୫୩ ଆକ୍ରାନ୍ତ, ଯାଇଛି ୧୦୦୭ ଜୀବନ
ବଢିଛି ନମୁନା ଯାଞ୍ଚ , ୧୩ ତାରିଖରେ ଯାଞ୍ଚ ହୋଇଛି ୮,୪୮,୭୨୮ନମୁନା
ନୂଆଦିଲ୍ଲୀ (ଶାସକ ପ୍ରଶାସକ) ଆଜି ସାରା ଦେଶରେ ଗତ ୨୪ ଘଣ୍ଟା ଭିତରେ ୬୪,୫୫୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧୦୦୭ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୨୪,୬୧,୧୯୧ ହୋଇଥିବା…
ପ୍ରଶାସନ ବଡ଼ଲୋକ, ସୂଚନା ଦେବାକୁ ବାଧ୍ୟ କିଏ କରିପାରିବ !!!
ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରୁ ଆଜି ୩୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଆକ୍ରାନ୍ତମାନଙ୍କ ସଂଖ୍ୟା ହଜାରେ ଟପି ୧୦୩୩ରେ ପହଁଞ୍ଚିଛି । ଏଥି ସହିତ ଅଗଷ୍ଟ ୧୩ ସୁଦ୍ଧା ଜିଲ୍ଲାରେ ସୁସ୍ଥ ସଂଖ୍ୟା ୭୪୫ ରହିଥିବା ସମୟରେ ସକ୍ରିୟ ସଂଖ୍ୟା ୨୯୨ ରହିଥିବା ସମୟରେ ରାଜ୍ୟ…
ଗ୍ରିଣ୍ଡୋଲାପାଲି କଟା ରେ ଘାଇ ହୋଇ ବାଲିଚର ରେ ଫସଲ ନଷ୍ଟ ପ୍ରସଙ୍ଗ : ଖବର ପ୍ରକାଶନ ପରେ ବିଡିଓ , ଯନ୍ତ୍ରୀ , ରାଜସ୍ୱ…
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା ଧନକଉଡା ବ୍ଲକ କଲାମାଟି ପଞ୍ଚାୟତ ଗ୍ରିଣ୍ଡୋଲାପାଲି କଟା ରେ ଘାଇ ସୄୁଷ୍ଟି ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଏବଂ ଏଥିପାଇଁ ବ୍ଲକ ଅଧିକାରୀ ଯନ୍ତ୍ରୀଙ୍କୁ ଲୋକେ ଦାୟୀ କରିଥିବା ନେଇ ଖବର ପ୍ରକାଶନ ପରେ ଆଜି ଚିପିଲିମା ରାଜସ୍ୱ…
ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ରେଢ଼ାଖୋଲ ଡିଭିଜନ ଡିଏଫ୍ଓ ଙ୍କୁ ଦାବୀ ପତ୍ର ପ୍ରଦାନ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ଚପରାସୀ ମାନଙ୍କ ଦରମା ପ୍ରଦାନ ଦାବିରେ ଆଜି ରେଢ଼ାଖୋଲ ଡିଭିଜନ ଡି ଏଫ୍ ଓ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି l ଆସନ୍ତା ୧୭ ତାରିଖ ସୁଦ୍ଧା ଦରମା ପ୍ରଦାନ ନ ହେଲେ ଅଗଷ୍ଟ ୨୦ ତାରିଖ ରେ ଧାରଣା ତଥା ପ୍ରତିବାଦ ସଭା କରାଯିବ ବୋଲି ଲିଖିତ ଭାବେ…
ବିଭିନ୍ନ ସମସ୍ୟା ନେଇ ଭୀମସାର ପ୍ରଶାସନିକ ଅଧିକାରୀଙ୍କ ସହ ବୁର୍ଲା ଭାଜପାର ଆଲୋଚନା l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) : ବୁର୍ଲା ଭୀମସାରରେ ଗତ ୨୦୧୬ ରୁ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଅବସର ନେଇଥିବାବେଳେ ଅଦ୍ୟାବଧି ବକେୟା ଅର୍ଥ ଓ ପୂର୍ଣ୍ଣ ପେନସନ ପାଇନଥିବା ଅଭିଯୋଗ ରହିଥିବାବେଳେ , ସେମାନେ ବିଭିନ୍ନ ସମସ୍ୟା ରେ ଗତିକରୁଛନ୍ତି । କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା…
ଓଡିଶାରେ ପ୍ରଥମ : ସମ୍ବଲପୁରରେ କରୋନା ଆକ୍ରାନ୍ତ ଡାକ୍ତରଙ୍କ ମୃତ୍ୟୁ l
ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ରାଜ୍ୟରେ କରୋନା ଆକ୍ରାନ୍ତ ହୋଇ ଜଣେ ଡାକ୍ତର ମୃତ୍ୟୁବରଣ କରିବା ପରି ଦୁଃଖଦ ପ୍ରଥମ ଘଟଣା ସମ୍ବଲପୁର ଜିଲ୍ଲା ରେ ଘଟିଛି l ଜ଼ିଲ୍ଲା ର ହୀରାକୁଦ ଇଏସ୍ଆଇ ମେଡିକାଲରେ କାର୍ଯ୍ୟରତ ଡାକ୍ତର କୁଳମଣି ସୁନା (୪୭)ଙ୍କ କରୋନାରେ ଗୁରୁବାର ମୃତ୍ୟୁ ଘଟିଛି।…
ଗୁମାଡେରାରେ ଖୋଲିଲା ୨୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର।
ଝାରସୁଗୁଡ଼ା(ସୁଭାଷ ସହାରେ): କ୍ରମାଗତ ଭାବରେ କୋରୋନା ସଂକ୍ରମଣ ସଂଖ୍ୟା ଝାରସୁଗୁଡ଼ା ଜିଲ୍ଲାରେ ବଢ଼ି ଚାଲିଥିବାରୁ ଯହିଁ ଗୋଟିଏ ପକ୍ଷରେ ପ୍ରଶାସନ ପାଇଁ ଏକ ଚିନ୍ତାର ବିଷୟ ହୋଇଛି, ଅନ୍ୟ ପକ୍ଷରେ ସାଧାରଣ ନାଗରିକଙ୍କ ପାଇଁ ଆଶଙ୍କାରେ ପରିଣତ ହୋଇଛି। ମାତ୍ର କିଛିଟା ଆଶ୍ବସ୍ତି ଆଣିଦେଇଛି ଏକ…
ବେଦାନ୍ତ ଓ ପ୍ରଶାସନର ନୀରବ ରାସ, ଝାରସୁଗୁଡାବାସୀଙ୍କ ଭାଗ୍ୟରେ ବିଷ !
http://www.youtube.com/watch?v=EIf9hE6vTYw
ପାଣି ବି ପାଲଟିବାକୁ ବସିଛି ଜହର, ଆଶଙ୍କା ଭିତରେ ଝାରସୁଗୁଡା ସହର |
ସହର ପ୍ରଦୂଷିତ ହେଉଥିଲା, ଏବେ ଜଳ ଉତ୍ସ ବି ହେଉଛି ବିଷାକ୍ତ
ଆସ ପଣ୍ଡ ବିଷାକ୍ତ ପାଉଁଶ ପାଣି ମିଶୁଛି ପଞ୍ଚପଡ଼ାରେ ଇବ୍ ନଦୀ ଘାଟରେ
ଏହି…
ନୂଆ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କର, ପୁରୁଣା ପ୍ରକଳ୍ପ ପୁନରୁଦ୍ଧାର ଜଲଦି ସାର: ଓଏଲଏଇସି ଅଧ୍ୟକ୍ଷ ଶ୍ରୀ ପତ୍ରୀ
ବିଂଝାରପୁର ନିର୍ବାଚନ ମଣ୍ଡଳୀର ଉଠାଜଳସେଚନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା
ଭୁବନେଶ୍ୱର (ଶାସକ ପ୍ରଶାସକ): ରାଜ୍ୟ ସରକାର କୃଷି ଓ କୃଷକଙ୍କ ବିକାଶକୁ ପ୍ରାଥମିକତା ଦେଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି | ସମ୍ପ୍ରତି…
ଜଣାଶୁଣା ବିଜେଡି କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ
ଝାରସୁଗୁଡ଼ା (ସୁଭାଷ ସହାରେ) : ଝାରସୁଗୁଡ଼ା ଅଞ୍ଚଳର ଜଣାଶୁଣା ବିଜେଡି କର୍ମୀ ଓ ସମାଜସେବୀ ଶ୍ରୀ ଶଙ୍କର ଲାଲ ଶର୍ମାଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। | ଶ୍ରୀ ଶର୍ମା ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ତାଙ୍କର ଚିକିତ୍ସା ଭୁବନେଶ୍ବରର କୌଣସି ଏକ…