Sign in
Sign in
Recover your password.
A password will be e-mailed to you.
“ଆତ୍ମନିର୍ଭର ହେବା ବାଧ୍ୟତାମୂଳକ, ଭାରତ ଏହି ସ୍ୱପ୍ନକୁ ଅବଶ୍ୟ ସାକାର କରି ଦେଖାଇବ”
ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ବୋଧନ
ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ସହିତ ଆମକୁ ଆଉ ଏକ ମନ୍ତ୍ର- ‘ମେକ୍ ଫର୍ ୱାର୍ଲ୍ଡ’ ଆପଣାଇବାକୁ ହେବ
ନୂଆଦିଲ୍ଲୀ (ଶାସକ ପ୍ରଶାସକ): 74ତମ ସ୍ୱାଧୀନତା ଦିବସ ପାଳନ ଅବସରରେ…
ଓଡ଼ିଶା ମୋଟର ଚାଳକ ସଂଘ ଭୁବନେଶ୍ୱର ତରଫରୁ ସ୍ୱାଧିନତା ଦିବସ ପାଳିତ
ଭୁବନେଶ୍ୱର : ଓଡ଼ିଶା ମୋଟର ଚାଳକ ସଙ୍ଘ ଭୁବନେଶ୍ୱର ତରଫରୁ ସ୍ୱାଧିନତା ଦିବସ ପାଳିତ ଅବସରରେ ବରମୁଣ୍ଡା ଦୂର୍ଗାପୂଜା ପଡ଼ିଆଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଭାରତ…
ଶ୍ରମିକ ମାରଣ ଚାଲ ଚଳାଉଥିବା ମିଥ୍ୟାବାଦୀଙ୍କୁ ବରଦାସ୍ତ କରାଯିବ ନାହିଁ : ବଲାଣି ଠିକା ମଜଦୁର ସଂଘ
ବଲାଣୀ (ଶାସକ ପ୍ରଶାସକ) : ବଡ଼ବିଲ ଓ ବଲାଣି ରେଳ ସାଇଡ଼ିଂରୁ ଶ୍ରମିକଙ୍କୁ ହଟାଇ ମେସିନ୍ ଦ୍ୱାରା ଲୋଡ଼ିଂ କାର୍ଯ୍ୟ କରିବାକୁ ମସୁଧା ଚଳାଉଥିବା କେତେକ ଭଦ୍ରବ୍ୟକ୍ତି ଯେଉଁ କପୋଳକଳ୍ପିତ ଓ ହାସ୍ୟାସ୍ପଦ ବିବୃତି ଦେଇଛନ୍ତି ତା କେବଳ ଧର୍ମକୁ ଆଖିଠାର ତଥା ସ୍ଥାନୀୟ ଶ୍ରମିକଙ୍କୁ ବିଭ୍ରାନ୍ତ…
କରନ ପାଲିରେ ରକ୍ତ ଦାନ ଶିବିର ଅନୁଷ୍ଠିତ।
ପୁଇଁନ୍ତଲା /ସନ୍ତୋଷ କର୍ମୀ : ବଲାଙ୍ଗିର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ କରନ ପାଲି ଗ୍ରାମରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ଡା. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ। ଏହି ଶିବିରରୁ 26 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଅଛି। ପ୍ରଥମେ ଡା.…
“ଓଡିଶା ମୋ ପରିବାର”ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସପ୍ତାହ ବ୍ୟାପି ରକ୍ତଦାନ ଶିବିର : ଉଦ୍ଯାପନୀ ଦିବସରେ ୩୦ ୟୁନିଟ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅଗଷ୍ଟ ୦୯ ତାରିଖ କ୍ରାନ୍ତି ଦିବସ ଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ "ଓଡ଼ିଶା ମୋ ପରିବାର" ଜୀବନବିନ୍ଦୁ ଆନୁକୂଲ୍ୟରେ …
କୋରୋନା ଯୋଦ୍ଧାକୁ ସମ୍ବର୍ଦ୍ଧନା : କୋଭିଡ ଗାଇଡଲାଇନକୁ ଦୃଷ୍ଟିରେ ରଖି କରାଗଲା ସମ୍ମାନିତ
ଝାରସୁଗୁଡ଼ା :(ସୁଭାଷ ସହାରେ) /କୋରୋନା ମହାମାରୀ ସମୟରେ ଯେତେବେଳେ ସାରା ଦେଶର ଅଧିକାଂଶ ଲୋକ ନିଜକୁ ଗୃହ ମଧ୍ୟରେ ଆବଦ୍ଧ କରି ରଖିଥିଲେ, ସେହି ସମୟରେ କିଛି ଏପରି ଲୋକଙ୍କୁ ଦେଖିବାକୁ ମିଳିଛି, ଯେଉଁମାନେ ବିନା କୌଣସି ସ୍ବାର୍ଥରେ ଓ ନିର୍ଭିକ ଭାବରେ ଲୋକଙ୍କ ସମସ୍ୟା ସମୟରେ ଜୀବନକୁ ପାଣି…
ଅଗ୍ନିଶମ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ଘୋଷଣା
ଝାରସୁଗୁଡ଼ାର ଡେପୁଟି ଫାୟାର ଅଫିସର ଭାବେ ସେବା ପ୍ରଦାନ କରିଥିବା ରମେଶ ଚନ୍ଦ୍ର ମାଝୀ ମନୋନୀତ
ଝାରସୁଗୁଡ଼ା : (ସୁଭାଷ ସହାରେ) / ଉଲ୍ଲେଖନୀୟ ସେବା ପାଇଁ ରାଜ୍ୟର ଅଗ୍ନିଶମ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ ନିମନ୍ତେ ମନୋନୀତ କରାଯାଇଛି। ଏହି ଅବସରରେ…
ଯୁବପିଢୀ ରାଷ୍ଟ୍ରନିର୍ମାଣ ସହ ନୂତନ ଓଡିଶା ଗଠନ ଦିଗରେ କାର୍ଯ୍ୟ କରିବାର ସଂକଳ୍ପ ନିଅନ୍ତୁ :ସମୀର ମହାନ୍ତି
ରାଜ୍ୟ କାର୍ଯ୍ୟାଳୟରେ ୭୪ତମ ସ୍ୱାଧୀନତା ଦିବସ ପାଳିତ
ପ୍ରଧାନମନ୍ତ୍ରୀ ଦେଶର ମୂଳଦୁଆକୁ ସୁଦୃଢ କରିଛନ୍ତି
ରାଜ୍ୟସରକାର ଗୋଟିଏ ଦେଶ ଗୋଟିଏ ରାସନ ଓ ଆୟୁଷ୍ମାନ ଭାରତ ଯୋଜନାକୁ ସଫଳ ଭାବେ ରାଜ୍ୟରେ ଲାଗୁ କରନ୍ତୁ
୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଓ ୨୦୨୪ ସୁଦ୍ଧା ସମସ୍ତଙ୍କ ଘରେ…
ଜାଣିବା ଶୁଣିବା ଲୋକ ଯଦି ଏମିତି କରିବେ ନଜାଣିବା ଲୋକ ବୁଝିବେ କଣ !
ଜିଲ୍ଲା ପ୍ରଶାସନର କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) - ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଦ୍ଵାରା ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ଆଜି ଶୁଭାରମ୍ଭ ହୋଇଥିବା ଦୁଇଟି ଅଭିନବ କାର୍ଯ୍ୟକ୍ରମରେ ସାମାଜିକ ଦୂରତାକୁ ବେଖାତିର…
ପଦ୍ମପୁର ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ୭୪ତମ ସ୍ୱାଧୀନତା ଦିବସ ପାଳନ ଓ ବୃକ୍ଷ ରୋପଣ
ପଦ୍ମପୁର/ଶାସକ ପ୍ରଶାସକ : ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ନିଜର ୨୦୦ ବର୍ଷ ର ପରାଧୀନତା ର ଜଞ୍ଜିର ଭାଙ୍ଗି ସ୍ୱାଧୀନତା ର ନିଶ୍ୱାସ ନେଇଥିଲା ଭାରତ ବର୍ଷ। ଦୀର୍ଘ ୭୪ ବର୍ଷ ପୁରଣ ପରେ ଆଜି ସେହି ଭାରତ ପୁନଃ ନିଜର ବିଶ୍ୱ ଗୁରୁ ମାନ୍ୟତା କୁ ବଜାୟ ରଖିବା ସହ ସାରା ବିଶ୍ୱର ଏକ ଅଗ୍ରଣୀ…