Sign in
Sign in
Recover your password.
A password will be e-mailed to you.
ଆସନ୍ତୁ ଯିବା ଭର୍ଚୁଆଲ୍ ଟୁରରେ ରାଜ୍ୟ ଜନଜାତି ସଂଗ୍ରହାଳୟକୁ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ସ୍ଥାନୀୟ ସିଆରପି ଛକସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଭୁବନେଶ୍ୱର ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ଦର୍ଶକମାନଙ୍କ ନିମନ୍ତେ କରୋନା ପରିପ୍ରେକ୍ଷୀରେ ବନ୍ଦ ରହିଛିା ଅନୁସୂଚିତ ଜନଜାତି ଓ…
ଭୂମି ହିନଙ୍କୁ ଘରବାରୀ ପଟ୍ଟା ଓ ଆବାସ ପାଇଁ ଦାବି କଲା ଭିଲେଜର୍ସ ଇଣ୍ଡିଆ ପାଟ୍ଟି ଓ ଭୂମି ହିନ ମହିଳା ସଂଘ।
ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ରେ ଦିନକୁ ଦିନ ଜବରଦଖଲ ବୃଦ୍ଧିପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ କମଭାବ ଯୋଗୁଁ ସହର ମୂହା ହଉଛନ୍ତି ଲୋକେ। ସହରରେ ଆସି ସରକାରୀ ଜମି ରେ ଘର କରି କିମ୍ବା ଭଡା ଘରେ ରହୁଛନ୍ତି। ଦିର୍ଘ ବର୍ଷ ଧରି ରହିଆସୁଥିଲେ ମଧ୍ୟ…
ସୋହେଲା ଥାନା ଅଧିକାରୀ ନିର୍ମଳ ମହାପାତ୍ରଙ୍କୁ ରାଷ୍ଟ୍ରପତି ପଦକ
ବରଗଡ :- ବରଗଡ ଜିଲା ଅନ୍ତର୍ଗତ ସୋହେଲା ଥାନାରେ ୨ ବର୍ଷରୁ ଉର୍ଧ୍ୱ ସମୟ ଧରି କାର୍ଯ୍ୟରତଥିବା ଆଇଆଇସି ଶ୍ରୀ ନିର୍ମଳ କୁମାର ମହାପାତ୍ର ଓଡ଼ିଶା ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ବିଶିଷ୍ଟ ସେବା ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୭୪ ତମ ସ୍ୱାଧୀନତା ଦିବସ…
ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉଦିତ ନାରାୟଣ ପଟ୍ଟନାୟକଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ପଟ୍ଟନାୟକ ଗତ ଡିସେମ୍ବର ୨୦୧୭ରୁ ଏହି ଦାୟିତ୍ବରେ ରହି ନିଜର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ଆସୁଥିଲେ। ବର୍ତ୍ତମାନ ସେ ରାଜ୍ୟ…
ଇଣ୍ଡୋନେସିଆରେ ଅନୁଷ୍ଠିତ ହେବ ଭର୍ଚୁଆଲ୍ ପେଞ୍ଚକ୍ ସିଲାଟ୍ ଟୁର୍ନାମେଣ୍ଟ : ଭାଗ ନେବେ ଝାରସୁଗୁଡ଼ାର ୨୧ ଜଣ।
ଝାରସୁଗୁଡ଼ା :(ସୁଭାଷ ସହାରେ) ଆସନ୍ତା ୧୫.୦୮.୨୦୨୦ ରୁ ୧୭.୦୮.୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା Indonesia Open International Virtual Pencak Silat Tournament ରେ ୧୧ ଟି ଦେଶ ରୁ ୪୪୫ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗିତା ରେ ଓଡ଼ିଶା…
ତେଜିଲା ବେଦାନ୍ତ ପାଉଁଶ ପୋଖରୀ ମାମଲା : ଜିଲ୍ଲା ବିଜେପି ଜିଲ୍ଲାପାଳଙ୍କୁ ପଦକ୍ଷେପ ପାଇଁ ଅଭିଯୋଗ ପତ୍ର।
ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ପଛପଟେ ଥିବା ବେଦାନ୍ତର ପାଉଁଶ ପୋଖରୀ ଭୁଷୁଡ଼ି ପଞ୍ଚପଡ଼ା ନାଲା ଓ ଇବ ନଦୀ ପାଣି ଦୂଷିତ ହେବା ଖବର ବର୍ତ୍ତମାନ ଆହୁରି ଜୋର ଧରିଛି। ଏ ନେଇ ବର୍ତ୍ତମାନ ଜିଲ୍ଲା ବିଜେପି ତରଫରୁ ଆଜି ଏହା ଉପରେ ପଦକ୍ଷେପ ନେଇ…
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କରୋନା ମୁକ୍ତ
ନୂଆଦିଲ୍ଲୀ : ଆଜି କରୋନା ଟେଷ୍ଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେଗେଟିଭ ଆସିଛି | ଅର୍ଥର ସେ କାରଣ ରୋଗରୁ ମୁକ୍ତ ହୋଇଛନ୍ତି | ସେ ସୁସ୍ଥ ହୋଇଥିଲେ ବି କିଛିଦିନ ଘରେ ଅଲଗା ରହିବେ ବୋଲି ଟୁଇଟ କରି ଜଣାଇଛନ୍ତି |
ସେ ତାଙ୍କ ଟୁଇଟ୍ରେ କହିଛନ୍ତି ଯେ "ଆଜି ମୋର କରୋନା ପରୀକ୍ଷା…
ଏବିଭିପି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା ପକ୍ଷରୁ “ଅଖଣ୍ଡ ଭାରତ” ଦିବସ ପାଳନ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା କାର୍ଯ୍ୟକାର୍ତ୍ତାଙ୍କ ଦ୍ବାରା "ଅଖଣ୍ଡ ଭାରତ" ଦିବସ ଏବିଭିପି କାର୍ଯ୍ୟାଳୟରେ ପାଳନ ହୋଇଯାଇଛି।
ସେଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଜପତି ବିଭାଗ ସହ ପ୍ରଚାରକ…
ଓଡ଼ିଶା ଉନ୍ନୟନ କର୍ତ୍ତୃପକ୍ଷ (ପ୍ଲାନିଂ ଆଣ୍ଡ ବିଲଡିଂ ଷ୍ଟାଣ୍ଡାର୍ଡ) ନିୟମ ୨୦୨୦ ବିଜ୍ଞପ୍ତି ଜାରି
http://www.youtube.com/watch?v=HLWPONTdd_E
ନିୟମାବଳୀକୁ ସଂପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବାପାଇଁ ଉଦ୍ୟମ କରାଯାଇଛି ।
ବ୍ୟବସ୍ଥାର ସରଳୀକରଣ ସହ କୋଠାବାଡ଼ି ନିର୍ମାଣ ଯୋଜନା ଅନୁମୋଦନ ପାଇଁ ଏକ ସାଧାରଣ ଅନଲାଇନ ପ୍ଲାଟଫର୍ମ କାର୍ଯ୍ୟକାରୀ କରାଇବାରେ ଏହା ହେବ…
ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ, ତିନିଶହ ପାର : ଆଜି ୧୯୭୭/୧୦
ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରଥମ ସ୍ଥାନରେ ଖୋରଧାର ଆଜି ହ୍ୟାଟ୍ରିକ | ଆଜି ତିନିଶହ ପାର ହୋଇଛି ଖୋର୍ଦ୍ଧା ଜିଲ୍ଲାରେ | ଆଜି ରାଜ୍ୟରେ୧୯୭୭ ଆକ୍ରାନ୍ତ ଚିହ୍ନଟ ହୋଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୬୩୦ ପହଂଚିଛି | ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୨୪୧ ଜଣ…