ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି 

କନ୍ଧମାଳ/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଦିନକୁ ଦିନ ଚୋରାଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି I ବାଲିଗୁଡା ସହର  ସମେତ  ମହାସିଙ୍ଗ,  ବୁଡଗୁଡା, ତିଲୋରୀ, ବୁରଙ୍ଗିଆ, ବାରଖମା, ସୁଡ୍ରା,  ଖମନଖୋଲ, ମିଡ଼ିଆକିଆ, ରେବୀଙ୍ଗିଆ, କୁଟିକିଆ,…

ହରିଜନ ପଡ଼ା-କିସାନ ପଡ଼ା ରାସ୍ତା ଶୋଚନୀୟ

କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ପଡ଼ାବାସୀଙ୍କ ଦାବି କୁଚିଣ୍ଡା-ଉପଖଣ୍ଡ ପ୍ରତିନିଧି(ଅଜୟ କୁମାର ବାଘ) : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଲାଡ଼ ଗ୍ରାମର ହରିଜନ ପଡ଼ା ଠାରୁ କିସାନ ପଡ଼ା ରାସ୍ତା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡୁଛି l ରାସ୍ତାଟି ପାଣି କାଦୁଅରେ…

ବଲାଙ୍ଗୀରରେ ୭୪ତମ ସ୍ବାଧୀନତା ଦିବସ ପାଳିତ 

http://www.youtube.com/watch?v=rQkeFpE8oQk ବଲାଙ୍ଗୀର(ନିରୋଜ ମିଶ୍ର) : ବଲାଙ୍ଗିର ସଦର ମହକୁମାରେ ଜିଲ୍ଲା ସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । କରୋନା କଟକଣା ଯୋଗୁଁ କୋଭିଡ-୧୯ ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା ବଜାୟ ରଖି ସ୍ୱାଧୀନତା ଦିବସ ପାଳନ…

ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ “ଓଡିଶା ମୋ ପରିବାର -ଜୀବନ ବିନ୍ଦୁ” ରକ୍ତଦାନ ଶିବିର

ସପ୍ତାହବ୍ୟାପୀ ଅଭିଯାନର ଉଦଯାପନୀ ଦିବସରେ ସଂଗୃହୀତ ହେଲା ୬୦ ୟୁନିଟ୍ ରକ୍ତ  ଭୁବନେଶ୍ୱର( ଶାସକ ପ୍ରଶାସକ) : ଓଡ଼ିଶା ମୋ ପରିବାର - ଜୀବନ ବିନ୍ଦୁ ତରଫରୁ ଅଗଷ୍ଟ ୯, କ୍ରାନ୍ତି ଦିବସରୁ ଆରମ୍ଭ ହୋଇଥିବା ଜୀବନବିନ୍ଦୁ ରକ୍ତ ଦାନ ଶିବିରର ଆଜି ଉଦଯାପନୀ ଦିବସରେ  ଭୁବନେଶ୍ୱର ଉତ୍ତର ନିର୍ବାଚନ…

୭୪ତମ ସ୍ବାଧିନତା ଦିବସ ପାଳନ, ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

ବରଗଡ :- ଚଳିତ ବର୍ଷ ଆମେ ଭାରତବାସୀ ପାଳନ କରୁଛୁ ୭୪ତମ ସ୍ୱାଧୀନତା ଦିବସ । ଚଳିତ ଥର ଅନ୍ୟ , ବର୍ଷ ତୁଳନାରେ ଏହି ରାଷ୍ଟ୍ର ପର୍ବ କୋବିଡ଼ କଟକଣା ପାଇଁ ଟିକେ ଫିକା ପଦଯାଇଛି । ଆଜି ବରଗଡ଼ ନିଷ୍ଠା ପରିବାର  ପବିତ୍ର ସ୍ୱାଧୀନତା ଦିବସରେ  ସାହୁ ଟିକ୍ରା ର ମିଳିତ ଉଦ୍ୟମରେ ସାହୁଟିକ୍ରା ତୋରା…

ସ୍ୱାଧୀନତା ଦିବସ ଉପଲକ୍ଷେ ବୃକ୍ଷରୋପଣ

ପାଇକମାଲ :- ଆଜି 74 ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପାଇକମାଲ ନାଗରିକ କମିଟି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ପାଇକମାଲ  ବିନ୍ଧ୍ୟବାସିନୀ ମହାବିଦ୍ୟାଳୟ ଠାରୁ ଖଣ୍ଡିଝରଣ ଡେମ ନିକଟସ୍ଥ ଶିବ ମନ୍ଦିର ପର୍ଯନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରତ୍ୟେକ ପନ୍ଦର ଫୁଟରେ ଗଛ ଲଗା…

୭୪ ତମ ଜିଲ୍ଲା ସ୍ତରୀୟ  ସ୍ବାଧୀନତା ଦିବସ ସମାରୋହ -୨୦୨୦  ପାଳିତ

http://www.youtube.com/watch?v=jItIdg_60D8&t=44s ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ  ଜିଲ୍ଲା ପ୍ରଶାସନ ପକ୍ଷରୁ ୭୪ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୦ ଅନୁଷ୍ଠିତ ହୋଇ…

କୋଭିଡ ଗାଇଡଲାଇନ୍ ଅନୁସାରେ ଝାରସୁଗୁଡ଼ା ଜିଲ୍ଲାରେ ହେଲା ସ୍ବାଧୀନତା ଦିବସ ପାଳନ ।

ଝାରସୁଗୁଡ଼ା :(ସୁଭାଷ ସହାରେ) : ମହାମାରୀ କୋରୋନା ଯୋଗୁଁ ଏଥର ସ୍ବାଧୀନତା ଦିବସ ପାଳନ ଛାତ୍ରଛାତ୍ରୀମାନଙ୍କ ବିନା ଉପସ୍ଥିତିରେ ପାଳିତ ହୋଇଛି। ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ କେବଳ ଶିକ୍ଷକ ଓ ଏସ ଏମ ସି ର ସଭାପତି ବା ସଦସ୍ୟଙ୍କ ଉପସ୍ଥିତିରେ  ପତାକା ଉତ୍ତୋଳନ…

ବାଳକାଟୀ ପିତ୍ତଳ କାରିଗରଙ୍କୁ ସହାୟତାର ହାତ ବଢାଇଲା ରୋଟାରୀ କ୍ଲବ ମିଡୋଜ 

ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ କରୋନାର ଭୟାବହତା ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ ବାଳକାଟୀ ଅଞ୍ଚଳରେ ସ୍ଥାନୀୟ କାରିଗର ମାନଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ରୋଟାରୀ କ୍ଲବ ମିଡୋଜ । ବାଳକାଟୀ ଅଞ୍ଚଳର ରଥୀଜେମା ପଞ୍ଚାୟତର ଅଶୀଘର ସାହି ଅଞ୍ଚଳର ବାସିନ୍ଦା ମାନେ ସାଧାରଣତଃ…

ସୋହେଲାରେ ୭୪ତମ ସ୍ୱାଧୀନତା ଦିବସ ପାଳିତ ।।

ସୋହେଲା(ଶାସକପ୍ରଶାସକ)-ସୋହେଲାରେ ଆଜି ଜାତୀୟ ଦିବସ ପାଳନ ସମିତି ତରଫରୁ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ…