Sign in
Sign in
Recover your password.
A password will be e-mailed to you.
ଭାରପ୍ରାପ୍ତ ସରପଂଚ ଭାବେ ଦାୟିତ୍ୱ ନେଲେ ନାଏବ ସରପଂଚ
ପାଇକମାଲ:- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରୀ ପଞ୍ଚାୟତର ସରପଞ୍ଚ ନିରୂପମା ସିଂହଙ୍କୁ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ନିଲମ୍ବିତ କଲାପରେ ଆଜି ସକାଳ ୧୦ ଘଣ୍ଟା.୩୦ ମିନିଟ ରେ ସରକାରୀ ନିଦ୍ଦେଶ ମୁତାବକ ଟେମରୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ଉପସ୍ଥିତ ଥିବା ଗ୍ରାମପଂଚାୟତ ର ୱାର୍ଡ…
ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ପାଇକମାଲ :- ଆଜି ପାଇକମାଲ ପଦ୍ମପୁର ରାସ୍ତାରେ ଥିବା ଗୁଏବାହାଲି ଗ୍ରାମର କୁମୁଡ଼ିନାଲା ନିକଟରେ ଥିବା ଏକ ଆମ୍ବ ବଗିଚାର ଏକ ଗଛରେ ଜଣେ ବ୍ୟକ୍ତି ର ମୃତଦେହ ଝୁଲୁଥିବା ଖବର ପାଇ ପାଇକମାଲ ଡ଼ିଏସପି ଶ୍ରୀ ଦିନେଶ ନାଏକ ଓ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଘଟଣା ସ୍ଥଳକୁ ପହଂଛି ଅନୁସନ୍ଧାନ…
ମଦୁଆଙ୍କ ପାଇଁ ଖୁସି ଖବର : ମଦ ଦୋକାନ ଖୋଲା ସମୟ ବଢ଼ିଲା
ଭୁବନେଶ୍ୱର : ମଦ ଦୋକାନ ଆଗରେ ମଦୁଆଙ୍କ ଭିଡ କମେଇବାକୁ ସରକାର ଦୋକାନ ଖୋଲା ସମୟ ବୃଦ୍ଧି କରଛନ୍ତି | ଏଣିକି ମଦ ଦୋକାନ ଆସନ୍ତା କାଲି ଠାରୁ ସକାଳ ୧୦ଟା ୩୦ରୁ ରାତି ୧୦ଟା ୨୦ ପର୍ଯ୍ୟନ୍ତ ଖୋଲିବା ମଦ ଦୋକାନ | ଏହା ସବୁବର୍ଗର ଠିପିବନ୍ଦ ଓ ଠିପି ଖୋଲା ପାଇଁ ଲାଗୁ | ଅବକାରୀ ବିଭାଗର ଏହି…
ପୂର୍ବତନ ସାଂସଦ ନରେନ୍ଦ୍ର ସ୍ବାଇଁଙ୍କ ଦେହାନ୍ତ
ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ଶୋକଵ୍ୟକ୍ତ କଲେ ବରିଷ୍ଠ ନେତୃବୃନ୍ଦ
ଭୁବନେଶ୍ୱର: ବିଜୁ ଜନତା ଦଳର ଦୀର୍ଘକାଳୀନ ସାଧାରଣ ସମ୍ପାଦକ , ଦଳର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସଂସଦ ନରେନ୍ଦ୍ର ସ୍ୱାଇଁଙ୍କର ଆଜି ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ସେ କିଛିଦିନ ଧରି…
ସହାୟତା ର ହାତ ବଢ଼ାଇଲେ ଶିକ୍ଷକ ସଂଘ
ବରଗଡ :- ବର୍ତମାନ ସାରା ବିଶ୍ୱ କୋରୋନା ମହାମାରୀ ର କବଜାରେ । ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମିତ ଙ୍କର ସଂଖ୍ୟା । କୋରୋନା ର ମୁକାବିଲା ଲାଗି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ଏଥିରେ ସନ୍ଦେହ ନାହିଁ । ଏହି ମହାମାରୀର ମୁକାବିଲା କରିବା ପାଇଁ ବିଗତ ଦିନରେ ରାଜ୍ୟର ମାନ୍ୟବର…
ଭୁବନେଶ୍ୱର ଡିଆଇପିଆରଓ ଭାବେ ଯୋଗ ଦେଲେ ପଠାଣି ରାଉତ
ଭୁବନେଶ୍ୱର(ଶାସକ ପ୍ରଶାସକ) ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶାଳୟରେ ଲୋକସମ୍ପର୍କ ଅଧିକାରୀ (ସଦର ମହକୁମା) ଭାବେ କାର୍ଯ୍ୟରତ ଶ୍ରୀ ପଠାଣି ରାଉତ, ଭୁବନେଶ୍ୱର ଲୋକସମ୍ପର୍କ ଜିଲ୍ଲାର ଡି.ଆଇ.ପି.ଆର.ଓ ଭାବେ ଯୋଗଦାନ କରିଛନ୍ତି । ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ …
ହୀରା ବେପାରୀ ଗିରଫ
ନୂଆପଡା/ ଅମିତ ପୁରୋହିତ : ଦିନକୁ ଦିନ ବଢିଚାଲିଛି ହୀରାର ଚୋରା କାରବାର । ଯାହାକୁ ବିଫଳ କରିଛି ପୋଲିସ । ଛତିଶଗଡ଼ ସିମାନ୍ତବର୍ତ୍ତୀ ସିନାପାଲି ବ୍ଲକ ଅଞ୍ଚଳରୁ ବାରମ୍ବାର ଗରିଆବନ୍ଧ ପୋଲିସ ଚଢାଉ କରି ବଜ୍ରକାପ୍ତା,ବାଘଛାଲ ଭଳି ମୂଲ୍ୟବାନ ସାମଗ୍ରୀ ଜବତ କରିଛି । ଅସାଧୁ ବ୍ୟବସାୟୀ…
“ସେବା ହିଁ ସଂଗଠନ”କୁ ମୁଳମନ୍ତ୍ର କରିଛି ବିଜେପି: ସମୀର ମହାନ୍ତି ସମୀର ମହାନ୍ତି
କୋଭିଡ-୧୯ ସଂକଟ ସମୟରେ ବିଜେପି କାର୍ଯ୍ୟକର୍ତାଙ୍କ ସେବା କାର୍ଯ୍ୟକୁ “ସେବା ହିଁ ସଂଗଠନ” ଇ-ବୁକ୍ ଉନ୍ମୋଚିତ
ନବରଙ୍ଗପୁର ଜିଲ୍ଲାରେ ରାଜ୍ୟ ସଭାପତି ସମୀର ମହାନ୍ତି, ଗଂଜାମ ଜିଲ୍ଲାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଲେ ଇ-ବୁକ୍ ଉନ୍ମୋଚନ
ଭୁବନେଶ୍ୱର,(ଶାସକ ପ୍ରଶାସକ) :…
ରାଜ୍ୟରେ ଆଜି ଅଠତିରିଶ ଶହ ଟପିଲା କରୋନା
ବହୁଦିନ ପରେ ଗଂଜାମ ଶହେ ତଳେ, ମୃତ୍ୟୁ ସଂଖ୍ୟା ୧୦
ଭୁବନେଶ୍ୱର (ଶାସକ ପ୍ରଶାସକ) : କାଲି ରାଜ୍ୟରେ ୩୮୨୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ (ଗତ୨୪ ଘଣ୍ଟା ଭିତରେ ) ଚିହ୍ନଟ ହୋଇଛନ୍ତି ୩୮୬୧ ଜଣ | ଆଉ ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ୧୦ ଜଣ |…
ଉପରମୁହାଁ ଭୁତାଣୁ , ଟପିଲା ୪୨ ଲକ୍ଷ : କମିଛି ନମୁନା ପରୀକ୍ଷା
୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୮୦୨, ମୃତ୍ୟୁ ବି ହଜାରେ ଉପରେ
ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୮୦୨ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୧୬ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ ମୋଟ ପଜିଟିଭଙ୍କ ସଂଖ୍ୟା ୪୨,୦୪,୬୨୪ ହୋଇଥିବା…