Sign in
Sign in
Recover your password.
A password will be e-mailed to you.
ଶ୍ରମିକଙ୍କୁ ଧକ୍କା ଦେଇ ଓଲଟିଲା ଡମ୍ପର
ଘୁ.ଉଦୟଗିରି/ ଗଗନ କୁମାର ପ୍ରଧାନ:କନ୍ଧମାଳ ଜ଼ିଲ୍ଲା କ.ନୂଆଗାଁ ଥାନା ଅନ୍ତର୍ଗତ ପୁରୁଣା ସାହି ନିକଟରେ ଶ୍ରମିକଙ୍କୁ ଧକ୍କା ଦେଇ ଓଲଟିଲା ଡମ୍ପର I ଘଟଣା ସ୍ଥଳରେ ଶ୍ରମିକଙ୍କ ମୃତ୍ୟୁ ଘଟି ଥିଲା I କ୍ଷତିପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ କରିଥିଲେ ସ୍ଥାନୀୟ ବାସୀ l ମୃତ ଶ୍ରମିକ ଜଣକ…
ଆଇଏଏସ୍ ହେବାର ଲକ୍ଷ୍ୟ ରଖିଛି- ଋଷିପ୍ରିୟା
ବାରିପଦା(ଦିଲ୍ଲୀପ ମହାନ୍ତି)- ସେପ୍ଟେମ୍ବର ୫ ଅପରାହ୍ନରେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ଶିକ୍ଷା ବର୍ଷ -୨୦୨୦ର +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ବାରିପଦାସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ଜୁନିୟର ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ…
ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ସହଯୋଗର ହାତ ବଢ଼ାଇଲା “ଓଡିଶା ମୋ ପରିବାର”
ଭୁବନେଶ୍ୱର (ଶାସକ ପ୍ରଶାସକ):ରାଜ୍ୟର ଜେଇଇ ଓ ଏନଇଇଟି ପରୀକ୍ଷା ଦେବାରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ଯେପରି ଅସୁବିଧା ନହୁଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାତାୟତ ଓ ରହଣି ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଏହାକୁ ମିଶନ…
କୋଭିଡ ଆକ୍ରାନ୍ତ ବୃଦ୍ଧି ଚିନ୍ତା : ବଦଳିଲା ବଜାର ସମୟ
ପଦ୍ମପୁର- କରୋନା ମହାମାରୀ ଦିନକୁ ଦିନ ତାର କାୟା ଆହୁରି ବିସ୍ତାର କରିବାରେ ଲାଗିଛି । ବରଗଡ଼ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜି ସନ୍ଧ୍ୟା ସମୟରେ ପଦ୍ମପୁର ସହରର ନାଗରିକ କମିଟି, ବ୍ୟବସାୟୀ ସଂଘ, ଲାୟନ୍ସ କ୍ଳବ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ…
କୋଭିଡ ଡାକ୍ତରଖାନାର ଅବ୍ୟବସ୍ଥା ଓ ଚିକିତ୍ସା ଅବହେଳା ର ଶୀଘ୍ର ସମାଧାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ ଙ୍କୁ ଭେଟିଲା…
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ): ବହୁ ବାଦ ବିବାଦ ଓ ବିରୋଧ ସତ୍ତ୍ୱେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ବନ୍ଦ କରି ସେଠାରେ କୋଭିଡ ଡାକ୍ତରଖାନା ପ୍ରତିଷ୍ଠା କରାଗଲା । ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କତ୍ତୃପକ୍ଷ ଙ୍କ ଏହି ଭୁଲ ନିଷ୍ପତ୍ତି ପରେ ଜିଲ୍ଲା ର ଅଣ କୋଭିଡ ରୋଗୀ ଙ୍କ…
ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ “ଗୁରୁ ପୂଜନ ” ଉତ୍ସବ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ନିରାଡ଼ମ୍ବର ସହକାରେ "ଗୁରୁ ପୂଜନ ଉତ୍ସବ" ତଥା ଭାରତର ମହାନ ଦାର୍ଶନୀକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ…
ଉପ ଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଗିତ
ପଦ୍ମପୁର :ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଅନ୍ତର୍ଗତ ବାଦିକଟା, ଲଖମରା ଓ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ର ଚାଷୀ ମାନେ ୨୦୧୯ ରୁ ପ୍ରଧାନମନ୍ତ୍ରୀ ଶସ୍ଯବୀମା ଟଙ୍କା ଦାବୀରେ ପାଇକମାଲ ପଦ୍ମପୁର ରାଜ୍ଯ ରାଜପଥ ସ୍ଥିତ ମାଝୀପାଲି ଠାରେ ଆସନ୍ତା ୭ ତାରିଖ ଦିନ ଡାକରା ଦେଇଥିବା ରାସ୍ତା ରୋକୋ…
+୨ କଳା ପରୀକ୍ଷାରେ କିସ୍ ଛାତ୍ରଛାତ୍ରୀଙ୍କ ବାଜିମାତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ କଳା ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ୯୯.୯୦ ପ୍ରତିଶତ ସଫଳତା ହାସଲ କରିଛନ୍ତି । ରାଜ୍ୟର ପାସ୍ ହାର ୬୭.୫୬ ରହିଥିବା ବେଳେ କିସ୍ ପାସ୍ ହାର…
ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ, ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତିର କଲେ ସମୀକ୍ଷା l
ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଆଜି ସମ୍ବଲପୁର ଗସ୍ତ କରି ବୁର୍ଲା ଭିମସାର କୋଭିଡ଼ ପରିଚାଳନା ସ୍ଥିତି ର ସମୀକ୍ଷା କରିଛନ୍ତି l ସମ୍ବଲପୁର ଜ଼ିଲ୍ଲା ରେ କୋଭିଡ଼-୧୯ ସ୍ଥିତିର ସମୀକ୍ଷା ଓ ଏହାର ମୁକାବିଲା ପାଇଁ ନିଆ ଯାଉଥିବା ପଦକ୍ଷେପ ସହିତ…
ଚୋରା ପିଆଶାଳ କାଠ ବୋଝେଇ ପିକ ଅପ ଜବତ୍ : ଡ୍ରାଇଭର ଫେରାର୍
ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ରେଞ୍ଜ୍ ଅଧିନସ୍ଥ ସାନ୍ତବାହାଳ ଅଂଚଳରୁ ଚୋରା ପିଆଶାଳ କାଠ ବୋଝେଇ ଏକ ଟାଟା ଏସ୍ ଗାଡ଼ିକୁ ବନ ବିଭାଗ ଜବତ୍ କରିଥିବା ଜଣାପଡ଼ିଛି। ତେବେ ଗାଡ଼ିକୁ ଛାଡ଼ି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବରରୁ ପ୍ରକାଶ ଯେ ଓଡି-୦୯-୦୭୯୪ ଟାଟା ଏସ୍ ଗାଡ଼ିରେ ସାଇଜ୍…