Sign in
Sign in
Recover your password.
A password will be e-mailed to you.
ତଲାରିମାହା-ରେଢାସିଂ ରାସ୍ତା ସରିବ କେବେ???
ଘୁ.ଉଦୟଗିରି (ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ବ୍ଲକର ତଲାରିମାହା ଗ୍ରାମ ପଂଚାୟତ I ଏହି ଗ୍ରାମ ପଂଚାୟତ ଏବଂ ବସ୍ତିଙ୍ଗିଆ ଗ୍ରାମ ପଂଚାୟତ ସହ ସଂଯୋଗ କରିବା ପାଇଁ ୨୧୯.୮୦ ଲକ୍ଷ ଟଙ୍କା ସରକାରୀ ଅନୁଦନରେ ୨୬-୦୬-୨୦୧୮ ତାରିଖରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା…
୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ମଞ୍ଜୁର ୨୦୨୦-୨୧ ସମ୍ପର୍କିତ ଜିଲ୍ଲା ପରିଷଦ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୦-୨୧ ବର୍ଷପାଇଁ ମଞ୍ଜୁର ହୋଇଥିବା ୧୫ ତମ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ଏଣିକି ନୂତନ ଭାବେ ଜିଲ୍ଲା ପରିଷଦ ସଭ୍ୟାସଭ୍ୟଙ୍କୁ ନିଜ ଅଞ୍ଚଳର ବିକାଶ ପାଇଁ ଫଣ୍ଡ ଦିଆଯିବା ସାମିଲ ହୋଇଛି । ସେଥିପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ…
ଦ୍ୱିତୀୟ ଦିନରେ ସୂଚନା ଅଧିକାର କର୍ମୀଙ୍କ ଧାରଣା : ସମର୍ଥନ ଜଣାଇଲେ ବିଧାୟିକା
ଆଇଟିଡିଏ ମହାଦୁର୍ନୀତି ପ୍ରସଙ୍ଗ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ଆଜି ଦ୍ୱିତୀୟ ଦିନରେ ଧାରଣାରେ ବସିଛନ୍ତି ସୂଚନା ଅଧିକାର କର୍ମୀ ସୁଶୀଲ ଗୁପ୍ତା | ଗତକାଲି ଠାରୁ ସୁଶୀଲ ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଆଦିବାସୀ ପିଲାଙ୍କ କୁଶଳୀ ତାଲିମରେ ହୋଇଥିବା…
ବଡ଼ବିଲ ସେଣ୍ଟ ମେରିଜ ସ୍କୁଲ ସିଲ : କୋଭିଡ ଗାଇଡ଼ଲାଇନ ଉଲଂଘନ ଅଭିଯୋଗ
ବଡ଼ବିଲ (ଶାସକ ପ୍ରଶାସକ) ସମଗ୍ର ବିଶ୍ୱରେ କୋଭିଡ ୧୯ ପ୍ରକୋପ ଜାରି ରହିଥିବା ବେଳେ ପ୍ରତିକାର ସ୍ୱରୂପ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଅକ୍ଟୋବର ମାସ (ପୂଜା ଛୁଟି) ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ…
ଜମଲା ସରପଞ୍ଚଙ୍କ ବିରୋଧରେ ଗୁରୁତର ଅଭିଯୋଗ : ସ୍କୁଲ ପାଲଟିଛି ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା
ପଦ୍ମପୁର-ପଦ୍ମପୁର ଉପଖଣ୍ଡ ଜମଲା ପଞ୍ଚାୟତର ନୋଡାଲ ପଞ୍ଚାୟତ ହାଇସ୍କୁଲ ଉପରେ ଜମଲା ସରପଞ୍ଚ ଶ୍ରୀ ତୁଳାରାମ ବେହେରା ଅନଧିକାର ସାବ୍ୟସ୍ତ କରୁଥିବା ବ୍ଳକ ଶିକ୍ଷାଧିକାରୀଙ୍କ ପାଖରେ ଅଭିଯୋଗ କରିଛନ୍ତି ନୋଡାଲ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ଏସଏମସି କମିଟି ମେମ୍ବର ମାନେ । ସୂଚନା…
ନାମଲେଖା ସମୟରେ ଛାତ୍ରଛାତ୍ରୀମାନେ ହେଉଛନ୍ତି ହନ୍ତସନ୍ତ
କୋମଣ୍ଡ ରାଜସ୍ୱ ନିରୀକ୍ଷକଙ୍କ କାର୍ଯାଳୟ ବନ୍ଦ: ଜରୁରୀ ସେବାରୁ ବଂଚିତ ହିତାଧିକାରୀ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : କରୋନା ମହାମାରୀର ପ୍ରଭାବରେ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନ ଜୀବନ ପର୍ଯ୍ୟନ୍ତ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ କେତେକ ସୁବିଧାବାଦୀ ଗୋଳିଆ ପାଣିରୁ ମାଛ…
+୨ କଳାରେ ବାଜି ମାରିଲେ ଛାତ୍ରୀ, ମମତା ଜିଲ୍ଲା ଟପ୍ପର
ଜିଲ୍ଲା ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ କ୍ଷେତ୍ର ପାଲଟିଛି ଓଡ଼ଗାଁ
ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ସାରା ରାଜ୍ୟରେ +୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି । ରଘୁନାଥ ସମବାୟ ମହାବିଦ୍ୟାଲୟ କଳାରେ କଲେଜ ଟପ୍ପର ଛାତ୍ରୀ ମମତା ବେହେରା ୫୧୫ ନମ୍ବର ରଖି ଜିଲ୍ଲାରେ ମଧ୍ୟ…
ଜୟ ଜଗନ୍ନାଥ ଚାରିଟେବଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ପକ୍ଷରୁ ଶତାଧିକ ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ମହାମାରୀ କୋଭିଦ୍-୧୯ ସମୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଞ୍ଚଳରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ବ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ, ରବର…
ପୋଲିସ ଗାଡି ଧକ୍କାରେ ଜିଆରଏସ ମୃତ ।
ମାଲକାନଗିରି / ବିି ଶ୍ରୀନିବାସ ପାତ୍ର : ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗମ ଗ୍ରାମ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଆଜି ମାଥିଲି ଥାନା ର କିଛି ପୋଲିସ ଅଧିକାରୀ ଏକ ବୋଲେରୋ ଯୋଗେ ଆସୁଥିବା ବେଳେ ସାମ୍ନା ପଟୁ ଆସୁଥିବା ଏକ ମଟର ସାଇକେଲ ସହ ସାମ୍ନା ସାମ୍ନି…
କୋସଲି ଭାଷାରେ ଶିକ୍ଷାଦାନ ଦାବୀରେ ନୀରବ ସତ୍ୟାଗ୍ରହ
ପଦ୍ମପୁର-ଗାଇସିଲାଟ ବ୍ଲକ ବୁରୋମୁଣ୍ଡା ଠାରେ ପଶ୍ଚିମ ଓଡିଶାରେ କୋସଲି ଭାଷାରେ ଶିକ୍ଷାଦାନ ପ୍ରଚଳନ କରିବା ଦାବୀରେ କୋସଲି କ୍ରିୟାନୁଷ୍ଠାନ କମିଟୀ ତରଫରୁ ନୀରବ ସତ୍ୟାଗ୍ରହ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ସତ୍ୟାଗ୍ରହୀ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ସାକେତ ଶ୍ରୀଭୂଷଣ ସାହୁ ନୀରବ ବ୍ରତ…