ଟିଟିଲାଗଡ ରେ ପ୍ରଥମ କୋରୋନା ରୋଗୀ ମୃତ।

ଟିଟିଲାଗଡ/ ଗୌରବ ଦର୍ଜି: ଟିଟିଲାଗଡ ରେ ଆଜି ପ୍ରଥମ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ସେ ଗତ କିଛି ଦିନ ହେଲା ଟିଟିଲାଗଡ ସ୍ଥିତ ଏମ୍ ସି ଏଚ୍ ଚିକିତ୍ସିତ ହେଉଥିଲେ।  ଟିଟିଲାଗଡ ର ହାଟପଦା ପଡା ୧୫ ନମ୍ୱର୍ ୱାର୍ଡ ର  ମୃତ ମହିଳା ଜଣକ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗ ରେ ପୀଡ଼ିତ ଥିବା…

ଶହିଦ୍ ଚମ୍ପେଶ୍ୱର ମହାଖୁଡଙ୍କ ଶହିଦ୍ ଦିବସ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଭାରତୀୟ ସେନାବାହିନୀରେ କାର୍ଯ୍ୟରତ ଥିବା ବେଳେ ସହିଦ୍ ହୋଇଥିବା ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଧଉରାଖମଣ ଗ୍ରାମର ଯବାନ ଚମ୍ପେଶ୍ୱର ମହାଖୁଡ ଙ୍କ ଶହିଦ୍ ଦିବସ କଦଳୀଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ…

ପ୍ରବାସୀ ଓଡ଼ିଆଙ୍କ ଜୀଵନ ଜୀବିକା ପାଇଁ ଶ୍ରମିକ ସ୍ପେସିଆଲ ଟ୍ରେନ ଚଳାଯାଉ : ଧର୍ମେନ୍ଦ୍ର

କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ପତ୍ରଲେଖି ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ନୂଆଦିଲ୍ଲୀ : ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡ଼ିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ…

ଠକକୁ ଧରି ପୋଲିସ ଜିମା ଦେଲେ ଲୋକେ 

ଧର୍ମଗଡ ସୁଶାନ୍ତ ରାଉତ : ମହାମାରୀ କରୋନା ସମୟରେ ଲୋକଙ୍କ ସରଳତାର ସୁଯୋଗ ନେଇ  ସେମାନଙ୍କ ଠାରୁ ସରକାର ଘୋଷଣା କରିଥିବା ଦୁଇ ହଜାର ଟଙ୍କା ବ୍ୟବସ୍ଥା କରାଇ ଦେବୀ ବଳି କହି  ଜଣେ ଦୁର୍ବୁତ୍ତ ପ୍ରବାସୀମାନଙ୍କଠାରୁ ଟଙ୍କା ଆଦାୟ କରୁଥିବା ଘଟଣା  ନଜରକୁ ଆସିଛି ଦୁର୍ବୁତ୍ତ ଜଣକ ହେଲେ ଜୁନାଗଡ଼…

ଦିନ ଦ୍ୱିପ୍ରହରରେ ୭୦ ହଜାର ଟଙ୍କା ଲୁଟ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସହରଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି । ଦିନ ହେଉ ଅଥବା ରାତି ଜନସାଧାରଣଙ୍କ ଧନଜୀବନ ବପନ୍ନ ହୋଇପଡ଼ିଛି । କିଛି ଦିନ ତଳେ ଶ୍ରୀପଦଗଞ୍ଜ ଅଞ୍ଚଳରେ ରାତି ଅଧରେ ଘରର ଗ୍ରୀଲ କାଟି ଭିତରେ ପଶି ଘରର ଛୋଟ ପିଲାକୁ ଜୀବନରୁ ମାରି ଦେବାର ଧମକ ଦେବା ସହ…

ଦେଶକୁ ଆତ୍ମନିର୍ଭର ହେବାରେ ମଧ୍ୟ ସାହାଯ୍ୟ କରିବ ନୂତନ ଶିକ୍ଷାନୀତି

ନୂତନ ଶିକ୍ଷାନୀତି ଦେଶର ସାମାଜିକ ଓ ଆର୍ଥିକ ଢାଞ୍ଚାକୁ ଏକ ନୂତନ ଦିଗଦର୍ଶନ ଦେବ ଜାତୀୟ ଶିକ୍ଷାନୀତି ସମ୍ପର୍କିତ ରାଜ୍ୟପାଳ ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ନୂଆଦିଲ୍ଲୀ (ଶାସକ ପ୍ରଶାସକ): ଜାତୀୟ ଶିକ୍ଷାନୀତି ଉପରେ ରାଜ୍ୟପାଳମାନଙ୍କ ସମ୍ମିଳନୀର ଉଦ୍ଘାଟନୀ…

ଆଇଟିଡିଏ ମହାଦୁର୍ନୀତି ପ୍ରସଙ୍ଗ :ଧାରଣାରେ ବସିଲେ ସୂଚନା ଅଧିକାର କର୍ମୀ 

ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  - ସୁନ୍ଦରଗଡ଼ ଆଇଟିଡିଏ କାର୍ଯ୍ୟାଳୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଆଦିବାସୀ ପିଲାଙ୍କ କୁଶଳୀ ତାଲିମ କାର୍ଯ୍ୟକ୍ରମ ଆୟୋଜନରେ ହୋଇଥିବା ମହାଦୁର୍ନୀତିକୁ ପ୍ରଶାସନ ପକ୍ଷରୁ ଘଣ୍ଟ ଘୋଡାଇବାକୁ ପ୍ରୟାସ କରାଯାଉଥିବା ବେଳେ ନିରପେକ୍ଷ ତଦନ୍ତ ଓ କଠୋର…

ବେଆଇନ ଭାବରେ ଶ୍ରମିକ ନେବାକୁ ଆସିଥିବା ବସ ଅଟକ

ଲୋକେ ସଚେତନ, ଉପଜିଲ୍ଲାପାଳ ଖବର ପାଇବା ପରେ ତାମିଲନାଡୁ ଗାଡିକୁ ସିଜ କଲା ପୋଲିସ  ବରଗଡ :- ଲକଡାଉନ ସମୟରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ଶ୍ରମିକ ମାନେ  କାମ ଅଭାବ ଓ କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ନିଜର ଘରମୁହାଁ ହୋଇଥିଲେ । ଏବେ…

କରୋନା ଲଢେଇ : ଶାନ୍ତିପଲ୍ଲି ବସ୍ତିବାସିନ୍ଦାଙ୍କୁ ସହାୟତାର ହାତ ବଢ଼ାଇଲା ଜୟ ଓଡ଼ିଶା। 

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜଧାନୀରେ କୋରୋନାର ଭୟାବହତା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ଏହି ମହାମାରୀ ସହ ଲଢ଼ିବାକୁ ଶାନ୍ତିପଲ୍ଲି ଅଞ୍ଚଳର ବସ୍ତିବାସିନ୍ଦାଙ୍କୁ ସହାୟତାର ହାତ ବଢ଼ାଇଛି ଜୟ ଓଡ଼ିଶା। ଗତକାଲି ଜୟ ଓଡ଼ିଶା ମୋଟ୍ ୫୦ଜଣ ସ୍ବେଚ୍ଛାସେବୀ  ଶାନ୍ତିପଲ୍ଲି ଠାରେ ପହଞ୍ଚି…

ଦଳୀୟ କାର୍ଯ୍ୟାଳୟରେ ନରେନ୍ଦ୍ରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି 

ଭୁବନେଶ୍ୱର (ଶାସକ ପ୍ରଶାସକ):  ଆଜି ବରିଷ୍ଠ ବିଜେଡ଼ି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ ଚିକିତ୍ସାଧୀନ ଅବସ୍ଥାରେ ୮୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ସେ ଜଣେ କର୍ତ୍ତବ୍ୟନିଷ୍ଠ କର୍ମୀ ଓ ଉତ୍ତମ ସଂଗଠକ ଥିଲେ ଏବଂ ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ମଜବୁତ…