Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ଆଜି ଅଠତିରିଶ ଶହ ଟପିଲା କରୋନା
ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ରାଜ୍ୟରେ ୩୮୨୦ ଜଣ କୋଭିଡି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨୮୬ଜଣ ସଂଗରୋଧରୁ ଓ ୧୫୨୪ ଜଣ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି | ଗତକାଲି ୩୪୪୩ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୦୩୧ରେ…
ଉପରମୁହାଁ ଭୁତାଣୁ , ଟପିଲା ୪୧ ଲକ୍ଷ
୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୬୩୩ /୧,୦୬୫
ମୃତ୍ୟୁ ଟପିଲା ୭୦ ହଜାର , ଦିନକରେ ସୁସ୍ଥ ୭୦୦୦୦ରୁ ଉର୍ଧ୍ଵ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଦେଶରେ ଗତ ୨୪ ଘଣ୍ଟା ଭିତରେ ସାରା ଦେଶରେ ୯୦,୬୩୩ କୋଭିଡ ପଜିଟିଭ କେଶ ଚିହ୍ନଟ ହୋଇଥିବା ବେଳେ ୧,୦୬୫ ଜଣଙ୍କ ମୃତ୍ୟୁ ହୋଇଛି | ଦେଶରେ…
ସରକାର ଶୁଣିବେ କି ବନ୍ଦନାର ଦୁଃଖ : ଯୋଗାଇଦେବେ କି ସହାୟତା !
ବରଗଡ :- ପାଇକମାଲ ବ୍ଲକ ଖୁର୍ସାପାଲି ଗ୍ରାମର ସୋନୁ ବାଗଙ୍କ ୧୧ ବର୍ଷୀୟ ଝିଅ ବନ୍ଦନା ବାଗ ଗତ ଚାରିବର୍ଷ ହେଲା ମାନସିକ ବିକୃତି ଆରମ୍ଭ ହୋଇଛି ଯାହାଦ୍ୱାରା ସେ ପାଠପଢ଼ା ସହିତ ଅନ୍ୟାନ୍ୟ କ୍ଷେତ୍ରରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋନୁ ବାଗ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଏକ…
ପଦରୁ ନିଲମ୍ବିତ ହେଲେ ସରପଞ୍ଚ
ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଟେମରି ପଞ୍ଚାୟତ ର ସରପଞ୍ଚ ନିରୂପମା ସିଂହ ଙ୍କୁ ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ନିଲମ୍ବିତ କରିଛନ୍ତି । ଜିଲ୍ଲାପାଳଙ୍କ ଚିଠି ନମ୍ବର 696/GP Dt 4/09/2020 ଅନୁସାରେ ସରପଞ୍ଚ ନିରୂପମା ସିଂହ ଙ୍କୁ ଧାରା 115 ର ଉପଧାର 2 ,OPG…
ନାକ ଥିଲା ବେଳକୁ ନୋଥ ନାହିଁ, ହେଲେ ଆଉ କେତେଦିନ
ପହଁଚି ପାରିଲାନି ଆମ୍ବୁଲାନ୍ସ,ଚାଲିଚାଲି ପ୍ରାୟ ଏକ କିମି ରାସ୍ତା ଗଲେ ଗର୍ଭବତୀ ମହିଲା ।
ପଦ୍ମପୁର: ଗର୍ଭବତୀ ମହିଲା ମାନେ ସୁବିଧାରେ ତଥା ବିନାମୂଲ୍ୟରେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହେବା ପାଇଁ ସରକାର ଜନନୀ ଏକ୍ସପ୍ରେସ ମାନ ଚଲାଉଛନ୍ତି । ହେଲେ କେତେକ ସ୍ଥାନକୁ ରାସ୍ଥା ନଥିବା…
ଅଲୋଡା ପ୍ରଶାସନ : ବର୍ଷା ଧୋଇଦେଲା ପୋଲ, ନିଜ ଉଦ୍ୟମରେ ପୋଲ ମରାମତି କଲେ ଗ୍ରାମବାସୀ ।
ପଦ୍ମପୁର: - ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଲୁହୁରାକୋଟ ଗ୍ରାମ । ଚାରି ଗୋଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୫୦୦ । ଓଡିଶା ଏବଂ ଛତିଶଗଡ ସିମାରେ ଥିବା ଏହି ଉପାନ୍ତ ଅଂଚଳ ଚାରି ଆଡୁ ପାହାଡ ଏବଂ ନଦୀ ଦ୍ୱାରା ଘେରି ହୋଇ ରହିଛି । ମାଓପ୍ରବଣ ଥିବା ଏହି ଅଂଚଳ ସତେ…
ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ବବିଙ୍କ ମାରାଥନ ଭର୍ଚୁଆଲ ବୈଠକ
ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ନିଷ୍ପତ୍ତି ଦୁରଦୃଷ୍ଟି ସମ୍ପନ୍ନ ଓ ଐତିହାସିକ : ବବି
ଭୁବନେଶ୍ୱର (ଶାସକ ପ୍ରଶାସକ ) : ଯୁବ ଛାତ୍ର ସଙ୍ଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ବିଜେଡି ପକ୍ଷରୁ ଚାଲିଛି ମାରାଥନ ଭର୍ଚୁଆଲ ବୈଠକ | ଦଳର ସଂଗଠନ ସମ୍ପାଦକ ତଥା ଯାଜପୁର ବିଧାୟକ…
ପଥର ମାଡରେ ଅଭିଯୋଗକାରୀ ଆହତ: ଥାନାରେ ମାମଲା ରୁଜୁ
ମେଲଛାମୁଣ୍ଡା,(ଶାସକପ୍ରଶାସକ) ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ସମାରପାଲିରେ ଏକ ଗଣ୍ଡଗୋଲ ଘଟି ଗୌରିଶଙ୍କର ସାହୁ ନାମକ ଜଣେ ବ୍ୟକ୍ତି ଆହତ ହେବା ସହ ମେଲଛାମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏ ନେଇ ମେଲଛାମୁଣ୍ଡା ଥାନାରେ ୧୪୩/୨୦ ଦଫା ୩୪୧,୩୨୩,୨୯୪, ୩୨୫, ୪୨୭, ୫୦୬…
ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ତରଫରୁ ” ଦୀକ୍ଷାନ୍ତ ” କାର୍ଯ୍ୟକ୍ରମ
ପଦ୍ମପୁର-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସ୍ଥିତ ବୁରୋମୁଣ୍ତା ଗ୍ରାମ ଠାରେ ଆଜି ଶନିବାର ଦିନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଭୁବନେଶ୍ବର ତରଫରୁ " ଦୀକ୍ଷାନ୍ତ " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ସର୍ବ ପୁରାତନ କଳା ସଂପ୍ରଦାକୁ " ଦୀକ୍ଷାନ୍ତ " ମାଧ୍ୟମରେ ପ୍ରାରମ୍ଭ …
ଗଞ୍ଜାମ ଅଭିମୁଖେ ତିନୋଟି ଆମ୍ବୁଲାନ୍ସରେ ଆଠ ମୃତଦେହ
ଦୁଇ ଗୋଟି ବସରେ ଫେରୁଛନ୍ତି ଦୁର୍ଘଟଣା ଗ୍ରସ୍ତ ବସର ଯାତ୍ରୀ : ମନ୍ତ୍ରୀ ସୁଶାନ୍ତ
ବରଗଡ :- ଆଜି ଭୋରରେ ଛତିଶଗଡ଼ ର ରାୟପୁର ନିକଟରେ ହୋଇଥିବା ମର୍ମନ୍ତୁଦ ବସ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିବା ଆଠ ଜଣକର ମୃତଦେହ ବ୍ୟବଚ୍ଛେଦ ପରେ ତିନି ଗୋଟି ଆମ୍ବୁଲାନ୍ସ ରେ ଗଞ୍ଜାମ ଅଭିମୁଖେ…