ବାଜାବାଜଣା ପଟୁଆରରେ ଅବସରପ୍ରାପ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ବିଦାୟ ଦେଲେ ପୋଲିସ୍ ଓ ଜନସାଧାରଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାର୍ଚ୍ଚ ୩୧ ତାରିଖରେ ଅବସରଗ୍ରହଣ କରିଥିଲେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା । ଯାହାକୁ ନେଇ ବିଭିନ୍ନ ସ୍ତରରେ ଶ୍ରୀ ପଣ୍ଡାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ପଣ୍ଡା ଗଜପତି…

ବିଞ୍ଚଣାରେ ପଞ୍ଚଶମ୍ଭୁ ମହାମିଳନ ; ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ବେଲଗୁଣ୍ଠା, ୩/୦୪-ଶିବରାମ ଚୌଧୁରୀ ), ଆଜି ବେଲଗୁଣ୍ଠା ବ୍ଳକ୍ ବିଞ୍ଚଣା ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଛି ପଞ୍ଚଶମ୍ଭୁ ଏବଂ ପାଞ୍ଚ କାଳୀଙ୍କ ମହାମିଳନ I ଏହି ମହାମିଳନରେ ଗୋବରା, ଡେଙ୍ଗାପଦର,ବେଲଗୁଣ୍ଠା-୧,ବେଲଗୁଣ୍ଠା-୨ ଏବଂ ଗାମୁଣ୍ଡି ଗ୍ରାମର ଦଣ୍ଡଦଳ ଅଂଶଗ୍ରହଣ କରିଥିଲେ I ପୂର୍ବ…

ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ତରଫରୁ ଓଡ଼ିଶା ଦିବସ ପାଳିତ ।

ଅସ୍ତରଙ୍ଗ: ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି, କାକଟପୁରର-ଅସ୍ତରଙ୍ଗ ଓ ଓଡ଼ିଆ ଭାଷା ସାହିତ୍ୟ ,ସଂସ୍କୃତି ବିଭାଗ ଓଡ଼ିଶା ସରକାର ଙ୍କ ମିଳିତ ସହାୟତାରେ ଏପ୍ରିଲ ୧ତାରିଖଦିନ ଓଡ଼ିଶା ଦିବସ ଭୁବନେଶ୍ଵର ସ୍ଥିତ ୟୁନିଟ ୮ର ମଧୁସୂଦନ ସମବାୟ ପରିଚାଳନା ପ୍ରତିଷ୍ଠାନ ପରିସରରେ ଅନୁଷ୍ଠିତ ହୋଇ ଯାଇ…

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ବାଣପୁର:(ସେକ୍ କୌସର):ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁରସ୍ଥିତ ଶହୀଦ କୃତ୍ତିବାସ ଭବନଠାରେ ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଆୟୋଜିତ ”ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬”ର ‘ମଣ୍ଡଳ ପ୍ରଶିକ୍ଷଣ ବର୍ଗ’ରେ ଆଇନ, ପୂର୍ତ୍ତ‌ ଓ ଅବକାରୀ…

ଭଞ୍ଜନଗର ନବ ନିର୍ବାଚିତ ଓକିଲ ସଂଘ ର ନୂତନ କର୍ମକର୍ତ୍ତା ଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା) ଶାସକ ପ୍ରଶାସକ: ଭଞ୍ଜନଗର ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଅନୁଷ୍ଠିତ ନିର୍ବାଚନ ସଫଳତାର ସହ ସମ୍ପନ୍ନ ହୋଇଥିଲା ଓ ଆଜି କୋର୍ଟ ପରିସର ଜୁବୁଲି ହଲ ଠାରେ ସଭାପତି ସନ୍ତୋଷ କୁମାର ନାୟକ, ସମ୍ପାଦକ ଧୂରେନ କୁମାର ସ୍ବାଇଁ, ଉପସଭାପତି ରଜତ କୁମାର…

ଗଞ୍ଜାମ ଓକିଲ ସଂଘ ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ।

ଗଞ୍ଜାମ ଓକିଲ ସଂଘର ନବ ନିର୍ବାଚିତ ସଦସ୍ୟ ମାନେ ବିଧି ବଦ୍ଧ ଅନୁଯାୟୀ କଲେ ଶପଥ ପାଠ l ସଭାପତି ଭାବେ ଶ୍ରୀ ସୀତାଂଶୁ ଶେଖର ପଣ୍ଡା, ଉପସଭା ପତି ସତ୍ୟ ଶ୍ରୀ ନାରାୟଣ ବସନ୍ତିଆ,ସମ୍ପାଦକ ଶ୍ରୀ ଜଗନ୍ନାଥ ମିଶ୍ର,ସହ ସମ୍ପାଦକ ଶ୍ରୀ ରଂଜନ କୁମାର ସାମନ୍ତରାୟ ଶପଥ ପାଠ କରିଛନ୍ତି l ଆଜିର ଏହି…

ଏସ ଆର ଏମ ଠାରେ ଉତ୍କଳ ଦିବସ ପାଳନ

 କେନ୍ଦୁଝର,ତା୩/୪-କେନ୍ଦୁଝରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସ୍ବସ୍ତି ଫାଉଣ୍ଡେସନ, କେନ୍ଦୁଝର, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଏସ ଆର ଏମ, ଘସିପୁରାର ମିଳିତ ଆନୁକୂଲ୍ୟରେ ଶିଶୁ ଯତ୍ନ ଗୃହ, ଶକ୍ତିପୀଠ ତ୍ରିଲୋଚନପୁର ଠାରେ ପବିତ୍ର ଉତ୍କଳ ଦିବସ ଅନୁଷ୍ଠିତ ହୋଇ ଯାଇଛି l କେନ୍ଦୁଝର…

କ୍ଷେତ୍ରୀୟବରପୁର ରେ ବାର୍ଷିକୀ ପୁରସ୍କାର ବିତରଣ ଉତ୍ସବ, ଓ ଉତ୍କଳ ଦିବସ ପାଳନ,

ବେଲଗୁଣ୍ଠା, ୦3/୦୪-(ଶିବରାମ ଚୌଧୁରୀ )-, କ୍ଷତ୍ରିୟବରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୯୧ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏଥି ସହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀ ଙ୍କ ସଭାପତିତ୍ୟରେ ଅନୁଷ୍ଠିତ କାଯ୍ୟକ୍ରମ ରେ…

ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୯୧ ତମ ଉତ୍କଳ ଦିବସ

ବେଲଗୁଣ୍ଠା, ୦୩/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୯୧ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ…

ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର

ବେଲଗୁଣ୍ଠା, ୦୩/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅନୁଷ୍ଠାନ ଅଧ୍ୟକ୍ଷ ଡ. ଗିରିଧର ନାୟକ ଯୋଗ ଦେଇଥିବା ବେଳେ…