ରାୟଗଡ଼ରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ

ରାୟଗଡ଼: (ସରୋଜ କୁମାର ସାହୁ) ଜାନୁଆରୀ: ଜ଼ିଲ୍ଲାର ଉଦ୍ୟମୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜ଼ିଲ୍ଲା ପରିଷଦ ସଭାଗୃହରେ ଜ଼ିଲ୍ଲା ମୁଖ୍ୟ ବିକାଶ ତଥା ଉର୍ନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ଙ୍କ ଅଧ୍ୟକ୍ଷତାରେ ଉଦ୍ୟମିତା ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଭଞ୍ଜନଗର ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର ଭାଇ ମାନଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା); ଶାସକ ପ୍ରଶାସକ : ଗଞ୍ଜାମଜିଲ୍ଲା ଭଞ୍ଜନଗର ସହରର ଅନେକ ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର କାର୍ଯ୍ୟରେ ନିୟୋଜିତ କରି ଜିବିକା ନିର୍ବାହ କରୁଥିବା ଜନସାଧାରଣ ଙ୍କୁ ନେଇ ଅଦ୍ୟ ଜାନୁଆରୀ ମାସ ୩୦ ତାରିଖ ଶୁକ୍ରବାର ଦିନ ଭଞ୍ଜନଗର ସ୍ଥ ବନବିହାର ପରିସରରେ ଏକ ଭବ୍ୟ…

ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ

ବେଲଗୁଣ୍ଠା--(ଶିବରାମ ଚୌଧୁରୀ)-,,ଏହିବ୍ଲକ ସ୍ଥିତି କ୍ଷେତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ଼ଃ. ଗିରିଧର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ତାଲିମ କାର୍ଯ୍ୟକ୍ରମର…

ସମ୍ ନର୍ସିଂ କଲେଜ ପକ୍ଷରୁ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍‌ର ନୂତନ ଛାତ୍ରଛାତ୍ରୀଙ୍କ ଶପଥ ପାଠ ଓ ବାର୍ଷିକ ଉତ୍ସବ…

ଭୁବନେଶ୍ୱର ୩୦/ ୦୧ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି)ର ୨୦୨୫-୨୬ ବ୍ୟାଚ୍‌ର ପ୍ରଥମ ବର୍ଷ ବିଏସ୍‌ସି ନର୍ସିଂ ଏବଂ ଜିଏନ୍‌ଏମ୍ ଛାତ୍ରଛାତ୍ରୀମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଓ କଲେଜର ବାର୍ଷିକ ଉତ୍ସବ ଏଠାରେ ଶୁକ୍ରବାର ଆୟୋଜିତ ହୋଇଯାଇଛି । ଏହି…

ହତ୍ୟା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଓ ଜୋରିମାନା

 ( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ବିଗତ କିଛି ବର୍ଷ ପୁର୍ବେ ଘଟିଥିବା ବହୁଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ଅଭିଯୁକ୍ତ ୫ ଜଣକୁ ଙ୍କୁ ଆଜି ମାନ୍ୟବର ଅଦାଲତ ଆଜି ଆଜୀବନ କାରାଦଣ୍ଡ ସହ ନଗଦ ୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଛନ୍ତି ଓ ଜରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲ…

ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 34 ତମ ବାର୍ଷିକ ଉତ୍ସବ

ବାଣପୁର:(ସେକ୍ କୌସର):ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 34 ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆଇନ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ କରି…

ବିଶ୍ୱସ୍ତରରେ ପ୍ରଥମ ଥର ପାଇଁ, ଏୟାରଟେଲ 36 କୋଟି ଭାରତୀୟଙ୍କୁ ଆଡୋବି ଏକ୍ସପ୍ରେସ୍ ପ୍ରିମିୟମ୍ ର ନିଶୁଳ୍କ ଅଭିଗମ୍ୟତା…

ଆଡୋବି ର ଏଆଇ ସଂଚାଳିତ ଟୁଲ୍ (ମୂଲ୍ୟ ପ୍ରାୟ ₹4,000*) ମାଧ୍ୟମରେ ସହଜ ଓ ସ୍ଵଳ୍ପ ପ୍ରୟାସରେ ଡିଜାଇନ ସୃଷ୍ଟିକୁ ସମ୍ଭବ କରାଉଛି, ଯାହା ସମସ୍ତ ଏୟାରଟେଲ ଗ୍ରାହକଙ୍କ ପାଇଁ କୌଣସି ଖର୍ଚ୍ଚ ବିନା ଉପଲବ୍ଧ* ନୂଆ ଦିଲ୍ଲୀ, ଜାନୁଆରୀ 29, 2026: ଭାରତର ସର୍ବବୃହତ୍ ଦୂରସଂଚାର ସେବା ପ୍ରଦାନକାରୀ…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡର ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ସର୍ବାଧିକ କୃତିତ୍ୱ

କେନ୍ଦୁଝର,ତା୩୦/୧- ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେଳରୋଡ, କେନ୍ଦୁଝରଗଡର ଛାତ୍ରୀ ସ୍ମରଣିକା ସାମନ୍ତରା, ସିଦ୍ଧିଶ୍ରୀ ଦାଶ, ଆଲିସା ବାରିକ ଓ ଅଂଶିକା ବିଶ୍ଵାଳ ପ୍ରମୁଖ ତୃତୀୟ ଶ୍ରେଣୀ ସରକାରୀ ବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

ସୋଆ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ମିଳିତ ଗବେଷଣା ନିମନ୍ତେ ବୁଝାମଣା ସ୍ୱାକ୍ଷରିତ

ଭୁବନେଶ୍ୱର, ଜାନୁଆରୀ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ମଧ୍ୟରେ କୃଷି ବିଜ୍ଞାନ କ୍ଷେତ୍ରରେ ଶୈକ୍ଷିକ, ଗବେଷଣାତ୍ମକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସହଭାଗିତାକୁ ନେଇ ଏଠାରେ ବୁଧବାର ଏକ ବୁଝାମଣା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା–ପୁଅ ମୃତ, ଜଣେ ଗୁରୁତର,

ଓଡ଼ଗାଁ, ୨୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳ ବାହାଡ଼ାଝୋଲା ପୁର୍ତ୍ତ ବିଭାଗ ରାସ୍ତାର କୈବଲ୍ୟପୁର ଛକ ନିକଟରେ ଗୁରୁବାର ରାତି ପ୍ରାୟ ୮ଟା ୩୦ ମିନିଟ୍ ସମୟରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକସାନ୍ତପ୍ତ କରିଛି। ଏହି…